Sign in
Sign in
Recover your password.
A password will be e-mailed to you.
ଲକ୍ଷାଧିକ ଟଙ୍କାର କାଠ ଚୋରାଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ
ଢ଼େଙ୍କାନାଳ / ରବିନ୍ ଦାସ ; କଙ୍କଡ଼ାହାଡ଼ ବ୍ଲକ ଅନନ୍ତପୁର ସଂରକ୍ଷଣ ଜଙ୍ଗଲ ନଷ୍ଟ କରିସାରିଲେଣି କାଠ ମାଫିଆ ଯାହାକୁ ନେଇ ଆକ୍ସନ ମୁଡ଼୍ ରେ ସ୍ଥାନୀୟ ବନବିଭାଗ । ଏହି ଅଞ୍ଚଳରେ କାଠ ତସ୍କରୀ ମାଫିଆମାନେ ଦିନ ଦ୍ବିପହରରେ ମଧ୍ୟ ଜଙ୍ଗଲରେ ମେସିନ ଲଗାଇ କାଠ କାଟି ଚୋରା ଚାଲାଣ କରୁଛନ୍ତି ।…
ଜିଲ୍ଲା ଶିକ୍ଷା ବିକାଶ ସମିତି ତରଫରୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଲୋଚନା ଚକ୍ର
ରାୟଗଡ଼ା: ଜିଲ୍ଲା ସ୍ତରୀୟ ରାୟଗଡ଼ା ଜିଲ୍ଲା ଶିକ୍ଷା ବିକାଶ ସମିତି ତରଫରୁ ସ୍ଥାନୀୟ ଗାୟତ୍ରୀ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରର ମୂଖ୍ୟ ବିଷୟବସ୍ତୁ:-"ଭାରତ ର ସ୍ବ" ଯଥା :-ଭାରତ ର ପରମ୍ପରା, ଭାରତୀୟ ସଂସ୍କୃତି, ଭାରତୀୟ…
ମାଙ୍କ ଆଗମନ ପାଇଁ ସଜେଇ ହେଉଛି ଭଞ୍ଜନଗର
ଭଞ୍ଜନଗରରୁ ଉଦୟନାଥ ପଣ୍ଡା: ଚଳିତ ବର୍ଷ ମାଁ ଦୂର୍ଗା ଙ୍କ ଧରାବତରଣ ରେ ପ୍ରକମ୍ପିତହୋଇ ଝଲସି ଉଠିବ ଭଞ୍ଜମାଟି ଭଞ୍ଜନଗର ସହର। ସେଥିପାଇଁ ମାଁ ଆଦିଶକ୍ତି ଙ୍କ ସ୍ଥାୟୀ ପିଠ ସହିତ, ଭଞ୍ଜନଗର ସହରର ପ୍ରମୁଖ ଚାରି ଗୋଟି ଅସ୍ଥାୟୀ ପିଠର ସାଜସଜ୍ଜା ତ୍ବରାନ୍ବିତ ହେବାକୁ ଲାଗିଛି। ମନେହେଉଛି ମଣ୍ଡପ…
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ !!
ସିକିମ୍ ରୟତ ମାନଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି; ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ବରର ୨ ଲକ୍ଷ ଚାଷୀ
ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ଲୋକମାନଙ୍କ ଜମି ସମସ୍ୟାର ହେବ ସମାଧାନ - ହାଇଟେକ୍ ସର୍ଭେ ପାଇଁ ନିର୍ଦ୍ଦେଶ
ପୂର୍ବରୁ…
ଶିଶୁ ଚାଲାଣ ପ୍ରତିକାର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ପଦ୍ମପୁର :- ପଦ୍ମପୁର ବ୍ଲକ ଭେଉଁରିଆ ପଞ୍ଚାୟତ ରେ ସୁରକ୍ଷିତ ସ୍ଥାନାନ୍ତରଣ ଏଵଂ ଶିଶୁ ଚାଲାଣ ପ୍ରତିକାର ଉପରେ ବିଭିନ୍ନ ହିତାଧିକାରୀ ଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯକ୍ରମ ରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ, କିଶୋର କିଶୋରୀ, ୱାର୍ଡମେମ୍ବର , ପ୍ରବାସ…
ବିନା ସୂଚନା ଫଳକରେ ଚାଲିଛି ନିମ୍ନ ମାନର ନିର୍ମାଣ କାର୍ଯ୍ୟ: ଭାଙ୍ଗିଲା ପୋଖରୀ କାନ୍ଥ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ରାଜ୍ୟ ସରକାର ବିଭିନ୍ନ ଯୋଜନାରରେ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନୂତନ ନିର୍ମାଣ ଓ ପୁରୁଣା ପ୍ରକଳ୍ପ ମରାମତି ମଧ୍ୟ ଅନୁଦାନ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ପାଇଁ କାର୍ଯ୍ୟ ନିମ୍ନମାନର…
ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଭୁବନେଶ୍ୱର,୧୭/୧୦/୨୦୨୩ : ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଏକ ଅଭିନବ ପରିକଳ୍ପନାା ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କର ଏକ ଦିଗଦର୍ଶନ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଟେଲ ସ୍ୱସ୍ତି…
‘ମୁକ୍ତା’ ଯୋଜନାରେ ୧୬୧ଟି କାର୍ଯ୍ୟାଦେଶ ବଣ୍ଟନ
ରାଉରକେଲାର ବିକାଶ ତ୍ୱରାନ୍ୱିତ ହେବା ସହ ସଶକ୍ତ ହେବେ ମିଶନ ଶକ୍ତି ମହିଳା
ରାଉରକେଲା,(ବସନ୍ତ କୁମାର ଜେନା): ଓଡ଼ିଶାରେ ସହରାଞ୍ଚଳର ରୂପାନ୍ତରଣ ସହ ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା…
ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ଦୁଇଦିନ ଧରି ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଚାଲିଥିବା ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ…
ସିଆଇଆଇ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀରେ ଦୀର୍ଘସ୍ଥାୟୀ ଖଣି ଅଭ୍ୟାସ ଉପରେ ଆଲୋଚନା
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭୁବନେଶ୍ୱରରେ ନ୍ୟାଶନାଲ ମାଇନିଙ୍ଗ ଆଣ୍ଡ କନ୍ଷ୍ଟ୍ରକ୍ଶନ ଇକ୍ୱିପ୍ମେଂଟ୍ ସମିଟ୍ (ଜାତୀୟ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀ)ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ମ୍ୟାଟେରିଆଲ ହ୍ୟାଣ୍ଡେଲିଙ୍ଗ୍,…