Sign in
Sign in
Recover your password.
A password will be e-mailed to you.
ପୁନର୍ବାର ବିଧାୟକ ପ୍ରତାପ ଜେନା ଙ୍କ ଦୃଢ ସଂଗଠନ ରେ ବିଜୁ ଜନତା ଦଳ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିବ l
ବିଜେଡିର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଘରେ ଘରେ ପହଞ୍ଚାଇବା ପାଇଁ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ଘରେ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ…
ଗାଇସିଲାଟ ପୋଲିସର ଚଢାଉ
ଗାଇସିଲାଟ/ମନ ଡନସନା- ଗାଇସିଲାଟ ଥାନା ର ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ସୁରୁ ଧରୁଆ ଙ୍କ ନେତୃତ୍ବରେ ଏକ ଟିମ୍ ମଲମଣ୍ଡା ଗାଁର ଉଷତ୍ ବେହେରା ପି- ସୁରୁ ବେହେରା କୁ ବିଦେଶୀ ମଦ ବିକ୍ରୀ କରୁଥିବା ସମୟରେ ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦ ଜବତ କରିଛି। ୧୦ଟି କିଙ୍ଗଫିସର୍ ପ୍ରିମିୟମ ଷ୍ଟ୍ରଙ୍ଗ…
ଏସ.ଟି.ଏଫ୍ ଦ୍ଵାରା ୨ ବାଘ ଛାଲ ଜବତ ଓ ଦୁଇ ଗିରଫ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଆଜି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ତମ୍ପରା ବିନ୍ଧୁଣି ଛକନିକଟରୁ ଏସଟିଏଫ୍ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ଦୁଇଜଣ ଗିରଫ ହେଲେ ଚନ୍ଦ୍ରପୁର ଥାନା ବିଜାପୁର ଗ୍ରାମର ବିକ୍ରମ ମାଝୀ ଏବଂ ରାଜା ମାଝୀ ।…
କଟିକଟା ନିକଟରୁ ଯୁବକର ମୃତ ଦେହ ପୋଲିସ ଦ୍ବାରା ଉଦ୍ଧାର l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଥାନା ଅଧୀନସ୍ଥ କଟିକଟା ବଜାର ହନୁମାନ ମନ୍ଦିର ପଛପଟରେ ଥିବା ଏକ ଖରି ବଣରୁ ଜୈନକ ଯୁବକର ମୃତ ଦେହ ପୋଲିସ ଦ୍ବାରା ଉଦ୍ଧାର କରାଯାଇଛି । ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଉକ୍ତ ଶବକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶବଗୃହରେ…
ବାଣପୁର ରେ ବିଜୁ ଜନତା ଦଳ ତରଫରୁ ପ୍ରଶିକ୍ଷଣ ଶିବିର
ବାଣପୁର: (ସେକ୍ କୌସର) : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ୧୪ ଓ ୧୫ ନମ୍ବର ଜୋନ ର କର୍ମକର୍ତ୍ତା ଓ କର୍ମୀ ଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ସହିଦ କୃତିବାସ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ…
ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା “ଉତ୍ସାହ’ରେ ଶିଶୁ ଯତ୍ନ ଅନୁଷ୍ଠାନ କ୍ରୀଡାବିତଙ୍କ ପ୍ରତିଭା…
୩ ଦିନିଆ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ ୬୦୦ ଜିଲ୍ଲାସ୍ତରୀୟ ବିଜେତା
ପ୍ରଥମ ଦିବସରେ ହେବ ଫୁଟବଲ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ଚେସ
ୟୁ ଟୁବ୍ ଲାଇଭ ରେ ସାରା ବିଶ୍ୱ ଦେଖିବ ଓଡ଼ିଶାର କ୍ରୀଡାବିତଙ୍କ ପ୍ରତିଭା
ଭୁବନେଶ୍ୱର: ଓଡ଼ିଶାର ବିଶ୍ୱପ୍ରସିଦ୍ଧ କଳିଙ୍ଗ…
ଭୋକେସନାଲ୍ ଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଏବଂ ଇନ୍ସୁରାନ୍ସ ଭୋକେସନାଲ୍ ବିଷୟରେ ଶିକ୍ଷକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛିା…
ବ୍ଲକ ସ୍ତରୀୟ ଜନଜାତି କ୍ରୀଡ଼ା ଉତ୍ସବ ଉଦଘାଟିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ରେ ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି | ଜାତି ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କ୍ରୀଡା ଉତ୍ସବ କୁ ଉଦଘାଟନ କରିଥିଲେ | ମଶାଲ ସ୍ଥାପନ ସହ କ୍ରୀଡା ପତାକା ଉତ୍ତୋଳନ…
ରାଜ୍ୟ ସରକାରଙ୍କ ଯୋଜନା ବିରୋଧରେ ଧନୁ ଉଠାଇଲେ ରାମଚନ୍ଦ୍ର।
"ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗୋଟିଏ ମିଛ ନାଟକ "
ମୟୂରଭଞ୍ଜରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ : ସାରସକଣା ନିର୍ବାଚନ ମଣ୍ଡଳୀରେ ଶେଷ ହେବାପରେ ବିଜେଡି ପଦଯାତ୍ରା ହୋଇଥିବା ବେଳେ ବିଜେଡି ଦଳରୁ ସାଂସଦ ହୋଇଥିବା ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଂସଦା କିନ୍ତୁ ବିଜେଡି ଦଳ ଉପରେ…
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ”ସୁରଭି” ଓ ଓଡିଶା ମିଲେଟ ପ୍ରତିଯୋଗିତା – ୨୦୨୩ ଅନୁଷ୍ଠିତ
https://youtu.be/Hdd0YcpWj0M
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ''ସୁରଭି''-୨୦୨୩ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ…