ବେଲଗୁଣ୍ଠାରେ ନିଶା ନିବାରଣ ବ୍ରତ ପାଳନ ପ୍ରସ୍ତୁତି ବୈଠକ

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆସନ୍ତା ରାକ୍ଷୀ ପୂର୍ଣ୍ଣମୀରେ ନିଶା ନିବାରଣ ବ୍ରତ ପାଳନ ନିମନ୍ତେ ସମ୍ବାଦ ସାହିତ୍ୟ ଘର ରାଜ୍ୟ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଥିବା ବେଳେ ଆଜି ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ବଡ଼ ଦାଣ୍ଡ…

ଭଞ୍ଜନଗର ରେ ପାଳନ ହେଲା “ଭାରତ ବିଭାଜନ ବିଭୀଷିକା ସୃତି ଦିବସ”।

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଭଞ୍ଜନଗର ସହରରେ ଭାରତୀୟ ଜନତା ପାର୍ଟିର ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ପରିଚାଳନା ରେ ଆଜି ଅଗଷ୍ଟ ୧୪ ମଙ୍ଗଳବାର ୨୦୨୪ ତାରିଖ ରେ ପାଳିତ ହୋଇଛି ବିଶାଳ ତ୍ରିରଙ୍ଗା ପତାକା ଶୋଭା ଯାତ୍ରା ସହିତ ସ୍ଥାନୀୟ ଟାଉନ ହଲ୍ ରେ "ଭାରତ…

୪୫ତମ ସ୍ଵନକ୍ଷତ୍ର ଦିବସ ପାଳିତ କଲା ସିମାନ୍ତ ମହାବିଦ୍ୟାଳୟ

ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।---ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ୪୫ତମ ସ୍ଵନକ୍ଷତ୍ର ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ…

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର:- ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୧ ଘଣ୍ଟା ସମୟରେ ଆର.ବି. ହାଇସ୍କୁଲ ପଡ଼ିଆ ଠାରୁ ବାହାରି ଭେଉଁରିଆ ଛକ, ଥାନାଛକ ଶାସ୍ତ୍ରୀ ଛକ ଦେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଆର.ବି ହାଇସ୍କୁଲ ପଡ଼ିଆ ଠାରେ…

ମହିଳା ଡ଼ିଗ୍ରୀମହାବିଦ୍ୟାଳୟ ରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।

 ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡ଼ିଗ୍ରୀମହାବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଆଜାଦୀ କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ପାଳିତ ହେଉଥିବା ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଵାଧୀନତା ପାଇଁ ନିଜ…

ଅଞ୍ଚଳ ମହାବିଦ୍ୟାଳୟ ରେ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ଯକ୍ରମ ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ପ୍ରାଙ୍ଗଣ ରେ 'ହର୍ ଘର୍ ତ୍ରିରଙ୍ଗା' କାର୍ଯକ୍ରମ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ବ ରେ ପାଳିତ ହୋଇଅଛି । ହର୍ ଘର୍ ତ୍ରିରଙ୍ଗା ର ବ୍ୟାନର ଅଧୀନରେ ମହାବିଦ୍ୟାଳୟ ରେ ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା…

ବାସୁଦେବପୁର ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଟିତ।

ବାସୁଦେବପୁର - ବାସୁଦେବପୁର ରେ ସ୍ଥାନୀୟ ଯାଦବ ପଡିଆ ରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ନୀଳମଣି ଟାଉନ୍ ହଲ୍ ପରିସର ଯାଏଁ ଆସିଥିଲା। ସମାଜସେବୀ ବାଣୀ କଲ୍ୟାଣ ମହାନ୍ତି, ସମାଜସେବୀ ଅଶୋକ କୁମାର ସାହୁ, ଶିକ୍ଷାବିତ୍ ପ୍ରତାପ କୁମାର ନାୟକ, ଲିଙ୍କନ ଦଳାଇ, ରାଧା ଗୋବିନ୍ଦ ପଟ୍ଟ…

ଯେକୌଣସି କାର୍ଯ୍ୟକ୍ରମର ସଫଳତା ପାଇଁ ଜନ ସହଭାଗିତା ଏକାନ୍ତ ଆବଶ୍ୟକ – ରାଜ୍ୟପାଳ

ସେଂଟ୍ ଜନ୍ ଆମ୍ବୁଲାନ୍ସର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ଭୁବନେଶ୍ୱର- ଯେକୌଣସି କାର୍ଯ୍ୟକ୍ରମର ସଫଳତା ପାଇଁ ଜନ ସହଭାଗିତା ଏକାନ୍ତ ଆବଶ୍ୟକ । କୌଣସି କାର୍ଯ୍ୟକ୍ରମର ସଫଳତା ପାଇଁ କେବଳ ସରକାରୀଙ୍କର ଦାୟିତ୍ୱ ବୋଲି ଭାବିଲେ ହେବ ନାହିଁ । ସବୁ କ୍ଷେତ୍ରରେ ସଫଳତା ପାଇଁ…

ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ “ତ୍ରିରଙ୍ଗା” : ମନମୋହନ ସାମଲ

ଖୋର୍ଦ୍ଧାଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ସଭାପତି  ନିଜ ନିଜ ଘରେ ପ୍ରତ୍ୟେକ ଭାରତୀୟ “ତ୍ରିରଙ୍ଗା ପତାକା” ଉଡାଇବାକୁ ରାଜ୍ୟ ସଭାପତି କଲେ ଅନୁରୋଧ  ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ, ଜାତୀୟତାବାଦ, ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୂଳ ଉଦ୍ଦେଶ୍ୟ…

ରାଜ୍ୟର ବିଭିନ୍ନ ସ୍ଥାନରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ

ମାନବ ଇତିହାସର ସବୁଠୁ ବଡ ବିଭୀଷିକା : ବିଜେପି ଭୁବନେଶ୍ୱର , ତା.୧୪/୦୮: ଭାରତ ପାକିସ୍ଥାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହିତ ନିଜ ଜୀବନ ମଧ୍ୟ ବଳିଦାନ ଦେଇଥିଲେ । ଦେଶ ବିଭାଜନର ଯନ୍ତ୍ରଣା କେବେ ହେଲେ ଭୁଲି ହେବ ନାହିଁ ।…