Sign in
Sign in
Recover your password.
A password will be e-mailed to you.
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମ୍ସିର ପଦକ୍ଷେପ
ଟିଟିଏସ୍ରେ ଆରମ୍ଭ ହେଲା ମେଗା ଟ୍ରମେଲ ମେସିନ୍ କାର୍ଯ୍ୟ
ଭୁବନେଶ୍ୱର (ଚକ୍ରଧର ମାଝି) : ବର୍ଜ୍ୟବସ୍ତୁ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଟିଟିଏସ୍ଠାରେ ଉଦ୍ଘାଟିତ ହୋଇଯାଇଛି ମେଗା ଟ୍ରମେଲ ମେସିନ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ମାନନୀୟା ମେୟର ଶ୍ରୀମତି…
ଖାରବେଳ ଭବନ ଠାରେ ସ୍କିଲ୍ଡ ଇନ୍ ଓଡିଶାର ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ
ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସ୍ବିକୃତି ଓ ଆୟ ସୃଷ୍ଟିର ସୁଯୋଗ ‐ ଶ୍ରୀ ଅସିତ ତ୍ରିପାଠୀ
ସ୍କିଲ୍ଡ-ଇନ୍-ଓଡିଶା ହେଉଛି ଏକ ପରିବର୍ତ୍ତନଶୀଳ ଯାତ୍ରା ‐ ଶ୍ରୀମତୀ ଉଷା ପାଢୀ
ଭୁବନେଶ୍ୱର : ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ…
ବାଲେଶ୍ବରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର: ଖର୍ଚ୍ଚ ହେବ ୧୫.୫୮ କୋଟି ଟଙ୍କା, ମଞ୍ଜୁର କଲେ…
ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କ ସୁବିଧାର ବିକାଶ କରାଯିବ
ଭୁବନେଶ୍ୱର : ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ ମୁଖ୍ୟମନ୍ତ୍ରୀ…
ବିଜେପି ତରଫରୁ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ।
କେନ୍ଦ୍ରାପଡ଼ା:ପ୍ରଫୁଲ୍ଲ କୁମାର ମଲ୍ଲ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତୀ ଅବସରରେ ଦେଶରେ ଅମୃତ କାଳ ଚାଲି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ତରଫରୁ "ମୋ ମାଟି ମୋ ଦେଶ "କାର୍ଯ୍ୟକ୍ରମ ଆୟୋଜିତ ହେବ l ଏହି ଅବସରରେ ଦେଶର ପ୍ରତି ପଂଚାୟତ ଓ ନଗରାଞ୍ଚଳର ସମସ୍ତ…
ଭୁବନେଶ୍ୱରରେ ଜେଏସପି ଫାଉଣ୍ଡେସନ ଦ୍ବାରା ଥଣ୍ଡା ପାନୀୟ ଜଳ ସେବା ଶୁଭାରମ୍ଭ
ଭୁବନେଶ୍ୱର: ଓପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ 93 ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ଏକ ଥଣ୍ଡା ପାନୀୟ ଜଳ ସେବା ଆରମ୍ଭ କରାଯାଇଛି । ଆଜି ଭୁବନେଶ୍ୱରର ମେୟର ଶ୍ରୀମତୀ…
ମିନିମାଲ୍ ଇନ୍ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବଡ଼ ସ୍କଲ ବେସ୍ ଟ୍ୟୁମରକୁ ବାହାର କଲେ ସମ୍ମମ୍ ସର୍ଜନ
ଭୁବନେଶ୍ୱର, ଅଗଷ୍ଟ ୭ : ମିନିମାଲ୍ ଇନ୍ଭେସିଭ୍ ସର୍ଜରୀ ମାଧ୍ୟମରେ ଜଣେ ୧୫ ବର୍ଷୀୟ ବାଳକର ଶରୀରରେ ବୃଦ୍ଧି ପାଇଥିବା କି୍ରକେଟ ବଲ୍ ଆକାରର ସ୍କଲ୍ବେସ୍ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ଗତ ୬ ବର୍ଷ ଧରି ମୟୁରଭଞ୍ଜ ଜିଲ୍ଲାର ସୁଦାମ…
କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସୋଆ ପକ୍ଷରୁ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ
ଭୁବନେଶ୍ୱର, ଅଗଷ୍ଟ ୭ : କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍) ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୯ ଏବଂ ୧୦ ତାରିଖରେ…
ମିଟର୍ ରିଡିଂ ଅଧିକା ଯୋଗୁଁ ବଚସା , ବିଭତ୍ସ ହତ୍ୟାକାଣ୍ଡ।
ମୃତକ ଲକ୍ଷ୍ମୀନାରାୟଣ ତ୍ରିପାଠୀ (ବାବି)
ଭଞ୍ଜନଗରରୁ ଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ତାରିଶିଗଂ ଥାନା ଅନ୍ତର୍ଗତ କୃପାଟି ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ | ମିଟର୍ ରିଡିଂ ଅଧିକା ଯୋଗୁଁ, ବିଭତ୍ସ ହତ୍ୟାକାଣ୍ଡ। ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ,ବିଲ ମିଟର ରିଡିଙ୍ଗୀ ଏଜେଣ୍ଟ ଭାବେ…
ନବନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
କିଟ୍ ଅଡିଟୋରିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ "ଆଲୋକିତ ସନ୍ଧ୍ୟା''
ଭୁବନେଶ୍ୱର:ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନବନିଯୁକ୍ତ ଓଡ଼ିଶା ଶିକ୍ଷାସେବା (ଓଇଏସ୍) ଅଧିକାରୀଙ୍କ ୧୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଛି । ବିଦ୍ୟାଳୟ ଓ…
ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖାର ନୂତନ କର୍ମକର୍ତ୍ତା ଚୟନ
ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଉପରେ ଗୁରୁତ୍ୱ
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର: ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ସାଧାରଣ ପରିଷଦ ବୈଠକ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର…