Sign in
Sign in
Recover your password.
A password will be e-mailed to you.
ଗୁରୁଡା ମାଟି ର ଗର୍ବ ଉଦୀୟମାନ ଯୁବ ଫୁଟବଲ ଖେଳାଳୀ ଆଶିଷ ପୂର୍ତ୍ତି
ଟାଟା ଷ୍ଟିଲ୍ ଫାଉଣ୍ଡେସନ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ରରୁ ପଞ୍ଜାବ
ଯୋଡା/ ପାର୍ଥ ସାରଥୀ ଷଡ଼ଙ୍ଗୀ: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଗୁରୁଡା ଗ୍ରାମର 15 ବର୍ଷିୟ ଆଶିଷ ପୂର୍ତ୍ତି ଦିନେ ହୁଏତ ଭାବି ନ ଥିବେ, ଫୁଟବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ ବୋଲି I ଟାଟା ଷ୍ଟିଲ୍…
‘ମୋ ସ୍କୁଲ୍ ଅଭିଯାନ’ର ୪୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ
ସବୁଜ ସଂକଳ୍ପର ବାର୍ତ୍ତା ସହ ସ୍କୁଲ ସହ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ
ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ସ୍କୁଲରେ ହେବ ବୃକ୍ଷରୋପଣ
ଅଗଷ୍ଟ ୧୦ସୁଦ୍ଧା ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକଙ୍କ ତାଲିମ ଶେଷ କରିବାକୁ ଲକ୍ଷ୍ୟ
୧୦୯ କୋଟି ୪୩ଲକ୍ଷ ଟଙ୍କାର ପ୍ରକଳ୍ପକୁ…
ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ…
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :
ବିଭିନ୍ନ ୭୬ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…
ଭୁବନ ରଗଡିନାଳ ପାଣି ବ୍ୟବହାର କରୁଥିବା ମଣିଷ ଓ ଗାଈଗୋରୁ ଏବେ ବିପଦରେ ।
ଭୁବନ ଏନ.ଏ.ସି ଅଧିକାରୀ ଓ କ୍ରୋମାଇଟ ୱାଶିଂ ଡ଼ଷ୍ଟ ଯୋଗାଣକାରୀଙ୍କ ଭିତରେ ମଧୁଚନ୍ଦ୍ରିକା!
ଭୁବନ/ଅବିନାଶ ସାଥୁଆ ମହାପାତ୍ର: ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ରଗଡ଼ିନାଳ ତଟବର୍ତୀ ଅଞ୍ଚଳରେ ବିଷାକ୍ତ କ୍ରୋମାଇଟ ୱାଶିଂ ଡ଼ଷ୍ଟ ପକାଇ ସେଠାରେ ଭେଣ୍ଡିଂ ଜୋନ…
କପିଳାସ ଚନ୍ଦ୍ରଶେଖରଜୀଉ ମହାଦେବଙ୍କ ପିଠରେ ଓଡ଼ିଶା ସମେତ ବାହାର ରାଜ୍ୟର ହଜାର ହଜାର ଭକ୍ତଙ୍କ ସମାଗମ
ଢ଼େଙ୍କାନାଳ/ରବିନ୍ ଦାସ ; ଗଁଦିଆ ବ୍ଲକ୍ ତଥା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ଚନ୍ଦ୍ରଶେଖରଜୀଉ ପିଠରେ ଶ୍ରାବଣ ମାସ ପ୍ରଥମ ସୋମବାର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଜିଲ୍ଲା ତଥା ରାଜ୍ୟ ବାହାରୁ କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ପୁନ୍ୟ ଜଳ ନେଇ କପିଳାସ ଅଭିମୁଖେ ଯାତ୍ରା କରୁଛନ୍ତି…
୮ ମାସର ଶିଶୁର ଶରୀରରେ ସୃଷ୍ଟି ହୋଇଥିବା ବିଶାଳ ମେନିନ୍ଗୋମାଇଲୋସିଲ୍କୁ ସଫଳତାର ସହ ବାହାର କଲେ ସମ୍ ନ୍ୟୁରୋସର୍ଜନ
ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର…
ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୋମବାର ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଏକ…
ରୋଟାରି କ୍ଲବ୍ ଭୁବନେଶ୍ବର ମିଡୋଜ ପକ୍ଷରୁ ନବମ ଅଧିଷ୍ଠାନ ଉତ୍ସବ ପାଳିତ
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ପଦ୍ମଜା ପ୍ରିମିୟମ୍ ହୋଟେଲଠାରେ ରୋଟାରି କ୍ଲବ୍ ଭୁବନେଶ୍ବର ମିଡୋଜ ପକ୍ଷରୁ ନବମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ବର-କଟକ ଟ୍ବିନ୍ ସିଟିର ପୁଲିସ୍ କମିଶନର ଆଇପିଏସ୍ ଶ୍ରୀସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ…