ନୂଆଗାଁ:(ପୁଷ୍ପଲତା ପ୍ରଧାନ):ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ବିଡ଼ିଓ ବାସୁଦେବ ନାୟକଙ୍କ ବଦଳି ପରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ର ବିଡ଼ିଓ ଅମୃତ କୁମାର ରାଉଳ ନୂଆଗାଁ ବ୍ଲକ୍ ରେ ଯୋଗ ଦେଇଥିଲେ।ଆଜି ଆଞ୍ଚଳିକ ସାମ୍ବାଦିକ ସଙ୍ଘ ସଭାପତି ଶିବଦତ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ନୂଆଗାଁ ବ୍ଲକ୍ ରେ ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ଅମୃତ କୁମାର ରାଉଲ୍ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ନୂଆଗାଁ ବ୍ଲକ୍ କୁ ଉନ୍ନତିରେ ଆଗେଇନେବା ସହ ଏକ ବିକଶିତ ବ୍ଲକ୍ କରିବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post