ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ରାଜ୍ୟସ୍ତରୀୟ…

ଭୁବନେଶ୍ୱର :  ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ଆାଗାମୀ ମାର୍ଚ୍ଚ ୫ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ଣରେ ଭୁବନେଶ୍ୱର ବିମାନ…

ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଦକ୍ଷ ଓ ରୋଜଗାରକ୍ଷମ କରାଇବା ପାଇଁ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଦିଆଯିବ…

ସମ୍ବଲପୁରରେ “ପ୍ରୋଜେକ୍ଟ ଓଡିସର୍ଭ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ • ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜଙ୍କ ଉପସ୍ଥିତିରେ “ପ୍ରୋଜେକ୍ଟ ଓଡିସର୍ଭ”ର ହେଲା ଶୁଭାରମ୍ଭ • ସ୍ନାତକ ଛାତ୍ରଛାତ୍ରୀଙ୍କୁ ଫାଇନାନ୍ସ ସେକ୍ଟରରେ ସୁଯୋଗ ଦେବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ଲ ଅଫିସର ମାନଙ୍କର ଡେଲି ଓ ରିଟେନର ଫି ରେ ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର,: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା Non-Cadre Law Officer ମାନଙ୍କର Daily ଓ Retainer Fees ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ Law Officers ଉପକୃତ ହେବେ।…

OTET ପାସ୍‌ କରିଥିବା ଗଣଶିକ୍ଷକ ମାନେ ହେବେ ଏକ୍‌ସ କ୍ୟାଡର ସହକାରୀ ଶିକ୍ଷକ

OTET ପାସ୍‌ କରି ନ ଥିବା ଗଣଶିକ୍ଷକ ମାନଙ୍କ ପାରିଶ୍ରମିକରେ ବୃଦ୍ଧି OTET ପାସ୍‌ କରିଥିବା ଏକ୍‌ସ କ୍ୟାଡ଼ର ସହକାରୀ ଶିକ୍ଷକ ମାନେ ପାଇବେ ବାର୍ଷିକ ଇନ୍‌କ୍ରିମେଣ୍ଟ ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ  ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ଚର୍ଚ୍ଚାରେ ଆରତୀ: ଉଷୁମ ହେଉଛି ରାଜନୀତି

ଖଲିକୋଟ/ଶିବରାମ ଜେନା): ସ୍ଥାନୀୟ ପୋଲସରା ଅନ୍ତର୍ଗତ ଢୁଙ୍କାପଡା ଗ୍ରାମ ର ଆରତୀଦେବୀ ଙ୍କ ଆଶିର୍ବାଦ ଭିକ୍ଷା ଅଭିଯାନ ଆରମ୍ଭ ହୋଇ ଯାଇଅଛି। ଆରତୀଦେବୀ ଜଣେ ସମାଜ ସେବୀ ଏବଂ ରାଜନୀତି ରେ ପାରଦର୍ଶିତା ଅର୍ଜନ କରିଛନ୍ତି । ଆଗାମୀ ଦିନରେ ନିର୍ବାଚନକୁ ଆଖି ଆଗରେ ରଖି ସେ ଲୋକଲୋଚନକୁ ଆସିବାକୁ…

ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭାରତ ତଥା ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶାସନର ଆବଶ୍ୟକତା ରହିଛି : ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ବର(ସେକ କୌସର ):  ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି…

ବାଣପୁରରେ ଅର୍ଥଲଗାଣକାରୀ କର୍ମଚାରୀଙ୍କ ଟଙ୍କା ଚୋରୀ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

ବାଣପୁର( ସେକ କୌସର ): ଚଳିତ ୨୧ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରୁ ଅନ୍ନପୂର୍ଣ୍ଣା ଅର୍ଥ ଲଗାଣକାରି ସଂସ୍ଥା କର୍ମଚାରୀଙ୍କ ଠାରୁ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଲୁଟି ଫେରାର ହୋଇଯାଇଥିଲେ। ତେବେ ଉକ୍ତ ଲୁଟ ଘଟଣାର ପର୍ଦାଫାଶ କରିଛି…

ଭବାନୀପାଟଣା ଠାରେ ବାଲ୍ୟ ବିବାହ ନିରାକରଣ ଏବଂ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା: ୨୯.୨.୨୦୨୪୭: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ “ ବାଲ୍ୟବିବାହ ଏବଂ ବେଟି ବଚାଓ ବେଟି ପଢାଓ ” ସମ୍ପର୍କିତ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଜିଲ୍ଲା ସମାଜ…

ମାର୍ଚ୍ଚ ୧ରୁ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳା,ନାଟ୍ୟଗୁରୁ ଏବଂ ଚିତ୍ରାଳୟ ହେବେ ସମ୍ବର୍ଦ୍ଧିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା କାଲି ଅର୍ଥାତ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା' ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା 'ନାଟ୍ୟଧାରା' ଏବଂ ଜିଲ୍ଲା ସଂସ୍କୃତି…

ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ୬୪ ଜଣ କର୍ମଚାରୀ ଗତ ୨୨ ତାରିଖରୁ ବିଭିନ୍ନ ଦାବି ନିମନ୍ତେ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ ଜାରି ରଖିଲେ । ତେବେ ଆପୋଷ ଆଲୋଚନା ତଥା ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ…