ଜଗତସିଂହପୁର: ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ପୁର ପଂଚାୟତ ସ୍ଥିତ ତଳକୁସୁମା ଗ୍ରାମର ଅଞ୍ଜନା ସାହାଣୀ ଙ୍କ ଝିଅ ରିଙ୍କିନା ଙ୍କ ସହିତ କୋଠି ଗ୍ରାମ ର ମାନସ ନାୟକ ସହିତ ବୟିଦିକ ରୀତି ନୀତିରେ ବିବାହ ହୋଇଥିଲା। ତେବେ କୌଣସି ବିବାଦକୁ ନେଇ ପତି -ପତ୍ନୀ ମଧ୍ୟରେ ବିବାଦ ଦେଖାଦେଇଥିଲା।ରିଙ୍କିନା ସାହାଣୀ ଶାଶୁ ଘର ଛାଡି ବାପା ଘରେ ରହୁଥିଲେ।ମାନସ ନାୟକ ସହିତ ସମ୍ପର୍କ ଖରାପ ହେବାରୁ ଏରସମା JMFC ଏରସମା କୋର୍ଟ ରେ ଡିଭୋର୍ସ କେଶ ୨୦୨୨ରେ ହୋଇଥିଲା। ରିଙ୍କିନା ସାହାଣୀ ଙ୍କ ଏକ ଝିଅ ୭ବର୍ଷ ଅଛି ରିଙ୍କିନା ସାହାଣୀ ଭରଣ ପୋଷଣ ପାଇଁ କୋର୍ଟ ରାୟ ଅନୁସାରେ ମାନସ ନାୟକ ପ୍ରତ୍ୟକ ମାସ ୪୦୦୦ ଟଙ୍କା ଦେବା କଥା କିନ୍ତୁ କୋର୍ଟ ରାୟ କୁ ଅବମାନ କରିଥିଲେ
ମାନସ ନାୟକ ଭାଇ ପ୍ରକାଶ ନାୟକ ପିତା ବିଚିତ୍ରା ନାୟକ ରିଙ୍କିନା ସାହାଣୀ ଙ୍କୁ ବ୍ଲାକ ମେଲିଙ୍ଗ କରି ୨ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ ଟଙ୍କା ସୁନା ଅଳଙ୍କାର ନେଇ ଯାଇଛି। ଯାହା ଏରସମା ଥାନାରେ ରିଙ୍କିନା ସାହାଣୀ ଙ୍କ ମା ଅଞ୍ଜନା ସାହାଣୀ ଅଭିଯୋଗ କରିଛନ୍ତି। ପ୍ରକାଶ ନାୟକ ବ୍ଲାକ ମେଲିଙ୍ଗ କରି ଧମକାଇ କହୁଛି ଏକ ଫୋଟୋ ସୋସିଆଲ ମିଡ଼ିଆ ଛାଡିଦେବି। କେଶ କୁ ଫାଇନାଲ କର ନଚେତ ମୁ ତୁମ ପରିବାର ସମସ୍ତ ସଦସ୍ୟ ଓ ତତେ ଜୀବନରୁ ମାରିଦେବି ବାରମ୍ବାର ଧମକ ଦଆସୁଥିଲେ. ୪/୦୭/୨୦୨୪ ତାରିଖ ରାତ୍ର ଘ ୭.୩୦ ରେ ୧-ପ୍ରକାଶ ନାୟକ ୨-ଶଶୁର ବିଚିତ୍ର ନାୟକ ୩-କୁନୀଲତା ନାୟକ (ଶାଶୁ )ଏକ ଦାଢ଼ିଆ ଛୁରୀ ସାହାଯ୍ୟ ରେ ରିଙ୍କିନା ଙ୍କୁ ଆକ୍ରମଣ କଲା ବେଳେ ଡାହାଣ ପାଖ ମୁହଁ ରେ ବାଜି ମୁହଁ ୧ଇଞ୍ଚ ଭଳି କଟି ଯାଇଥିଲା ପିଠି,ବେକ, ଗୋଡ଼ କୁ ମଧ୍ୟ ଛାଡି ନ ଥିଲେ ରିଙ୍କିନା ସାହାଣୀ ଛାଟି ପିଟି ହୋଇ ଚିକ୍ତ।ର କରି ଲୋକ ମାନଙ୍କୁ ଡାକି ଥିଲେ ପାଖ ପଡୋଶୀ ମାନେ ଆସି ଉଦ୍ଧାର କରିଥିଲେ .ରିଙ୍କିନାଙ୍କ ବାପା ଜଣେ ଦିନ ମଜୁରୀଆ ସେ ଘରେ ନ ଥିବା ସମୟ ରେ ଏ ଭଳି କାର୍ଯ୍ୟ କରିଥିଲେ. ଏରସମା ଥାନା ଅଧିକାରୀ ତଦନ୍ତ ଚାଲୁରଖିଛନ୍ତି ଦେଖିବା କୁ ରହିଲା ଦୋଷୀ ମାନଙ୍କୁ କିଭଳି ଦଣ୍ଡ ମିଳୁଛି ଓ ପୀଡିତ କୁ କିଭଳି ନ୍ୟାୟ ମିଳୁଛି !
Sign in
Sign in
Recover your password.
A password will be e-mailed to you.