ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମାପିତ

https://youtu.be/nLk2WL2LvRo ବରଗଡ଼ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସ୍ଵନାମଧନ୍ୟ ଶିକ୍ଷାନୁଷ୍ଠାନ ଭିତରେ ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟ ର ନାମ ଅନ୍ୟତମ । ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ…

ବିଜେଡିରେ ମିଶିଲେ ପୂର୍ବତନ ପୋଲିସ ଏଏସପି ନୃପ ଦଣ୍ଡସେନା

ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡ଼ିରେ ହେଲେ ସାମିଲ ଭୁବନେଶ୍ୱର, ୩୦ /୧୨/୨୦୨୩: ସୁନ୍ଦରଗଡ଼ ଜିଲ୍ଲାର ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ନୃପଚରଣ ଦଣ୍ଡସେନା ଆଜି ଶଙ୍ଖଭବନ ଠାରେ ବରିଷ୍ଠ ବିଜେଡ଼ି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ…

ବାଲୁଗାଁର ଏକ ଘରୋଇ ହସପିଟାଲରେ ଉତ୍ତେଜନା, ଡାକ୍ତରଙ୍କ ଅବହେଳା ଅଭିଯୋଗ l

ବାଲୁଗାଁ( ସେକ କୌସର ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଯାହାଫଳରେ ମେଡିକାଲ ପରିସରରେ ଉତ୍ତେଜନା…

ପ୍ରଧାନଙ୍କୁ ଚେକ ଦେବାକୁ ମଙ୍ଗରାଜଙ୍କୁ ମୈଦାନରେ ଉତାରିଲା ବିଜେଡି

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଅତିରିକ୍ତ ଭାବେ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶାରେ କିଛି ଚାଲେଞ୍ଜ ନାହିଁ , ଅଧିକ ସଶକ୍ତ ହୋଇଛି ବିଜେଡି : ମାନସ ଭୁବନେଶ୍ବର: ରାଜନୀତି ଚେସବୋର୍ଡରେ ବିଜେପି ହେଭି ୱେଟ ତଥା କେନ୍ଦ୍ରମନ୍ତ୍ରୀ…

ଲକ୍ଷ୍ମୀ ମାଝୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

 ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ  ରାଜ୍ୟ ସରକାର ହତ୍ୟାର ରହସ୍ୟ ଲୁଚାଇବା ପାଇଁ କ୍ରାଇମବ୍ରାଂଚକୁ ତଦନ୍ତଭାର ଦେଉଛନ୍ତି  ରାଜ୍ୟରେ ବଢ଼ୁଥିବା ମହିଳାଙ୍କ ପ୍ରତି ହିଂସା ବିରୋଧରେ ବିଜେପି…

ସୋଆରେ ଅମୃତ କାଳ ବିମର୍ଷ ବିକଶିତ ଭାରତ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌) ରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଅମୃତ କାଳ ବିମର୍ଶ ବିକଶିତ ଭାରତ ଅ ୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର…

ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ

ପଦ୍ମପୁର: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ନୂଆ ,ଯୁବ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲଳିତମୋହନ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ୱାଇଁ ଅତିଥି ମାନଙ୍କୁ ମଞ୍ଚ କୁ…

-ହଳଦିଆ ଦୁର୍ଗାଚରଣ ନାୟକ ମେମୋରିଆଲ କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଛାତ୍ର ଛାତ୍ରୀ ମାନେ ଶିକ୍ଷା ସହିତ ଆଜିର ସମାଜରେ ସାମାଜିକ ସେବାବର୍ତ୍ତୀ ହେବା ଆବଶ୍ୟକ - ମୁଖ୍ୟଅତିଥି l (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ହଳଦିଆ ଦୁର୍ଗାଚରଣ ନାୟକ ମେମୋରିଆଲ କଲେଜ ପରିସରରେ ମହାସମାରୋହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର…

ପ୍ଲଲିସାହି ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ “ନୂଆ-ଓ”ର ଉଦ୍‌ଯାପନ ଉତ୍ସବ

 : ଶାରୀରିକ,ସାମାଜିକ, ବୈଦ୍ଧିକ ଏବଂ ଲୁକାୟିତ ପ୍ରତିଭାକୁ  ଲୋକ ଲୋଚନକୁ ଆଣିବା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ୍ଷ୍ୟ - ମୁଖ୍ୟ ଅତିଥି l   (ମାହାଙ୍ଗା -ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ପଲ୍ଲୀସାହି ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ “ନୂଆ-ଓ” ଯୁବ ଓଡିଶା ନବୀନ…

ବିଦ୍ୟା ବିହାରରେ “ନୂଆ – ଓ ” ସାଂସ୍କୃତିକ କାର୍ଯ୍ୟକଳାପର ଉଦ୍ ଯାପନୀ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ " ନୁଆ -ଓ" ସାଂସ୍କୃତିକ କାର୍ଯ୍ୟକଳାପର ଉଦ୍ ଯାପନୀ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ଯରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଅଧ୍ୟକ୍ଷ…