କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲରେ ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ

ଭୁବନେଶ୍ୱର,୨ ।୪: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍- ‘ସେନ୍‍ ଗ୍ଲୋବ’ ପକ୍ଷରୁ ଆଜି ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତି ବଳ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଚେୟାରପର୍ସନ ଅଳକା ମିଶ୍ର,…

ବିଜେଡ଼ିରେ ଯୋଗଦେଲେ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା

ଭୁବନେଶ୍ୱର, ୦୨/୦୪/୨୦୨୪:ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ…

ନବୀନ ଓଡ଼ିଶା ମ୍ୟାଜିକ କାର୍ଡକୁ ଅଧିକ ଉପାଦେୟ କରିବା ପାଣ୍ଡିଆନ ଲୋଡିଲେ ଲୋକଙ୍କ ମତାମତ

ଭୁବନେଶ୍ୱର:୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କୁଏହି କାର୍ଡକୁ ଅଧିକ ଉପାଦେୟ କରିବା ନିମନ୍ତେ ସେମାନଙ୍କ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଦାନ କରାଯାଇଥିବା ନୂଆ-ଓ…

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି

ଅବସ୍ଥାପିତ ନିଜ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଦୂରସ୍ଥାନରେ ମତାଧିକାର ସାବ୍ୟସ୍ତ କରିବାକୁ ପଡୁଥିବା ସରକାରୀ କର୍ମଚାରୀଙ୍କୁ ୨ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି । ଭୁବନେଶ୍ୱର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ…

ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାକୁ ଦରକାର “ଡବଲ ଇଞ୍ଜିନ ସରକାର”: ତପନ କୁମାର ଚାନ୍ଦ

 ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ଆଜି ଓଡ଼ିଶାର ଶିଳ୍ପାୟନରେ ବାଧା ସୃଷ୍ଟି କରିଛି  ଦେଶରେ ଯେଉଁ ୧୦ଟି ରାଜ୍ୟରେ ସର୍ବାଧିକ ଏମଏସ୍‌ଏମଇ ଶିଳ୍ପ ଅନୁଷ୍ଠାନ ଅଛି ସେହି ତାଲିକାରେ ଓଡ଼ିଶାର ସ୍ଥାନ ନାହିଁ  ମୋଦି ସରକାର ଏମ୍‌ଏସଏମଇମାନଙ୍କର ବିକାଶ…

ଆଦିବାସୀ ଯୁବକଙ୍କ ହାଜତ ମୃତ୍ୟୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ନବୀନ ବାବୁଙ୍କ ଶାସନରେ ଆଦିବାସୀ ଅସୁରକ୍ଷିତ: ସତ୍ୟବ୍ରତ ପଣ୍ଡା  ଯୋଡା ଥାନା ଅଫିସରଙ୍କ ବିରୋଧରେ ନରହତ୍ୟା ମକଦ୍ଦମା ଦାୟର କରାଯାଉ  ମୃତକ ଆଦିବାସୀ ଦିନେଶ ନାୟକଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ ଭୁବନେଶ୍ୱର,ତା.୦୨/୦୪: କେନ୍ଦୁଝର ଜିଲ୍ଲା ଥାନା ହାଜତରେ…

ବିଜେପିରେ ଯୋଗ ଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା…

 ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଙ୍କନ ସୁବୁଦ୍ଧିଙ୍କ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଲେ  ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନୂତନ ସଦସ୍ୟଙ୍କୁ…

ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍ ଓ ସବକା ବିକାଶ’ ମନ୍ତ୍ରକୁ ଲୋକଙ୍କ ପାଖକୁ ନେବା – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଓ ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ • ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଡକ୍ଟର ଅକ୍ଷୟ କୁମାର ମହାନ୍ତିଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କଲେ • ଅନୁଗୋଳ ଓ ଢେଙ୍କାନାଳ ସମେତ ଓଡ଼ିଶାରେ ମୋଦୀଜୀଙ୍କ…

ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ବଦଳି

ଜଗତସିଂହପୁର,ତା-୦୨.୦୪.୨୦୨୪/ସୁମନ୍ତ କୁମାର ଦାସ: ଆଜିର ବଡ଼ ଖବର ବଦଳିଲେ ଜଗତସିଂହପୁରର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ l ଯାହାକୁ ନେଇ ଜଗତସିଂହପୁରରେ ଚର୍ଚ୍ଚାର ବିଷୟ ପାଲଟିଛି l ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ବଦଳିବାର କାରଣ କ'ଣ ? ଇଲେକ୍ସନ କମିଶନରଙ୍କ…

କଟକ ସଦର ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀଙ୍କ ବେହେରା ଙ୍କ ଦ୍ୱାରା ବୁଥ୍ ସ୍ତରୀୟ ସମୀକ୍ଷା ବୈଠକ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ, ନିର୍ମଳ ଶାସନରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ଚଳିତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପୁର୍ନବାର ବିଧାୟକ ପ୍ରାର୍ଥୀ କରାଯିବା ପରେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…