” ରାଜ୍ୟରେ ଓଡ଼ିଆ ଲୋକ ତାମିଲ ଭାଷା ଶିଖିବାର ଆବଶ୍ୟକତା ରହିଛି “ ରାଜ୍ୟ By SPNEWS On Nov 7, 2023 0 Share “ରାଜ୍ୟରେ ଓଡ଼ିଆ ଲୋକଙ୍କୁ ତାମିଲ ଭାଷା ଶିଖିବାର ଆବଶ୍ୟକତା ରହିଛି | ତାମିଲ ଭାଷା ଶିଖିଲେ ହିଁ ବିକାଶ କରିପାରିବେ | ତେଣୁ ଓଡ଼ିଆ ଲୋକଂକୁ ତାମିଲ ଭାଷା ଶିଖାଇବା ପାଇଁ ଆମେ ନିଶୁଲ୍କ ତାମିଲ ଶିକ୍ଷା ପାଇଁ ସ୍କୁଲ ଖୋଲିବାକୁ ଯାଉଛୁ |” ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିକୁଞ୍ଜ ପଶାୟତ | 0 Share FacebookTwitterGoogle+ReddItWhatsAppPinterestEmail