ବିଜେପୁର :- ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାରଗୁଡା ଗ୍ରାମର ଭଗବାନ ମାଝୀ ପିତା ଶଙ୍କର ମାଝୀ କିଛି ଦିନ ହେଲା ନିଖୋଜ ଥିଲେ । ତାଙ୍କ ପରିବାର ଲୋକେ ଅନେକ ଦିନ ହେଲା ଖୋଜା ଖୋଜି କରୁଥିବା ବେଳେ ପତ୍ତା ମିଳିନଥିଲା ତେବେ ଅଚାନକ ଗୋଟିଏ ଖବର ଦେଖିବା ପରେ ପରିବାର ଲୋକଙ୍କ ଆଶା ଜାଗ୍ରତ ହେଲା । ଉକ୍ତ ଖବର ରେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ ନିଖୋଜ ଯୁବକର ଫଟୋ ଓ ସଠିକ ସ୍ଥାନର ଖବର ସୋସିଆଲ ମିଡିଆରେ ଦେଇଥିଲେ ଯାହାକି ସେହି ଗାଁ ର ଅମୂଲ୍ୟ ବାରିକ ଓ ତାଙ୍କ ପରିବାର ଲୋକେ ଗାଇସିଲେଟ ଅଞ୍ଚଳକୁ ପହଞ୍ଚିଲେ ଓ ବିଡ଼ିଓ ଙ୍କ ସହ ଯୋଗାଯୋଗ କରିଥିଲେ ୟା ପରେ ବିଡ଼ିଓ ନିଜେ ରବିବାର ଦିନ ପାଟଣାଗଡ଼ ର ଚରିଆ ପାଞ୍ଚ ଛକ କୁ ଅଫିସ ଗାଡ଼ି ପଠାଇ ସେ ସ୍ଥାନର ପୋଲିସ କୁ ଖବର ଦେଇ ତାଙ୍କୁ ଖୋଜି ଆଣି ତାଙ୍କ ପରିବାର ଲୋକଙ୍କୁ ରବିବାର ଅପରାହ୍ନ ୪ଟା ପାଖାପାଖି ରେ ହସ୍ତାନ୍ତର କରିଛନ୍ତି
Sign in
Sign in
Recover your password.
A password will be e-mailed to you.
Prev Post
Next Post