Sign in
Sign in
Recover your password.
A password will be e-mailed to you.
ପ୍ରଶାସନ ର ଲିଖିତ ପ୍ରତିଶ୍ରୁତି ପରେ ୯ ମ ଦିନରେ ଦିବାରାତ୍ର ଧାରଣା ସ୍ଥଗିତ; ଆଦିବାସୀ ଭାରତ ମହାସଭା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗାଁକୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ର ସର୍ବନିମ୍ନ ମୌଳିକ ସୁବିଧା ଦାବୀରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା(ଏ.ଆଇ.କେ.କେ.ଏସ୍) ଏବଂ ଆଦିବାସୀ ଭାରତ ମହାସଭା( ଏ.ବି.ଏମ୍) ନେତୃତ୍ୱରେ ଗତ ୨୬…
ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ
ଭୁବନେଶ୍ୱର: ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ବିଜୁବାବୁଙ୍କ ଜୀବନର ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ…
ଜେ ଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଚ୍ ସଫେଇ କାର୍ଯ୍ୟକ୍ରମ
ଗୋପାଳପୁର, ୦୪/୦୩: ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଟାଟା ଗ୍ରୁପର ପ୍ରତିଷ୍ଠାତା ଜେ ଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସମ୍ପ୍ରଦାୟଙ୍କ ସହଭାଗିତାରେ ବଟେଶ୍ୱର ଠାରେ ଏକ ବିଚ୍ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…
ନିୟୋଜିତ ହେବେ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)
ଭୁବନେଶ୍ୱର, :ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତିା ଏହି ମର୍ମରେ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛିା ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ…
କଟକଣା କୁ ଫୁ; ନିଷିଦ୍ଧାଞ୍ଚଳରୁ ଜବତ ହେଲା ୩ ମାଛଧରା ଟ୍ରଲର ,୨୦ ଜଣ କର୍ମଚାରୀ ଅଟକ
ଅସ୍ତରଙ୍ଗ: ମତ୍ସ ବିଭାଗ ର ଅପାରଗତା ଏବଂ ଟ୍ରଲର ମାଲିକଙ୍କ ସହିତ ଥିବା ମଧୁ ଚନ୍ଦ୍ରିକା କାରଣରୁ ଫେଲ ମାରୁଚି ଅଲିଭ୍ ରିଡଲେ କଇଁଛ ଙ୍କ ସୂରକ୍ଷା । ନଭେମ୍ବର ୧ରୁ ମେ ମାସ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଥିବା କଟକଣା କୁ ଖାତିର ନ କରି ନିଷିଦ୍ଧାଞ୍ଚଳରୁ ବାରମ୍ବାର ଟ୍ରଲର ମାନେ ମାଛଧରୁ ଥିବା ବେଳେ…
ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି: ବିଜେଡି
ବିଜୁସେତୁଯୋଜନାରେ ଗତ ୧୦ ବର୍ଷରେ ୧୪୧୫ ବ୍ରିଜ ନିର୍ମାଣହୋଇଛି
ମାଓପ୍ରଭାବିତ ଅଞ୍ଚଳରେ ୬୦୨ କି.ମିରାସ୍ତା ନିର୍ମାଣ
ଭୁବନେଶ୍ୱର, ୦୪/୦୩/୨୦୨୪:ରାଜ୍ୟରେ ରାଜ୍ୟ ରାଜପଥ ୪୧୨୪ କିମି, ଜିଲ୍ଲା ମୁଖ୍ୟ ରାସ୍ତା ୨୬୩୧ କିମିଓଜିଲ୍ଲାର ଅନ୍ୟ ରାସ୍ତା ୧୮,୮୦୯ କିମିରହିଛି…
‘ଏକ୍ସ’ରେ ନରେନ୍ଦ୍ର ମୋଦୀ ଓଡ଼ିଆ (NaMoInOdia) ଆଇ’ଡିରେ ଯୋଡି ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ…
ଓଡ଼ିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିବେଦନ
ଆଞ୍ଚଳିକ ଭାଷାରେ ଲୋକଙ୍କ ସହ ଯୋଡି ହେବାର ପ୍ରୟାସକୁ କଲେ ପ୍ରଶଂସା
ଭୁବନେଶ୍ୱର, ମାର୍ଚ୍ଚ ୦୪ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଓ ବାର୍ତ୍ତାକୁ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସାମାଜିକ ଗଣମାଧ୍ୟମ…
ଅନୁଗୋଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’, କେନ୍ଦ୍ରୀୟ ବିଦ୍ୟାଳୟ -୨ ଓ ଜନ ଶିକ୍ଷଣ ସଂସ୍ଥାନ ଲୋକାର୍ପିତ
ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ - ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ, ମାର୍ଚ୍ଚ ୦୪ – ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ସ୍କିଲ୍ ଇଣ୍ଡିଆ ସେଣ୍ଟର(ଏସଆଇସି) ଜିଲ୍ଲାର ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ ବୋଲି…
ବିଧାୟକ ଓ ସାଂସଦ ଙ୍କ ଦ୍ଵାରା 2ଟି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଶୁଭ ଓ ବୋଡାନଦୀ ପୋଲ ଉଦ୍ଘାଟିତ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-, ଆଜି ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ବେଲଗୁଣ୍ଠା ବ୍ଲକ ଓ ସୋରଡା ବ୍ଲକ କୁ ସଂଯୋଗ କରୁଥିବା ଗାଙ୍ଗପୁର ନିକଟସ୍ଥ ବିଞ୍ଜିଗିରି ଠାରେ ଜଡା ପୋଲିକି ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା…
ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ବିଧାୟକ ପ୍ରତାପ ଜେନା କଲେ ରାସ୍ତା ଶିଳାନ୍ୟାସ :
ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ନତକାଇ ମା’ ବୁଢୀ ଜାଗୁଳାଇ ମନ୍ଦିର ଠାରୁ ଭାୟା ନାଳସାହି ରାସ୍ତା ଦେଇ ମହାଜନପୁର ପର୍ଯ୍ୟନ୍ତ…