Sign in
Sign in
Recover your password.
A password will be e-mailed to you.
ମିଶନ ଓଡିଶା @ 2036 ତରଫରୁ ଆରମ୍ଭ ହେଲା ଦୁର୍ନୀତି ବିରୋଧୀ ସାମୁଖ୍ୟ
ଭୁବନେଶ୍ୱର: 1936 ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ଗଠନ ପାଇଁ ନିଜକୁ ଉତ୍ସାର୍ଗୀକୃତ କରି ଥିବା ମହାମନୀଷୀ ମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବିକ କେତେ ପୂରଣ ହୋଇଛି ତାହା ଆମକୁ ବେଶ ଜଣା l ସମସ୍ତ ସମ୍ପଦର ପ୍ରଚୁର୍ଯ୍ୟରେ ପରିପୂର୍ଣ ଏହି ରତ୍ନଗର୍ଭା ଓଡିଶା l ହେଲେ…
ବୈଦିକ ବ୍ରାହ୍ମଣ ସମାଜ ଦ୍ବାରା ବିଷ୍ଣୁ ସହସ୍ରନାମ ପାଠ
ଓଡ଼ଗାଁ,୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ କୁରାଳ ବିକେ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରବିବାର ସାମୁହିକ ବିଷ୍ଣୁ ସହସ୍ରନାମ ପାଠ ଓ ଘୃତଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜ ସମ୍ପାଦକ ଫକିର ମୋହନ ମିଶ୍ରଙ୍କ ତତ୍ତ୍ୱାବଧାନରେ…
ବିଦ୍ୟୁତ ବଣ୍ଟନ କମ୍ପାନୀ ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ସରକାରଙ୍କ ଉପରୁ ଅତିରିକ୍ତ ପଦକ୍ଷେପ
ଏଣିକି ବିଦ୍ୟୁତ୍ ବିତରଣକାରୀ କମ୍ପାନୀଗୁଡିକର ହିସାବକିତାବ, ରିପୋର୍ଟିଂ, ବିଲିଂ ଓ ରାଜ୍ୟ ସରକାର ଦେଉଥିବା ସବ୍ସିଡିକୁ ଅଧିକ ସୁସଂହତ କରାଯିବ
ପ୍ରକୃତ ବିଜୁଳି ଶକ୍ତି ବ୍ୟବହାର ଉପରେ ସବ୍ସିଡି ଆକାଉଣ୍ଟିଂ ଓ ଦେୟ ପୈଠକୁ ନିଶ୍ଚିତ କରିବାକୁ ରାଜ୍ୟ କମିଶନ କାର୍ଯ୍ୟାନୁଷ୍ଠାନ…
ପଦ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ ଙ୍କୁ ଗୋଁଣ୍ଡ ସମାଜ କର୍ମଚାରୀ ମଞ୍ଚ ତରଫରୁ ବିଦାୟୀ…
ପଦ୍ମପୁର :- ସ୍ଥାନୀୟ ଡ଼ାକବଙ୍ଗଳା ଠାରେ ଆଜି ପଦ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପେ କାର୍ଯ୍ୟରତ ନିର୍ମଲ ଧରୁଆ ଙ୍କୁ ଗୋଁଣ୍ଡ ସମାଜ କର୍ମଚାରୀ ମଞ୍ଚ ତରଫରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପେ ଶ୍ରୀମାନ…
ବାସୁଦେବପୁର ବିଜେଡ଼ି ର ବନ୍ଧୁ ମିଳନ ଉତ୍ସବ।
ବାସୁଦେବପୁର- ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଙ୍କ ଉପସ୍ଥିତରେ ନୀଳମଣି ଟାଉନ ହଲ ପରିସରରେ ବାସୁଦେବପୁର ବିଜୁ ଜନତା ଦଳ ତରଫରୁ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ବନ୍ଧୁମିଳନ ଉତ୍ସବରେ ଉପସ୍ଥିତ ଥିଲେ ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ ଓ ବିଧାୟକଙ୍କ…
ପୁଣି ଆଜି ପୁଷ୍ଟି ଦୁରିଆଙ୍କ ନା ରେ ଅଭିଯୋଗ କଲେ ଅଞ୍ଚଳବାସୀ
କାଶୀପୁର -କାଶୀପୁର ଥାନା ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମୈତ୍ରୀ କମ୍ପାନି ଗୋ ବ୍ୟାକ୍, ବେଦାନ୍ତ କମ୍ପାନି ଗୋ ବ୍ୟାକ୍ ନାରାରେ ଥାନା ପ୍ରକମ୍ପିତ ହୋଇ ଉଠିଥିଲା। ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ର ୬ଟି ପଞ୍ଚାୟତର ୪୦ ଖଣ୍ଡ ଗ୍ରାମର ପ୍ରାୟ…
ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ : ‘ବୃକ୍ଷ ବଂଚିଲେ ଆମେ ବଂଚିବା ’
ରାଉରକେଲା /ସାରନଗରୀ,୩୦ା୭(ବସନ୍ତ କୁମାର ଜେନା): ଦକ୍ଷିଣ ରାଉରକେଲା ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଓ ସେକ୍ଟର ୨୨ କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର…
ସିଆରି ମାଳରେ କଙ୍ଗାରୁ କୋର୍ଟ
ମା' ଝିଅକୁ ଦାଣ୍ଡରେ ଟଣାଓଟରା କରି କୋଠ ଘରେ ରଖି ତାଲା ପକାଇଲେ ଗାଁ ସଭାପତି,
୨ ଘଣ୍ଟା ପରେ କୋଠଘରୁ ମା ଝିଅକୁ ଉଦ୍ଧାର କଲେ ଓଡ଼ଗାଁ ପୋଲିସ
ଓଡ଼ଗାଁ,୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ସିଆରିମାଳ ଗାଁରେ…
ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ପଞ୍ଜିକରଣ ଅବଧି ବଢ଼ିଲା
ଅଧିକରୁ ଅଧିକ ଚାଷୀଙ୍କୁ ପଞ୍ଜିକୃତ କରିବାକୁ ବିଭାଗକୁ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଖରିଫ ଋତୁ ୨୦୧୩ ସକାଶେ ଅଧିକରୁ ଅଧିକ ଚାଷୀଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ PMFBY ରେ ନାମ ପଞ୍ଜିକରଣ ସକାଶେ ପୂର୍ବ ଧାର୍ଯ୍ୟ ଅବଧିକୁ ୫ ଅଗଷ୍ଟ ଯାଏଁ ବୃଦ୍ଧି…
ନବନିଯୁକ୍ତ ଶିକ୍ଷା ସେବା ଅଧିକାରୀଙ୍କ ‘ଶ୍ରମଦାନ’ କାର୍ଯ୍ୟକ୍ରମ
ଭୁବନେଶ୍ବର, ୩୦.୦୭.୨୩ -ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ମନ୍ଦିର ପରିସରରେ ନବ ନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀ-୨ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନଙ୍କ ସହଯୋଗରେ ଏକ 'ଶ୍ରମଦାନ' କାର୍ଯ୍ୟକ୍ରମ…