ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ଯୁବ ନେତା ଶ୍ରୀ ଦୁର୍ଯ୍ୟୋଧନ ବେହେରା ନିଯୁକ୍ତ ହୋଇଛନ୍ତି | ଦଳର ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ବେହେରାଙ୍କୁ ଏହି ନିଯୁକ୍ତି ଦିଆଯାଇଥିବା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ଵିଜ୍ଞପ୍ତିରେ ସୂଚନା ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.