Sign in
Sign in
Recover your password.
A password will be e-mailed to you.
” ଆଶୀର୍ବାଦ ଭିକ୍ଷା ଅଭିଯାନ “ରେ ସମର୍ଥନ ସାଉଁଟୁଛନ୍ତି ଆରତୀ
ଖଲ୍ଲିକୋଟ/ପୋଲସରା(ଶିବରାମ ଜେନା ): ଗଞ୍ଜାମ ଜିଲ୍ଲା ର ରାଜନୈତିକ ଅସ୍ଥିରତା ଲାଗି ରହିଥିବାରୁ କେହି ହେଲେ କହିପାରୁ ନାହାଁନ୍ତି କିଏ ମାରିବ ଛକା ? କିନ୍ତୁ ଏବେ ପୋଲସରା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଯେ, ଜଣେ ନାରୀ ନେତ୍ରୀ, ସମାଜସେବୀ ଆରତୀ ଦେବୀ ନିଜର ସ୍ୱାର୍ଥ କୁ ତ୍ୟାଗ…
‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁରରୁ ଗୋରଖପୁର ମଧ୍ୟରେ ଯାତ୍ରୀ ସୁବିଧା ଆହୁରି ସୁଗମ ହେବ - ଧର୍ମେନ୍ଦ୍ର ପ୍ରଧାନ
• ଗତ ଡିସେମ୍ବର ୯, ୨୦୨୨ ଓ ଜାନୁଆରୀ ୦୩, ୨୦୨୪ରେ ଗୋରଖପୁର ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ…
କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର
ଭୁବନେଶ୍ୱର, ୦୧/୦୩/୨୦୨୪:ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଦିଲ୍ଲୀର ଏସିପି ସାଇବର ସେଲ୍ (କ୍ରାଇମ ବ୍ରାଞ୍ଚ) ଶ୍ରୀ ସନ୍ଦୀପ…
ପ୍ରାର୍ଥୀ ଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ ପ୍ରଶିକ୍ଷଣ ଶିବିର
ଜଗତସିଂହପୁର,ତା-୦୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ଆଗାମୀ ସାଧାରଣ ନିର୍ବାଚନ 2024 ନିମନ୍ତେ ପ୍ରାର୍ଥୀ ଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ( ଇଲେକ୍ସନ ଏକ୍ସପେଣ୍ଡିଚର ମନିଟରିଙ୍ଗ)ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…
କୃଷି ବିଜ୍ଞାନ କେନ୍ଦ୍ର ରେ ପ୍ରାକୃତିକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଜଗତସିଂହପୁର,ତା-୦୧.୦୩.୨୦୨୪/ସୁମନ୍ତ କୁମାର ଦାସ: ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ,କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡଃ ଜୀବନଜୀତ୍ ସେନ୍ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାକୃତିକ କୃଷି ସମ୍ବନ୍ଧରେ ଦୁଇଦିନିଆ ପ୍ରଶିକ୍ଷଣ ଓ ସଚେତନ ଶିବିର ତା:-୨୯.୦୨.୨୦୨୪ ଓ…
ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୪ ଉଦ୍ଘାଟିତ,ମଞ୍ଚସ୍ଥ ହେଲା ନାଟକ ‘ଅରୂପା ରୂପା’
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଚତୁର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ୧ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ଏଥିରେ…
ନଡିଆ ବୋଝେଇ ଟ୍ରକ ରୁ ୧୩୬୫ କିଲୋ ଗଂଞ୍ଜେଇ ଜବତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡା ଫାଣ୍ଡି ଅଂଚଳରୁ ନଡ଼ିଆ ବୋଝେଇ ଟ୍ରକରୁ 1365 କିଲୋ ଗଂଜେଇ ଜବତ କଲା ପଦ୍ମପୁର ପୋଲିସ। ଯାହାର ଆନୁମାନିକ ମୁଲ୍ୟ ୮ କୋଟି ରୁ ଉର୍ଧ ବୋଲି ପୋଲିସ୍ ର ଅନୁମାନ କରୁଛି। ଜବତ ଗଂଜେଇ ସବୁ ବେଆଇନ ଭାବେ ଗଜପତି…
ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ସୁପରିଚାଳନାର ପ୍ରସ୍ତୁତି ବୈଠକ
ଜିପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ସୁପରିଚାଳନାର ପ୍ରସ୍ତୁତି ବୈଠକ ଜିଲ୍ଳାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ମାଘ ପୂର୍ଣ୍ଣମୀ ଅବସରରେ ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମରେ ସୁରଭି ଯଜ୍ଞ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ବ୍ଲକ୍ ବିଞ୍ଚଣା ସ୍ଥିତମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ତଥା ମାଆ ସନ୍ତୋଷୀ ପୀଠରେ ଗୋମାତାଙ୍କର ସୁରକ୍ଷା ପାଇଁ ସୁରଭି ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ସଂଯୁକ୍ତ ସନାତନ ଧର୍ମାଚାର୍ଯ୍ୟ…
ଖଣ୍ଡାୟତ କ୍ଷତ୍ରିୟ ସମାଜର ରାଜ୍ୟ ସମ୍ମିଳନୀ ପାଇଁ ସାମ୍ବାଦିକ ସମ୍ମିଳନୀ
ରାଉରକେଲା, (ବସନ୍ତ କୁମାର ଜେନା): ଆସନ୍ତା ମାର୍ଚ୍ଚ ମାସ ୩ତାରିଖ ଦିନ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସମ୍ମିଳନୀ ସେକ୍ଟର ୫ସ୍ଥିତ ଭଞ୍ଜଭଵନ ଠାରେ ଦିବା ୧୦ଘଟିକାରେ ଆୟୋଜନ କରାଯାଇଛି ବୋଲି ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏନେଇ…