ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ବଦଳି

ଜଗତସିଂହପୁର,ତା-୦୨.୦୪.୨୦୨୪/ସୁମନ୍ତ କୁମାର ଦାସ: ଆଜିର ବଡ଼ ଖବର ବଦଳିଲେ ଜଗତସିଂହପୁରର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ l ଯାହାକୁ ନେଇ ଜଗତସିଂହପୁରରେ ଚର୍ଚ୍ଚାର ବିଷୟ ପାଲଟିଛି l ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ବଦଳିବାର କାରଣ କ'ଣ ? ଇଲେକ୍ସନ କମିଶନରଙ୍କ…

କଟକ ସଦର ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀଙ୍କ ବେହେରା ଙ୍କ ଦ୍ୱାରା ବୁଥ୍ ସ୍ତରୀୟ ସମୀକ୍ଷା ବୈଠକ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ, ନିର୍ମଳ ଶାସନରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ଚଳିତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପୁର୍ନବାର ବିଧାୟକ ପ୍ରାର୍ଥୀ କରାଯିବା ପରେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…

ଘରୋଇ ସ୍କୁଲ ବସ ଦୁର୍ଘଟଣା:୭ ଆହତ ; ୩ଗୁରୁତର

ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ଘଟଣାର ସମୀକ୍ଷା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ନିର୍ଦେଶ l  (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନିଶ୍ଚିନ୍ତକୋଇଲି ଥାନା ଛକ ଅଚ୍ୟୁତାନନ୍ଦ ମାର୍ଗରେ ଡଃ.ଦେବ ମହାନ୍ତି ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଉକ୍ତ ବିଦ୍ୟାଳୟର…

ଶ୍ରେଷ୍ଟ ସବଇନ୍ସପେକ୍ଟର ଭାବେ ପୁରସ୍କୃତ ହେଲେ କାଶୀପୁର ଥାନା ର ପ୍ରଶାନ୍ତ କୁମାର ସ୍ୱାଇଁ ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ପୋଲିସ ଜିଲ୍ଲା ଅନ୍ତର୍ଗତ କାଶୀପୁର ଥାନା ର ଜଣେ ନିଷ୍ଠାପର କାର୍ଯ୍ୟରତ ସବଇନ୍ସପେକ୍ଟର ଙ୍କୁ ଆଜି ଜିଲ୍ଲା ପୋଲିସ ପକ୍ଷରୁ ଶ୍ରେଷ୍ଠ ପୋଲିସ ସବଇନ୍ସପେକ୍ଟର ଭାବେ ପୁରସ୍କୃତ କରାଯାଇଛି । ସେ ହେଲେ କାଶୀପୁର ଥାନା ର ପ୍ରଶାନ୍ତ କୁମାର ସ୍ୱାଇଁ । ଜିଲ୍ଲା…

ଉତ୍କଳସେନl ପକ୍ଷ ରୁ ଉତ୍କଳଦିବସ ପାଳନ

 ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଲିପଲୋଇ ସମଲେଶ୍ୱରୀ ମନ୍ଦିର ପ୍ରlଙ୍ଗଣ ଠାରେ ଉତ୍କଳସେନା ପକ୍ଷ ରୁ ଉତ୍କଲ ଦିବସ ପାଳନ କରାଗଲା l କମିଟି ସଭାପତି ପଦ୍ମନାଭ ସାମଲ ଏବଂଶ୍ରୀ ସୁରେଶ ବାରିକ ବିଗତ ବର୍ଷ ରୁ ଏହି ବର୍ଷ ଖୁବ ସୁନ୍ଦର ଭାବରେ ପାଳନ କରିବାକୁ…

2023-24 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 256 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ କରିଛି

250 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ କରିବା ଯେକୌଣସି ଜୋନାଲ ରେଳବାଇ ପାଇଁ ପ୍ରଥମ | ପୂର୍ବ ରେକର୍ଡଗୁଡିକ ଅତିକ୍ରମ କରି ଯେକୌଣସି ଜୋନ୍ ଦ୍ୱାରା ସର୍ବକାଳୀନ ପଣ୍ୟ ବୋଝେଇ | ଲଗାତାର ପାଞ୍ଚବର୍ଷ 200 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ |   ଭୁବନେଶ୍ୱର : ପୂର୍ବତଟ ରେଳପଥ…

ଶ୍ରୀ ମହେଶ କୁମାର ବେହେରା ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ |

ଭୁବନେଶ୍ୱର : ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ର ଅଧିକାରୀ ଶ୍ରୀ ମହେଶ କୁମାର ବେହେରା ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି |ଶ୍ରୀ ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା, ସମ୍ବଲପୁର ଠାରୁ ସିଭିଲ୍…

ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ଏପ୍ରିଲ ୭ ପର୍ଯ୍ୟନ୍ତ ବଳବତର ରହିବ: ସିଇସି

ଭୁବନେଶ୍ୱର, ଏପ୍ରିଲ ୨: ଉତର- ପଶ୍ଚିମ ଭାରତ ଭୂଖଣ୍ଡ ଆଡୁ ପ୍ରବାହିତ ହେଉଥିବା ଉତପ୍ତ ବାୟୁ ଓ ମୁକ୍ତ ଆକାଶ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ସୃଷ୍ଟି କରିଛି ଓ ଏହା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୋଆ ପରିଚାଳିତ ସେଂଟର ଫର୍ ଏନଭାଇରନମେଂଟ ଆଣ୍ଡ କ୍ଳାଇମେଟ…

ମିଳିତ ଗବେଷଣା ନିମନ୍ତେ ସୋଆ ଓ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ଏପ୍ରିଲ ୨ : ଔଷଧୀୟ ଉଦ୍ଭିଦର ସୁସ୍ଥକାରୀ ଗୁଣ ବିଷୟରେ ଉଚ୍ଚତର ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ଓ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ଥାନୀୟ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ମଧ୍ୟରେ ନିକଟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।…

ଗୁରୁତର ଅସୁସ୍ଥ ପଦ୍ମଶ୍ରୀ ମାଗୁଣି କୁଅଁର : ହସ୍ପିଟାଲ ରେ ଭର୍ତ୍ତି

କଣ୍ଢେଇ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅସୁସ୍ଥ ହୋଇ ହସପିଟାଲ ରେ ଭର୍ତି ହୋଇଛନ୍ତି | ଆଜି ତାଙ୍କୁ କିମସ ପଠାଯାଇଛି | ସାଥିରେ କେବଳ ବିଧବା ପୁତ୍ରବଧୂ ଓ ନାତି ଯାଇଛନ୍ତି |   ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାପାଇଁ…