ବର୍ଷା ପାଇଲେ ପ୍ରଥମ ପୁରସ୍କାର : ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ଉପହାର ଯୋଜନା ।

0 1

ପଦ୍ମପୁର :- ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ଉପହାର ଯୋଜନା ର ଲକି ଡ୍ର ମାଧ୍ୟମରେ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବମୋଟ ୨୩ ଜଣ ଭାଗ୍ୟଶାଳୀ ବିଜେତା ମଧ୍ୟରୁ ପ୍ରଥମ ଭାଗ୍ୟଶାଳୀ ବିଜେତା ପଦ୍ମପୁର ର ବର୍ଷା ପଟେଲ ଙ୍କୁ ମିଳିଛି ବଜାଜ ପଲସର୍ ମୋଟର ସାଇକେଲ। ସେହିପରି ଦ୍ୱିତୀୟ ବିଜେତା (ଇଲେକ୍ଟ୍ରି ସ୍କୁଟି) ହେଉଛନ୍ତି ତେଣ୍ଡାପଦର ର ଲିଙ୍ଗରାଜ ମହାକୁଡ, ତୃତୀୟ ପୁରସ୍କାର ବିଜେତା ଭୀମସେନ ଖର୍ସେଲ (ଏସି), ଚତୁର୍ଥ ପୁରସ୍କାର (ଫ୍ରିଜ୍) ପ୍ରାଚୀ ସାହୁ, ପଦ୍ମପୁର, ୫ମ ପୁରସ୍କାର (ଏଲ୍.ଇ.ଡି ଟିଭି) ଅନୁପ ଜୈନ କଣ୍ଟାବାଞ୍ଜି, ଷଷ୍ଠ ପୁରସ୍କାର ( ୱାସିଂ ମେସିନ୍) – ଲକ୍ଷ୍ମୀ ପଣ୍ଡା ପଦ୍ମପୁର, ୭ମ ପୁରସ୍କାର (ମାଇକ୍ରୋ ୱେବ ଓଭନ) ସୁଶୀଲ ସାହୁ ବିଜାଡ଼ିହି, ୮ମ ପୁରସ୍କାର (କୁଲର) ପ୍ରତ୍ୟୁଷ ସାହୁ ପଦ୍ମପୁର, ୯ମ ପୁରସ୍କାର (ମୋବାଇଲ) ରାକେଶ ଅଗ୍ରୱାଲ, ୧୦ମ ପୁରସ୍କାର ( ଟ୍ରଲି ବ୍ୟାଗ୍) ମିନି କେତନ ମହାଲିଙ୍ଗ, ଏକାଦଶ ପୁରସ୍କାର (ମିକ୍ସଚର୍ ଗ୍ରାଇଣ୍ଡର୍) ଅଜୟ ଅଗ୍ରୱାଲ, ଦ୍ଵାଦଶ ପୁରସ୍କାର (ଇନ୍ଡକସନ୍) ଜେନିଥ୍ ଲାୟନ୍ସ ଗୁରୁକୁଳ, ତ୍ରୟୋଦଶ ପୁରସ୍କାର (ସ୍ମାର୍ଟ ୱାଚ୍) ଶ୍ରୁତି ପାତ୍ର, ବିବେକାନନ୍ଦ ବହିଦାର ଓ ଶାମ ମେହେର, ଚତୁର୍ଦଶ ପୁରସ୍କାର (ପ୍ରେସର କୁକର) ନେହା ସାହୁ, ସୁରେଶ ପଣ୍ଡା ଓ ମାହି ଓ ପଞ୍ଚଦଶ ପୁରସ୍କାର ଭାବରେ କମଳ ପ୍ରସାଦ ବାରିକ, ନେହାରାଣୀ ବିଶି, ନୁନୁ ସାହୁ, ଅକ୍ଷୟ କୁମାର ନାୟକ ଓ ରୀତା ସାହୁଙ୍କୁ ଗୋଟିଏ ଲେଖାଏଁ ନେକ୍ ବେଣ୍ଡ୍ ପ୍ରଦାନ କରାଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.