ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ର ଗାଇନିକ୍ ସ୍ପେଶାଳିଷ୍ଟ ଡାକ୍ତର ଅଶୋକ ଦାସ ଗର୍ଭବତୀ ମହିଳାଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଜାରେ। ମେଡିକାଲ ସମେତ ସରକାରୀ କ୍ୱାଟର ରେ ଭିଜିଲାନ୍ସ ବିଭାଗର ଚଢାଇ। ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଡିଙ୍ଗ ପଦର ଗାଁର ଗର୍ଭବତୀ ଲକ୍ଷ୍ମୀ ପ୍ରିୟା ମାଝୀ ଙ୍କ ଅସ୍ତ୍ରୋପଚାର କରିବା ନାଁରେ ତାଙ୍କ୍ ସ୍ବାମୀ ଲୋକେଶ ମାଝୀ ଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ଏନେଇ ଲୋକଶ ଭିଜିଲାନ୍ସ ବିଭାଗ ର ଦ୍ବାରସ୍ଥ ହୋଇଥିଲେ। ଯୋଜନାବଦ୍ଧ ଭାବରେ ,ଆଜି ଡାକ୍ତର ଅଶୋକ ଦାସ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢାଇ କାର ଡାକ୍ତର ଙ୍କ ଠାରୁ ରଙ୍ଗବୋଲା ଟଙ୍କା ଜବତ କରିଥିବା ବେଳେ ବର୍ତ୍ତମାନ ଡାକ୍ତର ଙ୍କ ସରକାରୀ କ୍ଵାଟର ରେ ଭିଜିଲାନ୍ସ ବିଭାଗ ର ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ଆହୁରି ୯୬ ହଜାର ୯ ସହ ୫୦ ଟଙ୍କା ଜବତ କରାଯାଇଥିବା ବେଳେ ଡ଼ାକ୍ତର ଙ୍କ ନୟାଗଡ଼ ଠାରେ ଥିଲା ପୌତୃକ ବାସଭବନ ରେ ମଧ୍ଯ ଭିଜିଲାନ୍ସ ପକ୍ଷରୁ ଡାକ୍ତର ଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଳିଥିବା ନେଇ ଭିଜଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.