ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବିଇଓ ଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ବିଇଓ ଶିବ ଶଙ୍କର ମଣ୍ଡଳ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝୀ ଯୋଗ…

ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟରେ 5T ରୂପାନ୍ତରିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଥମ ବ୍ଳକ୍ ସ୍ତରୀୟ…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର 314 ବ୍ଳକ୍ ରେ 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ…

ମାତୃଭାଷା ଭୁଲିଗଲେ, କିନ୍ତୁ ଭୁଲିପାରିଲେନି ମାତୃଭୂମିକୁ ; 51 ବର୍ଷ ପରେ ଫେରି ଆସିଲେ ଜନ୍ମଭୂମିକୁ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ରତଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏକ ଖୁସିର ପରିବେଶ I ଗ୍ରାମବାସୀ କିଛି ହଜାଇ ଦେଇଥିବା ଜିନିଷ ଖୋଜି ପାଇଲା ଭଳି ଅନୁଭବ କରୁଛନ୍ତି I ଏହାର କାରଣ ହେଉଛି ଦୀର୍ଘ 51 ବର୍ଷ ପୂର୍ବେ ଗାଆଁରୁ ହଜିଯାଇଥିବା ପୁଅ ଜୀବନର ପରିଣତ ବୟସରେ…

ସମ୍‌ରେ କମିଶନରେଟ ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆୟୋଜିତ

ଭୁବନେଶ୍ୱର, ୧୦/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ କମିଶନରେଟ ପୋଲିସ୍ ପକ୍ଷରୁ “ସାଇବର ସୁରକ୍ଷା ସଚେତନତା ଅଭିଯାନ”କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କମିଶନରେଟ ପୋଲିସ…

ବ୍ଳକ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ

ଗାଇସିଲେଟ/ମନ ଡନସନା - ବ୍ଲକ ସ୍ତରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ସମ୍ମିଳନୀ ପିପିପି ହାଇସ୍କୁଲ ବରିହାପୁଖାପାଣି ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ଳକର ସମସ୍ତ ୨୩ ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଳକ ଶିକ୍ଷା…

ଘୁମୁସର ଜିଲ୍ଲା ଆନ୍ଦୋଳନ ତେଜିଲା:ଆଜି ବେଲଗୁଣ୍ଠା ବନ୍ଦ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଦୀର୍ଘ ତିନି ଦଶନ୍ଧୀ ଧରି ଚାଲିଥିବା ଘୁମୁସର ଜିଲ୍ଲା ଦାବି ନେଇ ଆନ୍ଦୋଳନ ତୀବ୍ରତର ହୋଇଛି ।ଆଜି ଏ ନେଇ ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବେଲଗୁଣ୍ଠା ବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ ହୋଇଥିବା ବୈଠକରେ ନିଷ୍ପତି ଅନୁସାରେ ଗତକାଲି…

କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ଲୁଚିକି ପଳାଇ ଆସିଛନ୍ତି ଜୟନାରାୟଣ: ବିଜେଡି

ସତର୍କ ରହିବାକୁ ମନମୋହନଙ୍କୁ ପରାମର୍ଶ ଦେଲା ବିଜେଡି ଜୟନାରାୟଣଙ୍କର ତୁରନ୍ତ ଉତ୍ତମ ଚିକିତ୍ସା କରୁ ବିଜେପି ଭୁବନେଶ୍ୱର, ୧୦/୧୦/୨୦୨୩: "ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ…

ରାଜ୍ୟ ସରକାରଙ୍କ ନୂଆ ଭେଳିକି, “ନବୀନ ଓଡିଶା, ଲୁଟ୍ ଓଡିଶା”: ଜୟନାରାୟଣ ମିଶ୍ର

 ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନର ବ୍ୟବହାର ଘୃଣ୍ୟ ପରମ୍ପରା, ବେଆଇନ  ‘ଆମ ଓଡିଶା ନବୀନ ଓଡିଶା ଯୋଜନା’ର ୪୦୦୦କୋଟି ଟଙ୍କାରୁ ୫୦ ପ୍ରତିଶତ ପିସି ହାରରେ ୨୦୦୦କୋଟି ଟଙ୍କାର ଲୁଟ୍ ଷଡଯନ୍ତ୍ର  କୁଆଡେ ଗଲା ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଜୁ ପକ୍କା ଘର ଯୋଜନା, ଆମ ଗାଁ…

ମୁଣ୍ଡାରୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୱରେ ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବକୁ…

ଉଚ୍ଚ ବିଦ୍ୟାଳୟର ଶୈକ୍ଷିକ ବିକାଶ ପାଇଁ ବ୍ଲକ୍‌ସ୍ତରରେ ଅIଲୋଚନା

ଭୁବନେଶ୍ୱର,୧୦/୧୦: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ଦିନ ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକ୍ ସ୍ତରୀୟ ମାସିକ ବୈଠକ…