ଆସୁଛି ପାର୍ବଣ , ହସୁଛି କାଶତଣ୍ଡୀ

 https://youtu.be/Xh2zTU4AXeQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶରତର ଆଗମନରେ କାଶତଣ୍ଡୀର ସମ୍ଭାର ଦେଖିବାକୁ ମିଳେ। ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ଧଳା ରଙ୍ଗର ଚାଦର ନେଇ ହସୁଛି ରାଣୀ କାଶତଣ୍ଡୀ।ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶତଣ୍ଡୀର ଅପରୂପ…

ସାଇବର ସୁରକ୍ଷା ସଚେତନ ଅଭିଯାନ

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଲଖମରା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ହୋଇଥିଲା।ଅଧ୍ୟକ୍ଷ ବିଜୟ କୁମାର ମିଶ୍ର ପ୍ରାରମ୍ଭିକ ସୁଚନା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଉପ ଖଣ୍ତ ପୋଲିସ ଅଧିକାରୀ ବିଭୁତି ଭୁଷଣ ଭୋଇ ଯୋଗଦାନ କରି…

ସୋଆରେ ନୂତନ ବିବିଏ ଓ ଆଇ-ଏମ୍‌ବିଏ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୦/୧୦: ଶିକ୍ଷା ଓ ଅନୁସନ୍ଧାନର (ସୋଆ)ର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌୍ (ଆଇବିସିଏସ୍‌)ରେ ନୂତନ ଭାବେ ନାମ ଲେଖାଇଥିବା ବିବିଏ ଓ ଇନ୍‌ଟିଗ୍ରେଟେଡ୍ ଏମ୍‌ବିଏର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗତ…

ଗାଙ୍ଗପୁର ଥାନା ପକ୍ଷରୁ ସାଇବର୍ କ୍ରାଇମ୍ ସଚେତନତା ରଥକୁ ସ୍ୱାଗତ ଏବଂ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଯୁବ ପିଢିଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ ସାଇବର୍ ଅପରାଧର ଶିକାର ହୋଇ ଅର୍ଥ ଏବଂ ସମ୍ମାନ ହରାଇବା ସହିତ ବେଳେ ବେଳେ ସାଇବର୍ ଅପରାଧୀଙ୍କ ଚକ୍ରାନ୍ତରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ଯ…

ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ବିଷ୍ନୁ ପଣ୍ଡା ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା।

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲା ବିଜୁ ଯୁବ ଛାତ୍ର ଜନତା ଦଳର ଜିଲା ସଭାପତି ବିଷ୍ଣୁ ପଣ୍ଡାଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ଭାବେ ବିଜେଡି ପକ୍ଷରୁ ନିଯୁକ୍ତ ଦିଆଯାଇଛି। ଆଜି ଗୁଣୁପୁର ବିଜୁ ଜନତା ଦଳ ପକ୍ଷରୁ ବିଷ୍ନୁ ପଣ୍ଡା ଙ୍କୁ ବିପୁଳ ମାତ୍ରାରେ…

ଜଙ୍ଗଲ ରାଣୀ ମାଆ ବୁଢାକେନ୍ଦୁ ; ଜଙ୍ଗଲ ରାସ୍ତାରେ ବାଟୋଇଙ୍କ ସାହା,

ମା ଙ୍କ ପାଖରେ ମୂକସାକ୍ଷୀ ହୋଇ ରହିଛି ସେହି 400 ବର୍ଷ ତଳର କୁରହାଡ଼ି ବେଲଗୁଣ୍ଠା/ ଶିବରାମ ଚୌଧୁରୀ :ବ୍ରହ୍ମପୁର ଠାରୁ ଭଞ୍ଜନଗର ଯିବା ରାସ୍ତାରେ ଗାଙ୍ଗପୁର ଥାନା ଠାରୁ ପାଞ୍ଚ କିଲୋମିଟର ଦୂର ତଥା କ୍ଷତ୍ରିୟବରପୁର ଠାରୁ ପଶ୍ଚିମ ଦିଗରେ ଅବସ୍ଥିତ ଘୁମସର ଅଞ୍ଚଳର ଅନ୍ୟତମ ଶକ୍ତିପୀଠ ମାଆ…

ବେଲଗୁଣ୍ଠାରେ କ୍ଲଷ୍ଟର୍ ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ୍ କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ବ୍ଲକ୍ ର ସମସ୍ତ ଏଗାରଟି କ୍ଲଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି…

ପୁଣ୍ଯାତ୍ମା ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟ ରେ ଉତ୍କଳ ମାତାର ସୁଯୋଗ୍ଯ ସନ୍ତାନ, ମହାନ ଦେଶଭକ୍ତ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ 146 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଅଛି।ଏହି ଅବସରରେ…

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିଶୁ କନ୍ୟା ମାନଙ୍କୁ ନେଇ ଶିଶୁ ସୁରକ୍ଷା ଉପରେ ଏକ ଦିନିକିଆ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଥିବା ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିଶୁ କନ୍ୟା ମାନଙ୍କୁ ନେଇଁ ଶିଶୁ ସୁରକ୍ଷା ଉପରେ ଏକ ଦିନିଆ କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ କରାଯାଉଛି। ରାଜତାରା ଉଚ୍ଚ ମାଧ୍ୟମିକ…

ରେଙ୍ଗାଲି କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ୨୦୨୩ ଉଦଯାପିତ

ଆଗଲପୁର(ସନ୍ତୋଷ କୁମାର ଠାକୁର) :ଆଗଲପୁର ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଓ ଓଡ଼ିଶା ମିଳେଟ୍ସ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଚିତ୍ରାଙ୍କନ, ବକ୍ତୃତା, କୁଇଜ୍, ଗୀତ ତଥା ସାଂସ୍କୃତିକ…