ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ -2023 ଡିସେମ୍ବର 01 ତାରିଖ ରେ ଶୁଭାରମ୍ଭ।

ନବରଙ୍ଗପୁର/ ଅଶୋକ ସାହୁ3: ନବରଙ୍ଗପୁର ଜିଲ୍ଲାର କଳା, ସଂସ୍କୃତି, ଏୈତିହ,ପରମ୍ପରା,ଲୋକଗୀତ,ବାଦ୍ୟ,ଭାଇଚାରା ସମ୍ପର୍କ ଓ ବନ୍ଧୁ ମିଲନ ର ସାଂସ୍କୃତିକ ଉତ୍ସବ ମଣ୍ଡେଇ-2023 ଆସନ୍ତା ଡିସେମ୍ବର ମାସ 10 ତାରିଖ ରୁ 14 ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆ ଠାରେ ମହାସମାରୋହରେ ଆୟୋଜନ…

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଖାଦ୍ୟ ପୋଷକ ପ୍ରତିଯୋଗୀତା ଉଦଯାପିତ

ଜମନକିରା,୧୮/୧୦()ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମୁଣ୍ଢେନପାଲି ଇନ୍ଦିରା ଗାନ୍ଧୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଖାଦ୍ୟ ପୋଷକ ପ୍ରତିଯୋଗିତା ୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଗୋପିରଞ୍ଜନ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି…

ଆମୱେ ଇଣ୍ଡିଆ, ନ୍ୟୁଟ୍ରିଲାଇଟ୍‍ ଦ୍ୱାରା ସଞ୍ଚାଳିତ, ଆପଣଙ୍କ ପାଇଁ ଆଣୁଛି ଏକ# ପ୍ଲସ୍‍ଲାଇଫ୍‍

ଶାରୀରିକ ଏବଂ ମାନସିକ କଲ୍ୟାଣ ନିମନ୍ତେ ପ୍ରଚଳନ କରୁଛି ନ୍ୟୁଟ୍ରିଲାଇଟ ଡେଲି ପ୍ଲସ୍‍: ଡୁଆଲ୍‍ ଲେୟର ଡୁଆଲ୍‍ ରିଲିଜ ଫର୍ମୁଲେସନ୍‍ ଏବଂ ବର୍ଦ୍ଧିତ ଉଦ୍ଭିଦ ପୋଷକ ସହିତ ମଲ୍‍ଟିଭିଟାମିନ୍‍ ଏବଂ ମଲ୍‍ଟିମିନେରାଲ ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ଭୁବନେଶ୍ୱର: ଏକ ସୁସ୍ଥ ରାଷ୍ଟ୍ର ଗଠନକୁ…

ସ୍ବର୍ଗତ ଡକ୍ଟର ମୁରାରୀ ପ୍ରସାଦ ମିଶ୍ର ଙ୍କ ସ୍ମୁତି ଅବସରରେ ନୂଆଁଖାଇ ଭେଟଘାଟ୍

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଖେଳ ପଡିଆ ଠାରେ ସ୍ବର୍ଗତ ଡକ୍ଟର ମୁରାରୀ ପ୍ରସାଦ ମିଶ୍ର ଙ୍କ ସ୍ମୁତି ଅବସରରେ ତାଙ୍କର ଜ୍ବାଇଁ ଶୁଶିଲ କୁମାର ଶର୍ମା ଓ ଝିଅ ରାଜଲକ୍ଷ୍ମୀ ମିଶ୍ର ନିଆରା ଢଙ୍ଗରେ ନୂଆଁଖାଇ ଭେଟଘାଟ୍ କାର୍ୟ୍ଯକ୍ରମ କରିଥିଲେ।ଏହି କାର୍ୟ୍ଯକ୍ରମ ରେ…

ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଦରକାର:ଅରୁଣ

ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଦରକାର । ପିତାମାତା ମାନେ ପିଲାମାନଙ୍କୁ ଅଯଥା ଆକଟ ନକରି ସେମାନଙ୍କୁ ସବୁ ବିଷୟରେ ଜାଣିବାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ । ବିଦ୍ୟାଳୟ ସ୍ତରରୁ ପିଲାମାନେ ଖବରକାଗଜ ପଢ଼ିବା ସହିତ ଦେଶ…

ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ନ୍ୟାୟ ପାଇଲେ ଶିକ୍ଷୟତ୍ରୀ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ କାର୍ଯ୍ୟଭାର…

କନ୍ଧମାଳ(ଗଗନ କୁମାର ପ୍ରଧାନ): ଦୀର୍ଘ ୨୭ ବର୍ଷ ଆଇନ ଲଢେ଼ଇ ପରେ ନ୍ୟାୟ ପାଇଛନ୍ତି ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଇଟି ଶିକ୍ଷୟତ୍ରୀ I ଆଇନର ଲଢେଇରେ ବିଜୟ ହୋଇ ଆଜି ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି I ମାନ୍ୟବର କୋର୍ଟଙ୍କ ଠାରୁ ନ୍ୟାୟ ପାଇ ଥିବାରୁ ବେଶ ଖୁସି ବ୍ୟକ୍ତ କରିବା ସହ…

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ  ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟପ୍ରକାଶ ପ୍ରଧାନଙ୍କ ତତ୍ବାବଧାନରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ…

କାର୍ଯରେ ଯୋଗଦେଲେ ନୂତନ ତହସିଲଦାର

ବରଗଡ଼ :- ଓ ଏ ଏସ ସ୍ତରରେ ଅଦଳବଦଳ ହେବା ପରେ ଗତ କିଛିଦିନ ତଳେ ପାଇକମାଲ ରେ ନୂତନ ବିଡ଼ିଓ ଭାବରେ ଶ୍ରୀ ପ୍ରଫୁଲ୍ଲ କୁମାର ଓଦୋ ପୂର୍ବତନ ବିଡ଼ିଓ ସୁରେନ୍ଦ୍ର କୁମାର ସାହୁ ଙ୍କର ଠାରୁ ଦାଇତ୍ଵ ଗ୍ରହଣ କରି ନିଜର କାର୍ଯ୍ୟ ରେ ଯୋଗଦାନ କରିଥିବା ବେକେ ଆଜି ତହସିଲଦାର ଭାବରେ ସିନ୍ଧୁସୁତା ପାତ୍ର…

କେଡେ ଅମଣିଷ : ୨୫୦୦୦ ଟଙ୍କା ପାଇଁ ଛାଡୁନଥିଲେ ମୃତଦେହ

ଓଡ଼ିଶା-ମୋ ପରିବାର ହସ୍ତକ୍ଷେପ ପରେ ଛାଡ଼ିଲେ ହସ୍ପିଟାଲ କର୍ତ୍ତୃପକ୍ଷ ଭୁବନେଶ୍ୱର, ତା. ୧୮.୧୦.୨୦୨୩- ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁପରେ, ବକେୟା ଟଙ୍କା ପଇଠ ନକଲେ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାପାଇଁ ମନା…

ସୋଆ ଓ ଏନ୍ଆଇଟି–ୱାରଙ୍ଗଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ନ୍ୟାସ୍ନାଲ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି, ୱାରଙ୍ଗଲ୍ (ଏନ୍ଆଇଟି-ଡବ୍ଲୁ) ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଏବଂ ଏତଦ୍ ସଂଲଗ୍ନ ବିଭିନ୍ନ କ୍ଷେତ୍ରରେ…