Sign in
Sign in
Recover your password.
A password will be e-mailed to you.
ସୀମାନ୍ତ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ।
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖରିଆ ଥାନା ରେ ଅନୁଷ୍ଠିତ ହୋଇଯାଇଛି ବରିଷ୍ଠ ନାଗରିକ ପରିଚୟ ପତ୍ର ବିତରଣ ଉତ୍ସବ । ଝାରପୋଖରିଆ ଥାନା ଅଧିକାରୀଣୀ ସୁଶ୍ରୀ ସୁଚିଶ୍ମିତା ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଏକ ବିତରଣ ଉତ୍ସବ ।…
ବକେୟା ପଇସା ଫେରସ୍ତ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ; ବାପା ପୁଅ ଗିରଫ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବକେୟା ଟଙ୍କା ଫେରସ୍ତ କରିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ବାପା ପୁଅ ମିଶି ଚେନ୍ କ୍ରାଙ୍କ୍ ରେ ଆକ୍ରମଣ କରିବା ଘଟଣାରେ ଉଭୟ କୋର୍ଟଚାଲାଣ ହୋଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ଘଟଣାଟି ଘଟିଛି ଗାଙ୍ଗପୁର…
5T ଅନୁଦାନରୁ ବଞ୍ଚିତ ତିନିଶହ ବର୍ଷ ତଳର ଐତିହାସିକ ଶକ୍ତିପୀଠ ମାଆ ବୁଢାକେନ୍ଦୁ ମନ୍ଦିର
ବେଲଗୁଣ୍ଠା- (ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଏବଂ ସୋରଡ଼ା ବ୍ଳକ୍ କୁ ସଂଯୋଗ କରୁ୍ଥିବା ରାସ୍ତାରେ ରହିଛି ତିନିଶହ ବର୍ଷ ତଳର ଐତିହାସିକ ଶକ୍ତିପୀଠ ମାଆ ବୁଧକେନ୍ଦୁ ମନ୍ଦିର I ଏହି ମନ୍ଦିରର ପ୍ରତିଷ୍ଠା ପଛରେ ଏକ ବଳିଷ୍ଠ କିମ୍ବଦନ୍ତୀ ରହିଥିବା ବେଳେ ଦେବୀଙ୍କୁ ଘୁମୁସର ମାଟିର ଜଣେ…
ଆଧ୍ୟାତ୍ମିକ ଗୁରୁ ବାବାଜୀ ରାମକୃଷ୍ଣ ଦାଶଙ୍କ ସ୍ୱର୍ଗରୋହଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ନୁଣିପଡ଼ା ଶାସନ ମଠାଧୀଶ ତଥ ଆଧ୍ୟାତ୍ମିକ ଗୁରୁ ବାବାଜୀ ରାମକୃଷ୍ଣ ଦାଶଙ୍କୁ କାଳିଆଗୁଡ଼ା ସ୍ଥିତ ହନୁମାନ ମନ୍ଦିର ପରିସରରେ ସ୍ଵର୍ଗଲୋକ ପ୍ରାପ୍ତି ହୋଇଛି I ସ୍ଵର୍ଗତ ଦାଶଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ବୋର୍ସିଂ ସରପଞ୍ଚ ରାମେଶ୍ଵର…
ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ : ୬/୧୧- ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ନିର୍ବାହୀ…
ଜଗତସିଂହପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଙ୍କ କାର୍ଯ୍ୟ ରେ ଯୋଗଦାନ
ଜଗତସିଂହପୁର, ତା ୦୬ .୧୧.୨୦୨୩ ରିଖ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତି ପାଇଥିବା ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ ଆଜି କାର୍ଯ୍ୟ ରେ ଯୋଗଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲା ଯୋଜନା…
ଗଞ୍ଜେଇ ଗାଡି ସହିତ ଟଙ୍କା ଜବତ କଲା ଝାରପୋଖରିଆ ପୁଲିସ
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ର ଝାରପୋଖରିଆ ଥାନା ଗଞ୍ଜେଇ ଗାଡି ସହିତ ଟଙ୍କା ଜବଦ କଲା ଝାରପୋଖରୀଆ ପୋଲିସ । ଗତ ୪ ତାରିଖ ଦିନ ଦଶଟା ସମୟରେ ଅନ୍ତରାଜ୍ୟ ସୀମା ଜାମସଳା ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ଏକ ବ୍ଲୁ ରଙ୍ଗ ର ଇନୋଭା କାର ପଶ୍ଚିମବଙ୍ଗ ରୁ…
ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , ଗଜପତି ଶାଖାର ମାସିକ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଜପତିର ମାସିକ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ସଂଘର ଉପଦେଷ୍ଟl ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଶ୍ୱିନୀ ପାଢ଼ୀ ପ୍ରାକ୍ ସୂଚନା…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…
“ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଂଚାୟତର ସରକାରୀ ନୋଡାଲ ୟୁ.ପି ସ୍କୁଲ ଖେଳ ପଡ଼ିଆ ଠାରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…