Sign in
Sign in
Recover your password.
A password will be e-mailed to you.
ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ପାଳିତ
ଦୁଇ କର୍ମଯୋଗୀ ଥିଲେ ଯଥାକ୍ରମେ ସମତା ଓ ଉଦ୍ଦାମତାର ପ୍ରତୀକ: ଶ୍ରୀ ଅମର ପ୍ରସାଦ ଶତପଥୀ
ଭୁବନେଶ୍ୱର: ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏଥିରେ…
ଆକସ୍ମିକ ଅଗ୍ନିକାଣ୍ଡ ରେ ୨ ଦୋକାନ ଭସ୍ମୀଭୂତ: ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ।
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସହରର ପୂରୁଣା ବସଷ୍ଟାଣ୍ଡ ନିକଟରେ ଗତ କାଲି ବିଳମ୍ବିତ ରାତ୍ରିରେ ଅଗ୍ନି କାଣ୍ଡ ଘଟି୨ ଟି ଦୋକାନ ପୋଡି ପାଉଁଶ ହୋଇଥିବା ଜଣାପଡିଛି। ବ୍ୟବସାୟୀ ସୁବୁଦ୍ଧି ସଂଜୀବା ଏବଂ ସୁବୁଦ୍ଧି ହାରି ଗୁପ୍ତା ଙ୍କ ଦୋକାନରେ ଏହି…
ଅଧାପନ୍ତରିଆ ପ୍ରକଳ୍ପ ସଂକ୍ରାନ୍ତରେ ମୁହଁ ଖୋଲୁ ନାହିଁ ବିଜେପି: ବିଜେଡି
ମରଣ ଯନ୍ତା ପାଲଟିଛି କଟକ-ସମ୍ବଲପୁର ଜାତୀୟ ରାଜପଥ
ଫାଇଲରେ ରହିଗଲାଣି ଉପକୂଳ ରାଜପଥ ଓ ରିଙ୍ଗ ରୋଡ଼ ପ୍ରକଳ୍ପ
ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ସାଜିଛନ୍ତି ମୂକ ଦର୍ଶକ
ପାଟି ଫିଟାଉ ନାହାନ୍ତି ଭୁବନେଶ୍ୱର ସାଂସଦ
ରାଜରାସ୍ତାରେ ଆନେ୍ଦାଳନ ପାଇଁ…
ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣ
ସୁଧ ଖର୍ଚ୍ଚ ସରକାର ବହନ କରିବେ
ଆଜି ସ୍କୁଟର ପାଇଲେ ୧୫ ହଜାର ମା’
ମା’ମାନେ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
ଅଷ୍ଟ୍ରେଲିଆ ସିନେଟ ସଭାପତିଙ୍କ ନେତୃତ୍ବରେ ସାଂସଦ ପତିନିଧି ଦଳଙ୍କ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା
ଭାରତ- ଆଷ୍ଟ୍ରେଲିଆ ସର୍ମ୍ପକ ଆହୁରି ସୁଦୃଢ ହେବ
ଭୁବନେଶ୍ବର, ୧୧।୧୦- ଅଷ୍ଟ୍ରେଲିଆ ସିନେଟ ସଭାପତି ସୁ ଲାଇନସ ଏବଂ ଅଷ୍ଟ୍ରେଲିଆ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ ବାଚଷ୍ପତି ମିଲଟନ ଡିକ୍ଙ୍କ ନେତୃତ୍ବରେ ଏକ ୬-ଜଣିଆ ସାଂସଦ ପତିନିଧି ଦଳ ଆଜି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ…
ଆପଣଙ୍କ ଦୟାରୁ ମୁଁ ବିଧାୟିକା :- ବର୍ଷା ସିଂ ବରିହା
https://youtu.be/C0VXtk0j6A0
ବରଗଡ :- ଗତ ଦୁଇ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାର ଙ୍କର ବିଭିନ୍ ଉନ୍ନୟନ ମୁକଲ କାର୍ୟ୍ଯ ଓ ଯୋଜନା ବାବଦରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦଳର ନେତୃ ମଣ୍ଡଳୀ ପଦଯାତ୍ରା ଆରମ୍ଭ…
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ
ଶହୀଦ ବାଜିରାଉତଙ୍କ ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ସକାଳେ ସ୍ଥାନୀୟୟୁନିଟ୍ ୮ ସ୍ଥିତ ବାଜିରାଉତ ଓ ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ…
ରାଜବୋଡାସମ୍ବର କୃଷକ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ
ଗାଇସିଲାଟ/ମନ ଡନସନା- ରାଜବୋଡାସମ୍ବର କୃଷକକୃଷକ ସଂଗଠନ ଗାଇସିଲେଟ ବ୍ଲକ ତରଫରୁ ଆଜି ଜୟ ଭାରତୀ ଶ୍ରମିକ ଭବନ ଠାରେ ସଭାପତି ଅରବିନ୍ଦ ପଣ୍ଡା ଙ୍କ ତତ୍ପାବଧାନ ରେ ପ୍ରେସ ମିଟ କରାଯାଇଥିଲା।ବରଗଡ଼ ଜିଲ୍ଲାର ସବୁ କ୍ଷେତ୍ରରେ ଅନଅଗ୍ରସର ବ୍ଲକ ଭାବେ ପରିଗଣିତ।ବ୍ଲକରେ ସବୁଠାରୁ କାମ ଜମି ଜଳ…
ଅରୁଣୋଦୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ପାଳିତ ହୋଇଯାଇଛି । କୁଚିଣ୍ଡା ତାଲୁକ ସ୍ତରୀୟ ଆଇନ ସେବା କମିଟି ପକ୍ଷରୁ ଏହି ଦିବସକୁ ବିଦ୍ୟାଳୟ ସହ ମିଳିତ ଭାବରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାଜକିଶୋର ଲେଙ୍କାଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ…
ବାସୁଦେବପୁର ପୋଲିସ ର ସାଇବର କ୍ରାଇମ ନିରୋଧି ଅଭିଯାନ।
ବାସୁଦେବପୁର - ସ୍ଥାନୀୟ ନୀଳ ମଣି ଟାଉନ ହଲ ପରିସର ରେ ବାସୁଦେବପୁର ପୋଲିସ ପକ୍ଷ ରୁ ଏକ ସାଇବର କ୍ରାଇମ ରୁ କେମିତି ବଞ୍ଚିବା ଓ କ୍ରାଇମ୍ କୁ କେମିତି ରୋକିବା ସେ ନେଇ ଏକ ସଚେତନ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ଏହି ଅବସର ରେ ଏକ ରଥ ଗାଡ଼ି ସହ ସ୍ଥାନୀୟ ସ୍କୁଲ ଓ କଲେଜ ଛାତ୍ର…