ଭାରତ ସ୍କାଉଟ୍ସ୍ ଓ ଗାଇଡ଼୍ସ ପକ୍ଷରୁ କଲ୍ଚରାଲ୍ ଫ୍ୟୁଜନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର :ଭାରତ ସ୍କାଉଟସ୍ ଓ ଗାଇଡ଼୍ସ ସଂସ୍ଥାର ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶା ଶାଖା ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ସଂସ୍ଥା ତରଫରୁ ତା୭.୧୧.୨୦୨୩ରିଖ ଦିନ ଠାରୁ ରାଜ୍ୟ ମୁଖ୍ୟାଳୟ ପରିସରରେ “କଲ୍ଚରାଲ୍ ଫ୍ୟୁଜନ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏଥିରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ୬୦୦…

ବର୍ଷା ଅଭାବରୁ ଉଜୁଡ଼ିଗଲା ଧାନ କ୍ଷେତ ; କୃଷକ ଆଖିରେ ଲୁହ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଉ ମାତ୍ର ଅଳ୍ପ କେଇଟା ଦିନ ପରି କୃଷକ ନିଜ ଜମିରୁ ଅମଳ କରିଥାଆନ୍ତା ସୁନାର ଫସଲ I କିନ୍ତୁ ବିଚରା ଚାଷୀର ସବୁ ସ୍ଵପ୍ନ ଆଜି ସ୍ଵପ୍ନରେ ରହି ଯାଇଛି I ବର୍ତ୍ତମାନ ବର୍ଷା ଅଭାବରୁ ଧାନ ଫସଲର ସ୍ଥିତି ଯାହା, ନିଜ ପରିବାରର ବର୍ଷକର ଖାଦ୍ୟ ପାଇଁ ନିଅଣ୍ଟ I…

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ:ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ଗିରଫ ଦାବିରେ ରାଜ୍ୟ ପୋଲିସ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟାରେ ଅପରାଧୀ: ଗୋଲକ ମହାପାତ୍ର  କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ ଉପରୁ ଲୋକଙ୍କ ଭରସା ତୁଟିଯିବ  ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକଙ୍କ କାର୍ଯ୍ୟ କେତେ ଗ୍ରହଣୀୟ  ତୁରନ୍ତ ବିଧାୟକ ସୁଶାନ୍ତ ସିଂହଙ୍କୁ ପୋଲିସ ଗିରଫ କରି…

ଜିଲ୍ଲାପାଳଙ୍କୁ ଭେଟିଲେ କଂସାରିଗୁଡ଼ା ଶିଳ୍ପ ପ୍ରଭାବିତ ଅଞ୍ଚଳ ବାସୀ

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ରାୟଗଡ ତା ୦୭/୧୧  ରାୟଗଡ଼ା ଜିଲ୍ଲାରେ ବହୁ ପ୍ରତୀକ୍ଷିତ କଂସାରିଗୁଡ଼ା ଠାରେ ହେବାକୁ ଯାଉଥିବା ଆଦିତ୍ୟ ବିର୍ଲା ରିଫାଈନାରି ଶିଳ୍ପାନୁଷ୍ଠାନ କୁ ନେଇ ଆଜି ଏହି ଅଞ୍ଚଳର ପ୍ରାୟ ୧୦ ଟି ଗ୍ରାମ ତଥା କଂସାରିଗୁଡ଼ା, ଫୁଲଜବା, କାଡ଼ାପଦର, ପୁହୁଣ୍ଡି, ପୋଡ଼ାପାଡ଼ି,…

” ରାଜ୍ୟରେ ଓଡ଼ିଆ ଲୋକ ତାମିଲ ଭାଷା ଶିଖିବାର ଆବଶ୍ୟକତା ରହିଛି “

https://youtu.be/vZO4Pr6r41I "ରାଜ୍ୟରେ ଓଡ଼ିଆ ଲୋକଙ୍କୁ ତାମିଲ ଭାଷା ଶିଖିବାର ଆବଶ୍ୟକତା ରହିଛି | ତାମିଲ ଭାଷା ଶିଖିଲେ ହିଁ ବିକାଶ କରିପାରିବେ | ତେଣୁ ଓଡ଼ିଆ ଲୋକଂକୁ ତାମିଲ ଭାଷା ଶିଖାଇବା ପାଇଁ ଆମେ ନିଶୁଲ୍କ ତାମିଲ ଶିକ୍ଷା ପାଇଁ ସ୍କୁଲ ଖୋଲିବାକୁ ଯାଉଛୁ |" ବୋଲି କହିଛନ୍ତି…

ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନ ଉନ୍ମୋଚନ କରିଛି ଷ୍ଟାଟିକ୍‌

ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟ୍‌ୱର୍କ ଷ୍ଟାଟିକ୍ ପକ୍ଷରୁ ଆଜି ଭୁବନେଶ୍ୱରର ନେକ୍ସସ୍ ଏସ୍‌ପ୍ଲାନେଡ୍‌ଠାରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନର ଶୁଭାରମ୍ଭ କରାଯାଇଛି । ଏହି ରଣନୈତିକ ପଦକ୍ଷେପ ଭାରତରେ ଇଭି ଚାର୍ଜିଙ୍ଗ୍ ପରିଦୃଶ୍ୟକୁ ବୈପ୍ଳବିକ କରିବା ଏବଂ…

ଜମନକିରା ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଜମନକିରା ୦୭/୧୧/୨୩ ଜମନକିରା ବ୍ଲକ ସଦର ମହକୁମା ରେ ଆଜି ପ୍ରଥମ ଦିନରେ ହି୍ୟୁମନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଶହେରୁ ଅଧିକା ସଂଖ୍ୟାକ ରୋଗୀଙ୍କ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି l ହାଇବ୍ରାଦ ସ୍ଥିତ ହ୍ୟୁମାନ କେୟାର ଫାଉଣ୍ଡେସନ ପକ୍ଷରୁ…

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଆଜି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କୁ ନେଇ ,ସି ପି ଆଇ (ଏମ ଏଲ) ଲିବରେସନ ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ।…

କାର୍ୟ୍ଯ ନିର୍ବାହୀ ଯନ୍ତ୍ରୀ ସରକାର ପାଇଁ କାମ କରୁଛନ୍ତି ନା ଏଜେନ୍ସି ପାଇଁ

ପୁର୍ତ୍ତ ବିଭାଗର ସଚିବ ଙ୍କର ନୃସିଂହନାଥ ପରିଦର୍ଶନ ବରଗଡ :- ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପାରିପାର୍ଶ୍ବିକ ଉନ୍ନତି , ଏହି ତୀର୍ଥ କ୍ଷେତ୍ର କୁ ଆସୁଥିବା ତୀର୍ଥଯାତ୍ରୀ ତଥା ଗନ୍ଧମାର୍ଦ୍ଦନ ପର୍ବତ ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସୁଥିବା ପର୍ଯଟକ ମାନଙ୍କ ପାଇଁ ଉତ୍ତମ…

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲ ଠାରେ ମୁଖ୍ଯମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ପୋଷାକ ବିତରଣ

ଗାଇସିଲାଟ/ମନ ଡନସନା- ଫିରିଙ୍ଗିମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ମୁଖ୍ଯମନ୍ତ୍ରୀ ପୋଷାକ ବିତରଣ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ…