ବରଗଡ଼ ଜିଲ୍ଲାପାଳଙ୍କ ବିଜେପୁର ମିଶନ ଶକ୍ତି କାଫେକୁ ପରିଦର୍ଶନ

ଝାରବନ୍ଧ-ମନୋହର ଦାଶ:  ଆଜି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ବିଜେପୁର ମିଶନ ଶକ୍ତି କାଫେକୁ ପରିଦର୍ଶନରେ ଆସି ଖାଦ୍ୟ ଗ୍ରହଣ କରିଛନ୍ତି। ତାଙ୍କ ସହ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ ଓ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର…

ବିଜେପୁର ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ

ଝାରବନ୍ଧ-ମନୋହର ଦାଶ:  ଆଜି ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ପଦ୍ମପୁର ଉପଜିଲ୍ଲାପାଳ, ବିଜେପୁର ବିଡ଼ିଓ, ତହସିଲଦାର୍ ଓ ସମସ୍ତ  ବିଭାଗୀୟ…

ଓଡ଼ଗାଁ ପଞ୍ଚାୟତ ସମିତି: ଜିଲ୍ଲାପାଳ-ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର

୧୨୫ ଅଭିଯୋଗ ପଞ୍ଜିକୃତ ୨୫ ତତ୍କାଳ ସମାଧାନ ଓଡ଼ଗାଁ, ୩୧।୭(ଶ୍ରୀ ଳକାନ୍ତ କୁମାର ମିଶ୍ର) : ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ…

ଓଏଏସ ପାଇଲେ ଅବସର ପ୍ରାପ୍ତ ନେଭି କର୍ମଚାରୀ

ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଲ୍ଲି ପଞ୍ଚାୟତ ଅଭିମାନପୁର ଗ୍ରାମର ଅବସର ପ୍ରାପ୍ତ ନେଭି କର୍ମଚାରୀ କାର୍ତ୍ତିକ ସେନାପତି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୩୬୫ ରାଙ୍କରଖି ଉତ୍ତିର୍ଣ୍ଣ ହୋଇଥିବା ବେଳେ ୨୦୨୧ ମସିହାରେ ସେ ନେଭିରୁ ଅବସର…

ସମ୍ ନର୍ସିଂ କଲେଜ ପକ୍ଷରୁ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର, ୩୧/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ “ସିଷ୍ଟମାଟିକ୍ ଲିଟରେଚର ରିଭ୍ୟୁ ଆଣ୍ଡ ବିବଲିଓମେଟ୍ରିକ୍ ଆନାଲିସିସ୍” ଶୀର୍ଷକ ଏକ ୮ ଦିନିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, ୩୧/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ । ତାଙ୍କ ସହିତ ଆରଏସଏସର ପୂର୍ବ…

ମା ଉଗ୍ରତାରାଙ୍କ “ବକୁଳ ଗଛ”ର ବିସର୍ଜନ

ଜଗତସିଂହପୁର,ତା-୩୦.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଅନ୍ତର୍ଗତ ଚାଟ୍ରା ମୌଜାର ଦେଭୋଗ ଗ୍ରାମର ମା ଉଗ୍ରତାରାଙ୍କ ପୀଠରେ ଗତ ରବିବାର ଦିନ "ବକୁଳ ଗଛ " ର ବିସର୍ଜନ କରାଯାଇଛି ବକୁଳ ବାସୀନ ମା ଉଗ୍ରତାରା ଯଦିଓ ବହୁତ ଦିନ ଧରି ବକୁଳ ଗଛ ମୂଳରେ ପୂଜା ପାଇ ଆସୁଛନ୍ତି l କିନ୍ତୁ କିଛି…

ଓଡିଶା ଭୋଇ ସମାଜ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଭୋଇ ସମାବେଶ

ଜଗତସିଂହପୁର,ତା-୩୦.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ସ୍ଥିତ ଆଦି କବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ନିଖିଳ ଓଡିଶା ଭୋଇ ସମାଜ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଭୋଇ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଭୋଇ ସମାବେଶର ଜିଲ୍ଲା ଆବାହକ ଶଙ୍କର…

କୃପାଳୁ ଶିଶୁ ସାହିତ୍ୟ ଆସରରେ ଅଧିକ ଶ୍ରାବଣ ମାସ କଥା

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିମାସର ଶେଷ ରବିବାର ଦିନ ବାଲ୍ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା "କୃପାଳୁ ଶିଶୁ ସାହିତ୍ୟ ଆସର" ସ୍ଥାନୀୟ କୁମ୍ଭାର ସାହି ପ୍ରାଥମିକ ସଂସ୍କାର ଠାରେ "ଅଧିକ ଶ୍ରାବଣ ମାସ" ବିଷୟକୁ ନେଇ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସଭାପତିତ୍ବରେ…

ଘୁ.ଉଦୟଗିରି ଏନଏସି ଅଧକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ଶୋକ ସଭା ଅନୁଷ୍ଠିତ

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ଵିଜ୍ଞପିତ ଅଞ୍ଚଳ ପରିଷଦ ଠାରେ ଅଧ୍ୟକ୍ଷା ସ୍ବର୍ଗତ ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଛି I ବିଜୁ ଜନତା ଦଳର ଜଣେ ଦକ୍ଷ ନାରୀନେତ୍ରୀ ଭାବେ ବେଶ ପରିଚିତ ଥିଲେ ବିଜ୍ଞାପିତ ଅଞ୍ଚଳ…