Sign in
Sign in
Recover your password.
A password will be e-mailed to you.
ଉପଜିଲ୍ଲାପାଳଂକ ନିଲଜି ପତରାର ମଧ୍ଯମ ଜଳସେଚନ ପ୍ରକଳ୍ପ ନିରୀକ୍ଷଣ
ଝାରବନ୍ଧ-ମନୋହର ଦାଶ: ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଂକ ଅଭିଯୋଗ ଶୁଣାଣିରେ ଲଉଡିଦରାହ୍ ପଂଚାୟତର ନିଲଜିପତରା ଗ୍ରାମବାସୀ ତାଂକ ଗ୍ରାମରେ ଥିବା ମଧ୍ଯମ ଜଳସେଚନ ପ୍ରକଳ୍ପ ‘ଘାଟି’ ରୁ ସଂଚିତ ବର୍ଷାଜଳ ଚାଲି ଯାଉଥିବା ଯୋଗୁଁ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ…
ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ ପାଠପଢା ଠପ୍
ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ପଦବୀ ପୂରଣ ପାଇଁ। ଅନେକ ଦିନ ହେଲା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଶିକ୍ଷକ ପଦବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ। ଶେଷରେ ଆଜି ତାଲପାଲି ନୋଡାଲ…
ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ପଦ୍ମପୁର :- ଆଜି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ପଦ୍ମପୁର ଉପଜିଲ୍ଲାପାଳ, ଝାରବନ୍ଧ ବିଡ଼ିଓ, ତହସିଲଦାର୍ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ…
ସ୍ବାଭିମାନ ଅଞ୍ଚଳର ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
୧୦୧ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ…
ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ
ଭଞ୍ଜନଗର (ଉଦୟନାଥ ପଣ୍ଡା): ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଓ ଭଂଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଆଜିର ଏହି ଅଭିଯୋଗ ଶୁଣାଣିରେ ଅଂଶଗ୍ରହଣ କରି, ସମୁଦାୟ…
ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି
୨୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ପ୍ରାୟ ୪ ଲକ୍ଷ ମହିଳା କୃଷକ ସାମିଲ
ନିଜସ୍ୱ ସମ୍ବଳରୁ ପ୍ରିମିୟମ ବାବଦରେ ରାଜ୍ୟ ସରକାର ବହନ କରିବେ ୮୫୦ କୋଟି
ଭୁବନେଶ୍ୱର, ୨୧/୮: ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫ୍ବିୱାଇ) ଅନ୍ତର୍ଗତ ପଞ୍ଜିକରଣ ପୂର୍ବ ବର୍ଷଗୁଡିକରେ…
ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ
ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ କରିଛନ୍ତି।…
ବିଷ ପିଇ ଆତ୍ମହତ୍ୟା କଲେ ଜଣେ ଯୁକ୍ତ ଦୁଇ ନାବାଳିକା ଛାତ୍ରୀ ।
ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମଜିଲ୍ଲା, ତାରାସୀଙ୍ଗୀ ଥାନା ଅଧୀନ ତିରିଗୋଛା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଚନା ପ୍ରକାରେ ଅପରାହ୍ନ ସମୟରେ ତିରିଗୋଛା ଗ୍ରାମର ଦିବାକର ବାରିକଙ୍କ ଝିଅ "ଉଷା ବାରିକ "ନିଜ ଘରେ ରହିଥିବା ବେଳେ କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…
ଯୁଧିଷ୍ଠିର ଆଇନ୍ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର କାର୍ଯ୍ୟକ୍ରମ
ବଲାଙ୍ଗିର/ ସନ୍ତୋଷ ଠାକୁର : ସ୍ଥାନୀୟ ଯୁଧିଷ୍ଠିର ଆଇନ୍ ମହାବିଦ୍ୟାଳୟରେ ଯୁଧିଷ୍ଠିର ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉପଲକ୍ଷେ “ବିଧାନ ସଭା ସଦସ୍ୟମାନଙ୍କର ଅବାସ୍ତବ ସମ୍ଭାବନା : ଆଗ୍ରହ ଓ ଦକ୍ଷତା” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି…
୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ସବୁଠି ତତ୍ପରତା: ହେଲିପ୍ୟାଡ଼ ଓ ସଭାସ୍ଥଳ ବୁଲି ଦେଖିଲେ ଜିଲ୍ଲାପାଳ
ଗଞ୍ଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ ):- ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ ତିନିଦିନିଆ ଗଂଜାମ ଜିଲ୍ଲା ଗସ୍ତକୁ ସଫଳ କରିବା ପାଇଁ ବିଜେଡି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଆସନ୍ତା ୨୫ରୁ ତିନିଦିନ ଧରି ୫-ଟି ସଚିବ ଗଂଜାମ ଜିଲ୍ଲାର ୧୨ଟି…