Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ରକ୍ଷା ବନ୍ଧନ ଅନୁଷ୍ଠିତ ହୋଇଛି
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ବେଲଗୁଣ୍ଠା ପରିସର ରେ ରକ୍ଷା ବନ୍ଧନ , ଗୋ ପୂଜନ ଓ ବୃକ୍ଷ ପୂଜନ ମହୋତ୍ସବ ପାଳନ ହୋଇଥିଲା , ଇତି ଅବସର ରେ ବିଦ୍ୟାଳୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ରଥ ଦୀପ ପ୍ରଜ୍ବଳନ କରିଥିଲେ ଓ ସମ୍ପାଦକ ପବିତ୍ର କୁମାର ସାହୁ ପୂଜା…
“ଆକାଂକ୍ଷା” ମହିଳା ସଙ୍ଗଠନ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ "ଆକାଂକ୍ଷା" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ରାଣୀପେଣ୍ଠ ଗ୍ରାମ କୃଷି କ୍ଷେତ୍ର ଠାରେ କୃଷକ ଭାଇ ମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୃଷକ ଭାଇ ମାନଙ୍କୁ ଧୂପ ଦୀପ…
ଆଶ୍ରମ ଅନ୍ତେବାସୀ ଛାତ୍ରୀଙ୍କ ସହ ରକ୍ଷା ବନ୍ଧନ ପାଳନ କଲେ ବିଜେଡି ଯୁବ ସଭାପତି ଗୌତମ ସିଂ।
ପଦ୍ମପୁର :- ଝିଟିକି ଆଶ୍ରମର ଅନ୍ତେବାସୀନୀ ଛାତ୍ରୀଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ନିଆରା ଢଙ୍ଗରେ ପାଳନ କଲେ ବିଜୁ ଯୁବ ଜନତା ଦଳ ର ପାଇକମାଲ ବ୍ଲକ ସଭାପତି ଗୌତମ ସିଂ। ତେବେ ଅନ୍ତେବାସିନୀ ଝିଅ ମାନେ ବଡ଼ ଭାଇ ଭାବେ ଗୌତମ ସିଂଙ୍କୁ ରାକ୍ଷୀ ବାନ୍ଧି ତାଙ୍କ ଆଶିର୍ବାଦ ଗ୍ରହଣ କରିଥିବା ବେଳେ…
‘ମୋହନ ଭାଇ’ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ
ରାଜ୍ୟ ସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ
ଦୀପ ବନ୍ଦାଇଲେ, ରାକ୍ଷୀ ବାନ୍ଧିଲେ, ମିଠା ଖୁଆଇ ଦେଲେ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉପହାର ଓ ଆଶୀର୍ବାଦ ନେଲେ, ଖୁସିରେ ଫେରିଲେ
ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ସଂସ୍ଥା ର ୫୦୦ ରୁ ଉର୍ଦ୍ଧ୍ବ ଝିଅ ରାକ୍ଷୀ ବାନ୍ଧିଲେ
ସୁଭଦ୍ରା ଭଉଣୀ ମାନେ ସୁଖ,…
ରାଷ୍ଟ୍ରପତିଙ୍କ ଗହଣରେ ରକ୍ଷା ବନ୍ଧନ ଉତ୍ସବ ପାଳିଲେ ଓଡ଼ିଶାରେ ୨୫ ଛାତ୍ରଛାତ୍ରୀ
ରକ୍ଷା ବନ୍ଧନ କେବଳ ଭାଈ-ଭଉଣୀ ମଧ୍ୟରେ ସୀମିତ ନ ରହି ସ୍ନେହ ଓ ମମତାର ବନ୍ଧନ ହେଉ: ରାଷ୍ଟ୍ରପତି
ଭୁବନେଶ୍ଵର: ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି ଓଡ଼ିଶାର ୨୫ ଜଣ ଛାତ୍ରଛାତ୍ରୀ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧି…
ବିଜୁ ଜନତା ଦଳ ତରଫରୁ ବିଧାୟିକା ଙ୍କ ଜନ୍ମଦିନ ପାଳିତ ।
ପଦ୍ମପୁର :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି l ଟାଉନ୍ ସଭାପତି ନବ କିଶୋର ସାହୁ, ପ୍ରଶାନ୍ତ ମହାନ୍ତି, ଯୁବନେତା ଭୋଜରାଜ ସିଂ ବରିହା, ଝାରବନ୍ଧ ବ୍ଳକ୍ ଯୁବ ସଭାପତି ବିଜୟ କେତନ ପଧାନ, ପାଇକମାଲ ବ୍ଲକ ଯୁବ ସଭାପତି…
ଭଦ୍ରକ-ବାଲେଶ୍ୱର-ଖଡ଼ଗ୍ପୁର ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନସିଂ) ପ୍ରକଳ୍ପ ପାଇଁ 20202.12 କୋଟି ଟଙ୍କା ମଞ୍ଜୁର
• ନିରାପତ୍ତା ପାଇଁ ଉଭୟ ଫିକ୍ସୱେଡ ନଟ ଫେନସିଂ ଏବଂ ଡବଲ ଡବ୍ଲୁ ମେଟାଲ ବିମ କ୍ରାସ ବ୍ୟାରିୟର୍ସ ସ୍ଥାପନ କରାଯିବ |
• ଭଦ୍ରକ-ଖଡ଼ଗ୍ପୁର ରେଳ ସେକ୍ସନରେ 130 କି.ମି. ବେଗରେ ଟ୍ରେନ ଚଳାଚଳ ପାଇଁ ଟ୍ରାକ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ କରାଯିବ |
• ଏହା ନିରାପଦ ଟ୍ରେନ୍ ଚଳାଚଳ…
ସେମିକଣ୍ଡକ୍ଟର୍ସ କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ଭିଏସ୍ଆଇ ମଧ୍ୟରେ ବୁଝାମଣା
ଭୁବନେଶ୍ୱର, ୧୯/୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଏବଂ ବେଙ୍ଗାଲୁରୁ ସ୍ଥିତ ଭେରି ଲାର୍ଜ ସ୍କେଲ୍ ଇନ୍ଟିଗ୍ରେସନ୍ ସୋସାଇଟି ଅଫ୍ ଇଣ୍ଡିଆ (ଭିଏସ୍ଆଇ) ମଧ୍ୟରେ ଶନିବାର ସେମିକଣ୍ଡକ୍ଟର୍ସ ଏବଂ ଭିଏଲ୍ଏସ୍ଆଇ ଡିଜାଇନ୍ କ୍ଷେତ୍ରରେ ଗବେଷଣା, ଷ୍ଟାର୍ଟଅପ୍ସ,…
ସୋଆରେ ୩୭ତମ ସାପ୍ତାହିକ ବକ୍ତୃତାମାଳା
ଭୁବନେଶ୍ୱର,୧୯/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ୩୭ତମ ସାପ୍ତାହିକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ର୍ରମରେ ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ତଥା ରିୱାର୍ଡ ପ୍ରୋଜେକ୍ଟର ପରାମର୍ଶଦାତା ଡକ୍ଟର ଭରତ…
ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା ଶକ୍ତିଶାଳୀ ଉତ୍ପେରକ – ଧର୍ମେନ୍ଦ୍ର…
“ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟ”ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
• "ମାନବ ସମ୍ବଳ ବିକାଶକୁ ପ୍ରାଥମିକତା: ଗ୍ଲୋବାଲ ସାଉଥର ଦୃଷ୍ଟିକୋଣ” ଥିମ୍ ଉପରେ ରଖିଲେ ମତ• ଶିକ୍ଷା କେବଳ ଦକ୍ଷତା ପ୍ରଦାନ ପାଇଁ ନୁହେଁ ବରଂ ପ୍ରତିଭାକୁ ଚିହ୍ନଟ କରିବା, ଅଭିନବ ଉଦ୍ୟମକୁ ପ୍ରୋତ୍ସାହିତ…