କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି

ଆବେଟ୍‍ ଓ ଆଇଇଟି ସ୍ୱୀକୃତି ପାଇବାରେ କିଟ୍‍ ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର,୧୯ ।୯: କିଟ୍ ବିଶ୍ୱବିଦ୍ୟାଳୟର ୬ଟି ଇଞ୍ଜିନୟିରିଂ ପାଠ୍ୟକ୍ରମକୁ ୬ବର୍ଷ ପାଇଁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି…

ସଚେତନ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ପାଳିତ

ପୁରୀ (ଅନିମେଶ ପଟ୍ଟନାୟକ) : ରବିବାର ସଚେତନ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗଦ୍ବାର ନିକଟ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ସଭାଗୃହରେ ୨୬ତମ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍ ରୂପେ ଶ୍ରୀଜଗନ୍ନାଥ ସଂସ୍କୃତ…

ଭାରତୀୟ ଜନତା ପାର୍ଟି ଗୁଣପୁର ପକ୍ଷରୁ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ.

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଆଜି ଗୁଣପୁର ଭାରତୀୟ ଜନତା ପାର୍ଟି ର ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ.ଗଣପତି ଙ୍କ ନେତୃତ୍ୱରେ ଭାଜପା ର ପ୍ରତିନିଧି ଦଳ ଗୁଣପୁର ଏସ.ଡି.ହସ୍ପିଟାଲ ଯାଇ ଡାକ୍ତର ଖାନା ପରିଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ବିଷୟରେ ଏସ .ଡି .ଏମ. ଓ. ଶ୍ରୀ ରମେଶ ଚନ୍ଦ୍ର…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରବିଦ୍ୟାଳୟ ଓ ମାତୃ କର୍ମଶାଳା ଅନୁଷ୍ଠିତ

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଘର ହିଁ ବିଦ୍ୟାଳୟ ଓ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି , ବିଦ୍ୟାଳୟ ର ସଭାପତି ଅଧ୍ୟକ୍ଷତା କରିଥିଲେ ଓ ସମ୍ପାଦକ ପବିତ୍ର କୁମାର ସାହୁ ଉପସ୍ଥିତ ମାତୃ ମଣ୍ଡଳୀଙ୍କୁ ଆଜି ସମାଜ ରେ ଛାତ୍ର ଓ ଛାତ୍ରୀ ଙ୍କ ଉତ୍ତମ…

“ସୁପ୍ରିମକୋର୍ଟଙ୍କ ରାୟ ଦେଶର ଆଦିବାସୀ, ଦଳିତ ସମାଜକୁ ବହୁତ ବଡ଼ ଆଘାତ ଦେଇଛି”

ସର୍ବୋଚ୍ଚ ନ୍ୟାୟାଳୟର ଅନୁସୂଚିତ ଜାତି (SC) ଅନୁସୂଚିତ ଜନଜାତି (ST) ଆରକ୍ଷଣ ବିରୋଧି ରାୟ ପ୍ରତିବାଦରେ ଅଗଷ୍ଟ ୨୧ଭାରତ ବନ୍ଦ ଆହ୍ୱାନ ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ବିଳନୀ ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ସଦର ଡାକ ବଙ୍ଗଳା ଠାରେ ସର୍ବୋଚ୍ଚ ନ୍ୟାୟାଳୟର ଅନୁସୂଚିତ…

ରଘୁନାଥ ପୁର ଅଞ୍ଚଳ ନିକଟ ସିର୍ଲୋ ବ୍ରାହ୍ମଣ ଖଣ୍ଡ ଗ୍ରାମରେ ବାଘ ଆତଙ୍କ

ଜଗତସିଂହପୁର,ତା-୧୮.୦୮.୨୦୨୪/ସୁମନ୍ତ କୁମାର ଦାସ: ଶିର୍ଲୋ ଗ୍ରାମରେ ଗତ କାଲିରେ ଗୋଟେ ବାଘ ଦେଖିଥିବାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।। ଗ୍ରାମ ବାସୀଙ୍କ କହିବା ମୁତାବକ ଗତକାଲି ରାତି ୮ଟା ସମୟରେ ଗୋଟେ ବାଘ କୁ ଗ୍ରାମବାସୀ ଦେଖିଥିବା ବେଳେ ବାଘଟି ଗର୍ଜନ କରି ଡିଁ ଆ ମାରି…

ଗୋବରା ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ ଏବଂ ବର୍ଷା ଆସର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ସାହିତ୍ୟ ଘର ତରଫରୁ କ୍ଷତ୍ରିୟବରପୁର ସ୍ଥିତ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି I ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆମରଣ ଅନଶନ ସହ ଦୋକାନ ବଜାର ବନ୍ଦ କଲେ ହିଁ ଆଖି ଖଲିବେ କି ପ୍ରଶାସନ ଓ ରାଜନେତା? ଅନଶନ ର ପାଞ୍ଚଦିନ ରେ ବି ପ୍ରଶାସନ ର…

କଷlଗୁମୁଡା, ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ଯେ.ଏମ.ଏଫ୍.ସି ଅଦାଲତ ନିର୍ମାଣ କରିବା ପାଇଁ ବ୍ଲକ ଅଫିସ ସାମ୍ନା ରେ ଚାଲିଥିବା ପ୍ରତୀକ ଅନଶନ ର ପାଞ୍ଚ ଦିନ ପରେ ବି ପ୍ରଶାସନ କିମ୍ବା ରାଜନେତା ଙ୍କ ଦେଖା ମିଳୁ ନାହିଁ…

ପାପଡ଼ାହାଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ କୁ ଉଠେଇ ନେଲା ମଧୁପାଟଣା ପୋଲିସ୍

ପାପଡାହାଣ୍ଡି,ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ଫାର୍ମାସିଷ୍ଟ ପ୍ରିୟବ୍ରତ ପୁହାଣ କୁ ଉଠେଇନେଲା ବାଲିପାଟଣା ପୋଲିସ।ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା, ଜେନାପୁର ଥାନା ଅନ୍ତର୍ଗତ ବିଜୟ କୁମାର ନାୟକ ଗତ ଡିସେମ୍ବର ୧୨…

ଓଡିଏମର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ସିବିଏସଇ ଦିଲ୍ଲୀ ଗଭର୍ଣ୍ଣିଂ ବଡିର ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ୱର : ଓଡିଏମ୍‌ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍‌ଇ, ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଭାରତବର୍ଷର ଚାରିଜଣ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ ହେବା…