ସରକାରୀ ଛୁଟି ଯୋଗୁଁ ୮ ତାରିଖ (ସୋମ‌ବାର‌) ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

5

ଭୁବନେଶ୍ୱର, ୦୪/୦୭/୨୦୨୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ସରକାର ଜୁଲାଇ ୮ ତାରିଖ (ସୋମ‌ବାର‌) ଦିନଟିକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିଛନ୍ତି । ଏଥି ପାଇଁ ତା.୦୮/୦୭/୨୦୨୪ରିଖ (ସୋମ‌ବାର‌) ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.