Sign in
Sign in
Recover your password.
A password will be e-mailed to you.
ନିମାପଡା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା: ବିଜେଡି ଅଧ୍ୟକ୍ଷ ପଦ ବଜାୟ ରଖିଲା
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସମୀର ଦାସଙ୍କୁ ଶକ୍ତ ଝଟକା
ଭୁବନେଶ୍ୱର, ୨୦/୦୮/୨୦୨୪: ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନୁଷ୍ଠିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟରେ ଦୁଇତୃତୀୟାଂଶ ଭୋଟ ନ ପଡିବାରୁ ପ୍ରସ୍ତାବଟି ଖାରଜ ହୋଇଯାଇଛି । ତେଣୁ ଅଧ୍ୟକ୍ଷ ପଦରେ ଥିବା ବିଜୁ…
ପୂର୍ବତଟ ରେଳପଥ ଦ୍ୱାରା ପୁଣି ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ 2 କିଲୋମିଟର ଦୈର୍ଘ୍ୟ ଟନେଲ କାର୍ଯ୍ୟ ସମ୍ପାଦନ |
ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ଏକ ମହତ୍ୱପୂର୍ଣ୍ଣ ସଫଳତାରେ ପୂର୍ବତଟ ରେଳପଥ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ପୁରୁଣାକଟକ ଓ ଚାରିଛକ ମଧ୍ୟରେ 1,975 ମିଟର…
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଗୋଟିଏ ଟିମ୍ ଭାବେ କାମ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କଗୁରୁତ୍ୱାରୋପ
ସଚିବ ସ୍ତରୀୟ ବୈଠକ: ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା: ମନମୋହନ ସାମଲ
ସଦସ୍ୟତା ଅଭିଯାନ ୨୦୨୪ ପାଇଁ ଅନୁଷ୍ଠିତ ହେଲା ରାଜ୍ୟସ୍ତରୀୟ କର୍ମଶାଳା
ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ
୨୨,୨୩, ୨୪ରେ ଜିଲ୍ଲାସ୍ତରୀୟ ଏବଂ ୨୬, ୨୭, ୨୮ରେ ମଣ୍ଡଳସ୍ତରୀୟ ଓ ୩୧ସୁଦ୍ଧା ବୁଥ୍ସ୍ତରୀୟ କର୍ମଶାଳା
ସବୁ ବର୍ଗକୁ ପ୍ରାଧାନ୍ୟ…
ଭାରତ ଓ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ହେବ ପୂର୍ବ ଭାରତ – ଧର୍ମେନ୍ଦ୍ର ପ୍ରଧାନ
କୋଲକାତାରେ “ସିଆଇଆଇ ପୂର୍ବାଞ୍ଚଳ ଏକଜିମ୍ ସମ୍ମିଳନୀ”ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• ଆଇଆଇଟି ଖଡଗପୁର ଗବେଷଣା ପାର୍କ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ • ପୂର୍ବାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଚଳିତବର୍ଷ ବଜେଟରେ ପ୍ରସ୍ତୁତ 'ପୂର୍ବୋଦୟ ଯୋଜନା' ହୋଇଛି• ପୂର୍ବ ଭାରତରେ ବିପୁଳ…
ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ପ୍ରତ୍ୟେକ ମାସର ତୃତୀୟ ସୋମବାର ହେବାକୁ ଥିଲେ ମଧ୍ୟ ପବିତ୍ର ରକ୍ଷାବନ୍ଧନ ଛୁଟିଦିନ ହୋଇଥିବାବେଳେ, ଆଜି ମଙ୍ଗଳବାର ୨୦/୦୮/୨୦୨୪ ଦିନ ଭଞ୍ଜନଗରସ୍ଥ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ…
ଗୁରୁତ୍ୱପୂର୍ଣ୍ଣ ପଂଚାୟତ ସମିତି ବୈଠକରେ ଯୋଗଦେଲେ ବିଧାୟିକା ଓ ସାଂସଦ
ପାଇକମାଲ ବ୍ଲକର ବିକାଶ ଗତିକୁ ସୁନିଶ୍ଚିତ କରିବା ପାଇଁ ସାଂସଦ ଓ ବିଧାୟିକା ପ୍ରୟାସ କରିବେ :- ଉପାଧକ୍ଷ
ବରଗଡ ;- ଆଜି ପାଇକମାଲ ବ୍ଲକ ସଭାଗୃହ ରେ ପାଇକମାଲ ପଂଚାୟତ ସମିତି ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସାଧାରଣ ନିର୍ବାଚନ ପରେ ଆୟୋଜିତ ହୋଇଥିବା ଏହି ବୈଠକ ରେ ବରଗଡ଼ ଲୋକସଭା ସାଂସଦ…
ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫା ୨ଟି ପୁରସ୍କାରରେ ସମ୍ମାନିତ
ଭୁବନେଶ୍ୱର, ଅଗଷ୍ଟ ୨୦, ୨୦୨୪: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ (ଇମ୍ଫା) କୁ ୨୦୧୯-୨୦ ଏବଂ ୨୦୨୦-୨୧ ବିତ୍ତୀୟ ବର୍ଷରେ ବୃହତ୍ତ ଉଦ୍ୟୋଗ ବର୍ଗରେ ରପ୍ତାନୀରେ ଉତ୍କର୍ଷତା ପାଇଁ ମର୍ଯ୍ୟାଦାଜନକ ଇଇପିସି ଇଣ୍ଡିଆ ଇଷ୍ଟର୍ଣ୍ଣ ରିଜିୟନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଲକାତାଠାରେ…
‘ରାକ୍ଷୀ ପୂର୍ଣ୍ଣିମା’ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇଲେ ସ୍କୁଲ ଛାତ୍ରୀ
ଭାଇ ଭଉଣୀଙ୍କ ମଧ୍ୟରେ ଅତୁଟ ବିଶ୍ୱାସର ପ୍ରତୀକ ହେଉଛି ରାକ୍ଷୀ - ଧର୍ମେନ୍ଦ୍ର ପ୍ରଧାନ
• ରାଷ୍ଟ୍ରପତି ଭବନରେ ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଲେ• ସମବିତ୍ ଗୁରୁକୁଳମ ବାଳିକା ସୈନିକ ସ୍କୁଲର ଛାତ୍ରୀଙ୍କ ଠାରୁ ରାକ୍ଷୀ ଭିଡ଼ିଲେ• ଛୋଟ ଝିଅ ଓ…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ପାଳିତ
https://youtu.be/Af7aClQh6f8
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ବହୁ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପରସ୍ପରକୁ…