Sign in
Sign in
Recover your password.
A password will be e-mailed to you.
କଂସାରୀଗୁଡା ଆଞ୍ଚଳିକ ବିକାଶ ପରିଷଦ କମିଟି ସହ ଉତ୍କଳ ଆଲୁମିନା ର ୟୁନିଟ ହେଡ ମଜହେର ବେଗ ଙ୍କ ସହ ଆଲୋଚନା
କାଶୀପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ-କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ କଂସାରୀଗୁଡା ଠାରେ ହେବାକୁ ଥିବା ରିଫାଇନାରୀ ପ୍ଲାଣ୍ଟ କୁ ନେଇ ଆଜି କଂସାରୀଗୁଡା ଆଞ୍ଚଳିକ ବିକାଶ ପରିଷଦ କମିଟି ସହ ଉତ୍କଳ ଆଲୁମିନା ର ୟୁନିଟ ହେଡ ମଜହେର ବେଗ ଙ୍କ ସହ ଆଲୋଚନା ହୋଇଥିଲା ଓ ଯେ ବର୍ତ୍ତମାନ ରାସ୍ତା…
ଦୁଇଟି ଅପରାଧିକ ଘଟଣାର ପର୍ଦ୍ଦାଫାସ କଲା କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ):- ମାହାଙ୍ଗା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ବୁଧୁବାର ରାତ୍ର ସମୟରେ ଅନୁଷ୍ଠିତ ହୋଇଯାଇଛି l ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୁଇ ଅପରାଧିକ ଘଟଣାର ପର୍ଦାଫାସ କରିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ। କଟକ ଗ୍ରାମାଞ୍ଚଳ ଆଡିସନାଲ ଏସ୍ପି ଙ୍କ…
ବିପଦପୂର୍ଣ୍ଣ ଅବସ୍ଥା ରେ କାଲୋବାହାଲ ଯାତ୍ରୀ ପ୍ରତୀକ୍ଷାଳୟ !
ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ କାଲୋବାହାଲ ଯାତ୍ରୀ ପ୍ରତୀକ୍ଷାଳୟଟି ବହୁତ ବର୍ଷ ହେଲାଣି ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି ଏହି ବସଷ୍ଟାଣ୍ଡ ରେ ପାଖାପାଖି ଲୋକ ମାନେ ଆସି ବସ ଅପେକ୍ଷା ରେ ସବୁବେଳେ ବସି ରହନ୍ତି ! ବସଷ୍ଟାଣ୍ଡ ଘର…
ଏନଏସି ଦ୍ୱାରା ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଏନଏସି ଟାଉନହଲ ଠାରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ସମାଜରେ ରକ୍ତ ହୀନତାରୁ ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ଏକ ନୂତନ ଜୀବନଦାନ ପାଇଁ ବିଜ୍ଞାପିତ…
ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଦିବସ ପାଳିତ
ସମ୍ବଲପୁର - ସମ୍ବଲପୁର ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ମହାନଦୀ କ୍ଲବ ରେ ଅନୁଷ୍ଠିତ ଉତ୍ସବରେ ପି ଡି ସି କ୍ରିଷ୍ନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଗତ ୨୦୨୨-୨୩ ବର୍ଷର ଅଧ୍ୟକ୍ଷା ଓ ସମ୍ପାଦିକା ଚଳିତ ବର୍ଷ ପାଇଁ ନିଯୁକ୍ତ ଅଧ୍ୟକ୍ଷା ମମତା…
ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଶକ୍ତି ବୃଦ୍ଧି ଦିଗରେ ପଦକ୍ଷେପ
~୧.୨ ସର୍କିଟ କିଲୋମିଟର ନୂତନ ନେଟୱର୍କ
~୨୨ଟି ବିଜୁଳି ଖୁଣ୍ଟି ସ୍ଥାପନ
ବ୍ରହ୍ମପୁର : ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍, ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ…
ରଶ୍ମି ରଞ୍ଜନ ହେଲେ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି
ଓଡ଼ଗାଁ,୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନାର ନୂଆ ଆଇଆଇସି ଭାବେ ରଶ୍ମି ରଞ୍ଜନ ସାହୁ ବୁଧବାର ସନ୍ଧ୍ୟାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଓଡ଼ଗାଁ ଆରାଧ୍ୟ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କରିବା ପରେ ଓଡ଼ଗାଁ ଆଦର୍ଶ ଥାନାରେ ପହଁଞ୍ଚି ବିଧିବଦ୍ଧ ଭାବେ ଦାଇତ୍ୱ…
ସାମାଜିକ ସମୀକ୍ଷାର ଜନଶୁଣାଣୀ
ଜଗତସିଂହପୁର,ତା-୧୨.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକର ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ସମସ୍ତ ୩୦ ଟି ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଅର୍ଥ କମିଶନ ଅନୁଦାନ ଯୋଜନା ଅଧୀନରେ ସମ୍ପାଦିତ ପ୍ରକଳ୍ପଗୁଡିକର…
ପାଠାଗାର ଆନ୍ଦୋଳନର ପୁରୋଧା ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର: ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା)ଙ୍କ ଜୟନ୍ତୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛିା ଏହି ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲାା…
ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ ବିଜେପିର ଷଡଯନ୍ତ୍ର: ବିଜେଡିି
ଓଡିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରହନ୍ତୁ ଚାହୁଁଛି ଓଡିଶା ବିଜେପି
ମାଆମାନଙ୍କ ସଶକ୍ତିକରଣ ଅଭିଯାନକୁ ସହ୍ୟ କରିପାରୁନି ଓଡିଶା ବିଜେପି
ଭୁବନେଶ୍ୱର: ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ସାମାଜିକ,…