Sign in
Sign in
Recover your password.
A password will be e-mailed to you.
ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଳିଙ୍ଗ ଙ୍କ ହସ୍ତକ୍ଷେପ ଯୋଗୁଁ ସୁଦୂର ତାମିଲନାଡୁ ରୁ ଆସିଲା ମର ଶରୀର
ଝାରବନ୍ଧ-ମନୋହର ଦାଶ: ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଲା ବ୍ଲକ ରାକ୍ସି ମୁଣ୍ଡା ଗ୍ରାମର ଜଗନ୍ନାଥ ବାଗ କାମ ଅନ୍ୱେଷଣରେ ସୁଦୂର ତାମିଲନାଡୁ ଯାଇଥିଲେ ସେଠାରେ ସେ ଗୁରୁତ୍ୱ ଅସୁସ୍ଥ ହୋଇ ଡାକ୍ତର ଖାନାରେ ଭର୍ତି ହୋଇ ଚିକିସିତ ହେଉଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା |ମର ଶରୀର…
ଯକୃତରେ ଗୁରୁତର ସମସ୍ୟା ଥିବା ରୋଗୀଙ୍କୁ ସଫଳ ପ୍ଲାଜ୍ମା ଏକ୍ସଚେଞ୍ଜ ଦ୍ୱାରା ସୁସ୍ଥ କଲେ ସମ୍ମମ୍ ଡାକ୍ତର
ଭୁବନେଶ୍ୱର, ୨୦/୦୮ : ଗୁରୁତର ଯକୃତ ଜନିତ ସମସ୍ୟା (ଲିଭର ଫେଲ୍ୟୁଅର)ରେ ପୀଡିତ ଥିବା ପଶ୍ଚିମବଙ୍ଗର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ସଫଳତାର ସହ ପ୍ଲାଜ୍ମା ଏକ୍ସଚେଞ୍ଜ ମାଧ୍ୟମରେ ସୁସ୍ଥ କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର ।ହସ୍ପିଟାଲ୍ରେ ଭର୍ତି ହେବା ସମୟରେ ଯୁବତୀ ଜଣଙ୍କ…
ପାଇକମାଳ ହାଇସ୍କୁଲ୍ ରେ ଗଙ୍ଗାଧର ଜୟନ୍ତୀ l
ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଗଙ୍ଗାଧର ଜୟନ୍ତୀ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି l ଗଙ୍ଗlଧର ଙ୍କ ଜୀବନୀ ଏବଂ ସାହିତ୍ୟ କୃତି ବିଷୟରେ ବବିତା ବେହେରା ଆଲୋଚନା କରି ଛାତ୍ର ଛାତ୍ରୀ ଙ୍କୁ ନାରୀ ଚରିତ୍ର…
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ।
ପଦ୍ମପୁର :- ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର…
ଏ, ବି. ସି.ଡି ବୋରାସମ୍ବର ‘ନୂଆଖାଇ ଭେଟ ଘାଟ ‘ର ରୂପରେଖ ପ୍ରସ୍ତୁତ।
ପଦ୍ମପୁର :- ' ଅଙ୍ଗ ମଞ୍ଚ " କାର୍ଯ୍ୟାଳୟରେ ନୁଆଁ ଖାଈ ଭେଟ ଘାଟର ରୂପରେଖ ଏ.ବି.ସି.ଡି ପଦ୍ମପୁର ସଭାପତି ଅନିଲ ବେହେରାଙ୍କ ସଭାପତିତ୍ବରେ ପ୍ରସ୍ତୁତି ହୋଇ ଯାଇଛି l ସମ୍ପାଦକ ରଘୁନାଥ ପୁରୀ ଉପସ୍ଥିତ ସଭ୍ୟ ଓ ବରିଷ୍ଠ ମାର୍ଗଦର୍ଶକ ତଥା ପରାମର୍ଶ ଦାତା ଅଧ୍ୟାପକ କେଶରଞ୍ଜନ ପ୍ରଧାନ,…
ଘୁ.ଉଦୟଗିରି ଠାରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରକ୍ଷା ବନ୍ଧନ ସହ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ନିଶା କବଳରୁ ସମାଜକୁ ରକ୍ଷା କରିବା ନିମନ୍ତେ ସମ୍ବାଦ ପକ୍ଷରୁ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି ତାହା ହେଉଛି ନିଶା ନିବାରଣ । ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷା, ରକ୍ତଦାନ ଶିବିର, ବୃକ୍ଷ ରୋପଣ ପରେ ନିଶା ନିବାରଣ ଭଳି ଏକ ସାମାଜିକ କାର୍ଯ୍ୟକ୍ରମକୁ ସବୁ…
ଶେଷ ଶ୍ରାବଣ ରେ ତାଳପଦର ର ଶହ ଶହ କାଉଡିଆ ଙ୍କ ବୋଲବମ୍ ଯାତ୍ରା।
ପଦ୍ମପୁର :- ପବିତ୍ର ଶ୍ରାବଣ ଶେଷ ସୋମବାର ରେ ପଶ୍ଚିମ ଓଡିଶା ର ତୀର୍ଥପୀଠ ନୃସିଂହନାଥ ଠାରୁ ପ୍ରାୟ ଏକ ଶହ ପଚାଶ କାଉଡିଆ ଜଳଧରି ନିଜ ଗ୍ରାମ ତାଳପଦର କୁ ପ୍ରତିବର୍ଷ ପରି ଚାଲି ଚାଲି ଆସି ମହାଦେବ ଙ୍କ ନିକଟରେ ଜଳାଭିଷେକ କରିଛନ୍ତି l କାଉଡିଆ ମାନେ ଶନିବାର ଅପରାହ୍ନ ତିନିଟା ରୁ ନୃସିଂହନାଥ…
ସମ୍ବାଦ ଆମ ଓଡ଼ିଶା ଏବଂ ସାହିତ୍ୟ ଘର ପକ୍ଷରୁ ରକ୍ଷା ବନ୍ଧନ ଏବଂ ନିଶା ନିବାରଣ ବ୍ରତ ପାଳନରେ ବିଭିନ୍ନ ବର୍ଗର ଲୋକେ…
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସମ୍ବାଦ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସାରା ରାଜ୍ୟରେ ରକ୍ଷା ବନ୍ଧନ ଏବଂ ନିଶା ନିବାରଣ ବ୍ରତ ପାଳନ ହୋଇଥିବା ବେଳେ ବେଲଗୁଣ୍ଠା ସମ୍ବାଦ-ସାହିତ୍ୟ ଘର ଓ ଆମ ଓଡ଼ିଶା ପକ୍ଷରୁ ମଧ୍ୟ ଏହା ମହା ଆଡମ୍ବରରେ ପାଳିତ ହୋଇଯାଇଛି…
ସ୍ବାମୀ, ସ୍ତ୍ରୀ ଙ୍କ କଳହରୁ ଚାଲିଗଲା ଦୁଇ ଜୀଵନ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ): ଖଲ୍ଲିକୋଟ ବ୍ଳକ୍ ତଥା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗ୍ରାମରେ ଖେଳି ଯାଇଛି ଶୋକର ଛାୟା। ରାକ୍ଷୀ ପୂର୍ଣିମା ଭାଇ ହାତରେ ଭଉଣୀ ଵାନ୍ଧିଥାନ୍ତା ରାକ୍ଷୀ । କିନ୍ତୁ ତା ପୂର୍ବରୁ ଦେଖିବାକୁ ମିଳିଛି ଅଘଟଣ । ଏସଂକ୍ରାନ୍ତରେ କହିବାକୁ ଗଲେ,…
ଯୁବ ରେଡ଼କ୍ରସ ଶାଖାର ଅଭିନବ ରକ୍ଷା ବନ୍ଧନ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଏବଂ ରେଡ ରିବନ ଶାଖା ତରଫରୁ " ରକ୍ଷା ବନ୍ଧନ" ଉତ୍ସବ ପାଳନ କରାଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ଦିଗଦର୍ଶନରେ ଆୟୋଜିତ…