ରାଜବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନ୍ ର ବାର୍ଷିକ ଉତ୍ସବ ପାଳନ

ପଦ୍ମପୁର, ୫/୧୧ ସ୍ଥାନୀୟ ଆର୍ ଏଲ୍ କଲ୍ଯାଣ ମଣ୍ଡପ ଠାରେ ରାଜବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନ୍ ର ବାର୍ଷିକ ଉତ୍ସବ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ବୁର୍ଲା ବଡ଼ ଡାକ୍ତରଖାନା ର ପ୍ରଫେସର ଡ଼ା, ଶଙ୍କର ରାମ ଚନ୍ଦାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ…

ଚାଲିଗଲେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି

ମୁଖ୍ୟମନ୍ତ୍ରୀ  ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗଭୀର ଶୋକ ପୁରୀ (ଅନିମେଶ ପଟ୍ଟନାୟକ):  ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ, ପୁରୀ ରାଜନୀତିର ଚାଣକ୍ଯ ତଥା ବିଜେଡିର ଜନ ପ୍ରିୟ ନେତା ମହେଶ୍ବର ମହାନ୍ତିଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର କେୟାର…

ସୋହେଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ଼ ଜିଲ୍ଲାର ସୋହେଲା ବ୍ଲକରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପଦ୍ମପୁର ଉପ-ଜିଲ୍ଲାପାଳ ଆଲୋକ ପଟେଲ, ଜିଲ୍ଲା ସ୍ବାସ୍ଥ୍ଯ…

ରାଜ୍ୟସ୍ତରୀୟ ଦୁଇ ଦିନିଆ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନଗର ଭବପ ଠାରେ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ମିରାକଲ ଡେନ୍ସ ଷ୍ଟୁଡ଼ିଓ ପକ୍ଷରୁ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।ଏହି ଦୁଇ ଦିନିଆ ମେଗା ନୃତ୍ୟ ପ୍ରତିଯୋଗୀତାକୁ…

ପୂର୍ବତଟ ରେଳପଥ ପକ୍ଷରୁ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍ ସେବା

► ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସେବାକୁ ବୃଦ୍ଧି କରାଯାଇଛି | ► ପୁରୀ_ ପାଟନା, ଭୁବନେଶ୍ୱର_ ଧାନବାଦ୍, ପୁରୀ_ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ ଗୁଡିକ ଡିସେମ୍ବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ | ► ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବାଙ୍ଗାଲୋର ଏବଂ ତିରୁପତି ଯାତ୍ରା କରୁଥିବା…

ବିଜେପି ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା

ଭୁବନେଶ୍ୱର, ତା.୦୬/୧୧ : ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି ।ଜିଲ୍ଲା ସଭାପତି: ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର - ଉମାକାନ୍ତ ମହାପାତ୍ର, ବରଗଡ - ଅଶି୍ୱନୀ କୁମାର ଷଡଙ୍ଗୀ, ଭଦ୍ରକ -…

ସୋଆ ପକ୍ଷରୁ ଆରମ୍ଭ କରାଗଲା ଭାଷା କେନ୍ଦ୍ର

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଫ୍ରେନ୍‌ଚ, ସ୍ୱାହିଲି ଓ ଆରବିକ୍ ଭଳି ବିଦେଶୀ ଭାଷା ଗୁଡ଼ିକୁ ଶିକ୍ଷା କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏକ ଭାଷା କେନ୍ଦ୍ର ଆରମ୍ଭ କରାଯାଇଛି ।ସୋଆ ସେଂଟର ଫର ଲାଙ୍ଗୁଏଜେସ୍ ଭାବେ ନାମିତ ଏହି କେନ୍ଦ୍ରକୁ ଶନିବାର ଉଦ୍‌ଘାଟନ କରାଯାଇଥିବା…

ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ପାରାଦୀପର 31 ଜଣ ଛାତ୍ରୀମାନଙ୍କୁ ‘ବେଟି ପଢ଼ାଓ ସ୍କଲାରସିପ୍’

ପାରାଦୀପ :- ପାରାଦୀପ ପୋର୍ଟ କ୍ଲବରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ବିଶ୍ୱର ଦୁଇ ଅଗ୍ରଣୀ ଇସ୍ପାତ ନିର୍ମାତା ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ ଏସ୍ ଇଣ୍ଡିଆ) ପାରାଦୀପ ଅଞ୍ଚଳର 31 ଜଣ ଛାତ୍ରୀମାନଙ୍କୁ 'ବେଟି ପଢ଼ାଓ ସ୍କଲାରସିପ୍' ପ୍ରଦାନ କରିଛି ।ଏଏମ୍/ଏନ୍ ଏସ୍…

ଓଡ଼ିଶା-ମୋ ପରିବାର ହସ୍ତକ୍ଷେପ ପରେ ମୃତଦେହକୁ ଛାଡ଼ିଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର :ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁପରେ, ବକେୟା ଟଙ୍କା ପୈଠ ନକଲେ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାପାଇଁ ମନା କରିଦେଇଥିଲେ । ଓଡ଼ିଶା-ମୋ ପରିବାରର ହସ୍ତକ୍ଷେପ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ…