ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମେଜେରକଟା ଶନି ମନ୍ଦିର ନିକଟରେ ରେ ପରାୟଣ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସନ୍ତୋଷ ମିଶ୍ର ପୂଜା ଦାୟିତ୍ଵ ତୁଲାଇ ଥିବା ବେଳେ ବିଭୂତି ରଞ୍ଜନ ଦାସ ଓ ପତ୍ନୀ ସୁଲୋଚନା ଦାସ (ରିମା) କର୍ତ୍ତା ଦାୟିତ୍ଵ ତୁଲାଇଥିଲେ l ଗାୟିକା ବନ୍ଦିତା ଭୋଇ ଙ୍କ ସୁନ୍ଦରାକାଣ୍ଡ ପରାୟଣ ଉପସ୍ଥିତ ଭକ୍ତଙ୍କ ମୋହିତ କରିଥିଲା l ସଭାନେତ୍ରୀ ପଙ୍କଜିନି ପଧାନଙ୍କ ଦ୍ଵାରା ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା l ପରେ ଅନ୍ନଭୋଗ ବଣ୍ଟନ କରାଯାଇଥିଲା l ଏଥିରେ ପ୍ରାୟ ରୁ ୩ ହଜାର ରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଭରତ ପଣ୍ଡା, ପ୍ରତାପ ନାଥ, ବିଦେଶୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ lସାରଥି ବନଛୋର, ଵୁଲୁ ମହାପାତ୍ର, ସୁଧିର ଲେଙ୍କା, ସାରଥି ସାହୁ, ବାସୁ ସାହୁ, ନାଦୁ ବେହେରା, ଗୋପାଳ ଅଗ୍ରୱାଲ, ଦିନେଶ ବେହେରା, ରୋହିତ ଵୁଡେକ, କୈଳାସ ଭୋଇ, ବାସୁ ସାହୁ ଓ ଗୋପି, ପ୍ରତାପ ମିଶ୍ର, ପ୍ରଭାତ ମିଶ୍ର, ସୁଶାନ୍ତ ରଥ, ଅଶୋକ ମିଶ୍ର ଙ୍କ ସମେତ ପଡାବାସି ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.