Sign in
Sign in
Recover your password.
A password will be e-mailed to you.
ତ୍ରିଦୀବସୀୟ ପଦ୍ମପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ l
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :-ଆଜିଠାରୁ ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡ଼ିଆ ଠାରେ ତ୍ରିଦିବସୀୟ ପଦ୍ମପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି । ଆଜି ଉଦ୍ଘାଟନୀ ସଭାରେ ମୁଖ୍ଯଅତିଥି ରୂପେ ଓଡ଼ିଶା ସରକାରଙ୍କ ମାନ୍ଯବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା…
ପୂର୍ତ୍ତମନ୍ତ୍ରୀଙ୍କ ଅଞ୍ଚଳ ଭୁବନରେ ଟ୍ରାନ୍ସପାରେନ୍ସିର ଉଡୁଛି ଧଜିଆ
ବିନା ସୂଚନା ଫଳକରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ଚାଲିଛି ରାସ୍ତା କାମ ।
ମନ୍ତ୍ରୀ,ଯନ୍ତ୍ରୀ ଠିକାଦାରଙ୍କ ଭିତରେ ମଧୁଚନ୍ଦ୍ରିକା ଅଭିଯୋଗ , ସ୍ୱଚ୍ଛତାକୁ ନେଇ ଉଠୁଛି ପ୍ରଶ୍ନ ?
ଭୁବନ/ଅବିନାଶ ସାଥୁଆ ମହାପାତ୍ର :- ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଅଞ୍ଚଳ ଭୁବନରେ…
କିମ୍ସରେ ଆର୍ଥ୍ରୋସ୍କୋପିକ୍ ଅସ୍ତ୍ରୋପଚାର କର୍ମଶାଳା
କ୍ରୀଡ଼ାବିତ୍ଙ୍କ ଆଘାତ ଜନିତ ଚିକିତ୍ସାରେ ଆଣିବ ବୈପ୍ଳବିକ ପରିବର୍ତ୍ତନ
ଭୁବନେଶ୍ୱର,୨୮ା୧୧: କ୍ରୀଡ଼ା ସମ୍ବନ୍ଧୀୟ ଆଘାତର ପ୍ରଭାବଶାଳୀ ଓ ଶୀଘ୍ର ଆରୋଗ୍ୟ ସୁନିଶ୍ଚିତ କରିବା ନେଇ କିମ୍ସ-ଭୁବନେଶ୍ୱର ପରିସରରେ ଦୁଇଦିନିଆ ଆର୍ଥ୍ରୋସ୍କୋପିକ୍ ଅସ୍ତ୍ରୋପଚାର କାଡେଭରିକ୍ କର୍ମଶାଳା ଅନୁଷ୍ଠିତ…
ସଚ୍ଚିଦାନନ୍ଦ ସଦଗୁରୁ ଶ୍ରୀ ସାଇନାଥ ବାବାଙ୍କ ନବମ ବାର୍ଷିକ ଯଜ୍ଞ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ମାନସିକ କଳସ…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଗ୍ରାମ ପଞ୍ଚାୟତ ସାଇ ପରିଚାଳନା ସମିତି ସାଇଧାମ କେରିଲୋ ଠାରେ ଶ୍ରୀ ସଚ୍ଚିଦାନନ୍ଦ ସଦଗୁରୁ ସାଇନାଥ ବାବାଙ୍କ ନବମ ବାର୍ଷିକ ଯଜ୍ଞ ଉତ୍ସବ ର କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି l…
ଗୋବର କଣ୍ଢେଇ ନିର୍ମାଣ ତାଲିମ୍ ଶିବିର ଉଦଯାପିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମାଆ ରାମଚଣ୍ଡି ଫାଉଣ୍ଡେସନ୍ ଆନୁକୂଲ୍ୟରେ ବେଲଗୁଣ୍ଠାରେ ପଚାଶ ଜଣ ମହିଳାଙ୍କୁ ନେଇ 28 ଦିନ ଧରି ଚାଲିଥିବା ଗୋବର କଣ୍ଢେଇ ନିର୍ମାଣ ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି I ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା…
ମୃତ ପୂର୍ବତନ ସରପଞ୍ଚ ଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ପ୍ରତାପ ଜେନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତର ପ୍ରବୀଣ ରାଜନୀତିଜ୍ଞ ତଥା ପୂର୍ବତନ ସରପଞ୍ଚ ସର୍ଗତ ଷ୍ଟାଲିନ ରାଉତଙ୍କ ଅକାଳ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସ୍ବର୍ଗତ ରାଉତ ଙ୍କ ମୃତ୍ୟୁ ଖବର ଶୁଣି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା…
ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର ସ୍ବତନ୍ତ୍ର ବୈଠକ
ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ଵରେ ଥିବା ରୋଗୀ କଲ୍ୟାଣ ସମିତିର ଏକ ସତନ୍ତ୍ର ବୈଠକ ମଙ୍ଗଳବାର ଅପରାହ୍ନରେ ସାସ୍ଥ୍ୟ…
ଡାବୁଗାଁ ରେ ପୁଣି ଚୋରି ଆତଙ୍କ, ଦିନ ଦ୍ବିପହରରେ ଘର ଭିତରେ ପଶି ଦୁର୍ବୃତ୍ତ ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୧୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରେ ପୁଣି ଚୋରି ଆତଙ୍କ । ଦୁର୍ବୃତ୍ତ ମାନେ ଦିନ ଦ୍ବିପହରରେ ଜନ ଗହଳି ଥିବା ସଦର ପାତ୍ର ସାହିର ଅଭିନ ପାତ୍ର ଙ୍କ ଘରେ ପଶି କଳା କନା ବୁଲାଇଛନ୍ତି। ଘରେ କେହି ନ ଥିବାର ସୁଯୋଗ ନେଇ…
ଆମ ବ୍ୟାଙ୍କ ( ସିଏସପି ପ୍ଲସ) ଆଉଟ୍ ଲେଟ ର ଉଦଘାଟନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୧୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜବାଗୁଡା ରେ ଆଜି ଆମ ବ୍ୟାଙ୍କ ( ସିଏସପି ପ୍ଲସ) ଆଉଟ୍ ଲେଟ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ…
ଚୋରି ସୁନା ଅଳଙ୍କାର ଉଦ୍ଧାର : ଅଭିଯୁକ୍ତ ସହିତ କ୍ରେତା କୁ ଗିରଫ କଲା ମେଲଛାମୁଣ୍ଡା ପୋଲିସ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗତ ୧୫ ତାରିଖ ବେହେରାପାଲି ସୁଦର୍ଶନ ବାରିକ ଘରୁ ଚୋରି ହୋଇଥିବା ସୁନା ଅଳଙ୍କାର ସହିତ ନଗଦ ୧୦ ହଜାର ଟଙ୍କା ଉଦ୍ଧାର କରିବା ସହିତ ୨ ଜଣ ଅଭିଯୁକ୍ତ କୁ ଗିରଫ କରିଛି ମେଲଛାମୁଣ୍ଡା ପୋଲିସ l ପ୍ରାପ୍ତ ସୂଚନା ଅନୁଯାୟୀ ଘଟଣା ଦିନ ସୁଦର୍ଶନ ଘରେ ଅନୁପସ୍ଥିତ…