ସ୍ଥାନାନ୍ତରିତ ହେଲା ବ୍ଯାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା : ଉଦଘାଟନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ  :- ବ୍ଯାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା ସ୍ଥାନୀୟ ନେହେରୁଗଲି ପାଖ ପେଟ୍ରୋଲ ପମ୍ପ ସାମ୍ନା କୁ ସ୍ଥାନାନ୍ତରିତ ହୋଇଛି l ସ୍ଥାନାନ୍ତରିତ ହୋଇଥିବା ଏହି ବ୍ରାଞ୍ଚକୁ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୂଖ୍ୟ ଅତିଥି, ଡେପୁଟି ରିଜନାଲ ମ୍ୟାନେଜର…

ଭ୍ୟାନ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ,ଘଟଣା ସ୍ଥଳରେ ଉତ୍ତେଜନା

ନୟାଗଡ଼, (ବିଶ୍ଵଜିତ ନାୟକ): ପୋଲିସ ଭ୍ୟାନ ଧକ୍କାରେ ଫିଜିଓଥେରାପି ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାସ୍ତାରୋକ ସମେତ ଉତ୍ତେଜନା ପ୍ରକାଶ ପାଇଛି । ନୟାଗଡ଼ ରୋଟାରୀ କ୍ଲବରେ ଫିଜିଓଥେରାପି ଡାକ୍ଟର ଭାବେ କାର୍ଯ୍ୟ କରୁଥିବା ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର…

ଓଏଏସ ପାଇଲେ ଅରୁପା

ଓଡ଼ଗାଁ,୩୧।୭ (ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିବା ବେଳେ ନୟାଗଡ଼ ଜିଲ୍ଲାର ଅନେକ ପ୍ରାର୍ଥୀ ସଫଳତା ହାସଲ କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ରଙ୍ଗଣୀପାଟଣା ଝିଅ ଅରୁପା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଲାବଣ୍ୟଗଡ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ମଡେଲଡିଗ୍ରୀକଲେଜରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ଅଶୋକ ସାହୁ, ଶାସକ ପ୍ରଶାସକ: ନବରଂଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ନିବାରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ବରେ…

ଗାଁ କୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଗାଇସିଲେଟ ବିଡିଓ

ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଲକ୍ ର କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମକୁ ଆଜି ହଟାତ୍ ଗାଇସିଲେଟ ବିଡିଓ ଶ୍ରୀଯୁକ୍ତ ମନୋଜ କୁମାର ଦେବତା ପହଞ୍ଚି କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା ଙ୍କ ସହିତ ଗାଁ ଦାଣ୍ଡ ରେ ବସି ଦୀର୍ଘ ୨ ଘଣ୍ଟା ସମୟ ସାଧାରଣ…

ବରଗଡ଼ ଜିଲ୍ଲାପାଳଙ୍କ ବିଜେପୁର ମିଶନ ଶକ୍ତି କାଫେକୁ ପରିଦର୍ଶନ

ଝାରବନ୍ଧ-ମନୋହର ଦାଶ:  ଆଜି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ବିଜେପୁର ମିଶନ ଶକ୍ତି କାଫେକୁ ପରିଦର୍ଶନରେ ଆସି ଖାଦ୍ୟ ଗ୍ରହଣ କରିଛନ୍ତି। ତାଙ୍କ ସହ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ ଓ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର…

ବିଜେପୁର ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ

ଝାରବନ୍ଧ-ମନୋହର ଦାଶ:  ଆଜି ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ପଦ୍ମପୁର ଉପଜିଲ୍ଲାପାଳ, ବିଜେପୁର ବିଡ଼ିଓ, ତହସିଲଦାର୍ ଓ ସମସ୍ତ  ବିଭାଗୀୟ…

ଓଡ଼ଗାଁ ପଞ୍ଚାୟତ ସମିତି: ଜିଲ୍ଲାପାଳ-ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର

୧୨୫ ଅଭିଯୋଗ ପଞ୍ଜିକୃତ ୨୫ ତତ୍କାଳ ସମାଧାନ ଓଡ଼ଗାଁ, ୩୧।୭(ଶ୍ରୀ ଳକାନ୍ତ କୁମାର ମିଶ୍ର) : ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ…

ଓଏଏସ ପାଇଲେ ଅବସର ପ୍ରାପ୍ତ ନେଭି କର୍ମଚାରୀ

ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଲ୍ଲି ପଞ୍ଚାୟତ ଅଭିମାନପୁର ଗ୍ରାମର ଅବସର ପ୍ରାପ୍ତ ନେଭି କର୍ମଚାରୀ କାର୍ତ୍ତିକ ସେନାପତି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୩୬୫ ରାଙ୍କରଖି ଉତ୍ତିର୍ଣ୍ଣ ହୋଇଥିବା ବେଳେ ୨୦୨୧ ମସିହାରେ ସେ ନେଭିରୁ ଅବସର…