ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲାର ସମସ୍ତ କ୍ରୀଡ଼ା ଶିକ୍ଷକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର…

ଜାତୀୟ ମହା ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ସଂଗଠନ ତରଫରୁ ଜାତୀୟ ମହା ବୃକ୍ଷରୋପଣ ସପ୍ତାହ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଓ…

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨ତାରିଖ,ସେପ୍ଟେମ୍ବର ୯ ତାରିଖ ଏବଂ ସେପ୍ଟେମ୍ବର ୧୬ ତାରିଖ (ସମସ୍ତ ସୋମବାର) ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।ସଂପ୍ରତି ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ ଏବଂ…

ବସ୍ତାଠାରେ ମତ୍ସ୍ୟ ବିକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

୨୫ ଶହ ଟନ କ୍ଷମତାବିଶିଷ୍ଟ ଏହି କେନ୍ଦ୍ର ପାଇଁ ଖର୍ଚ୍ଚ ହେବ ୭୮.୨୫ କୋଟି ଟଙ୍କା "ମାଛର ବିକ୍ରୟ ସହିତ ରପ୍ତାନି ସୁବିଧାଜନକ ହୋଇପାରିବ': ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ୱର, ତା.୩୦/୦୮/୨୦୨୪: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭାସି ମାଧ୍ୟମରେ ବାଲେଶ୍ୱର…

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ପଦୋନ୍ନତି ସହ ଅନ୍ୟତ୍ର ବଦଳି

ଜଗତସିଂହପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ର ପଦୋନ୍ନତି ସହ ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ବଦଳି ହୋଇଯାଇଅଛି।ଶ୍ରୀ ପଟ୍ଟନାୟକ ଆଜି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଅତିରିକ୍ତ…

ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ)ଙ୍କ ନୟାଗଡ଼ ଜିଲ୍ଲା ଗସ୍ତ

ନୟାଗଡ଼(ବିଶ୍ଵଜିତ ନାୟକ) – ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ) ଶ୍ରୀ ହେମନ୍ତ କୁମାର ନାୟକ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି   ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି  |  ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ…

ଅର୍ଥ ବିଭାଗ ସଚିବାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ

ଅର୍ଥ ବିଭାଗର ଅଜିତ ଶ୍ରେଷ୍ଠ ଖେଳାଳି ଓ ଆଲୋକ ଆଲବର୍ଟ ଶ୍ରେଷ୍ଠ ଗୋଲ ରକ୍ଷକ ଭୁବନେଶ୍ୱର ୩୦.୦୮.୨୪ - ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂଘ ପକ୍ଷରୁ ସଚିବାଳୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ଅନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚିତାକର୍ଷକ ଫାଇନାଲ ମ୍ୟାଚରେ ଅର୍ଥ ବିଭାଗ ସଡନ ଡେଥ…

ୟୁସିସିଆଇଏଲ୍ ପକ୍ଷରୁ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଂଟ୍ ଓଡ଼ିଶା ୨୦୨୪’ର ଶୁଭାରମ୍ଭ

ପୂର୍ବୋଦୟ ବିକାଶରେ ଆଗରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ ରାଜ୍ୟ ଭିତରେ ମୂଲ୍ୟ ଯୋଗ କରିବା ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ  ୨୦୨୯ ସୁଦ୍ଧା ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ ଲକ୍ଷ୍ୟ: ଶିଳ୍ପ ମନ୍ତ୍ରୀ ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ…

୧୦୦ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରିବ ଜିଓ

ମୁମ୍ବାଇ, ଅଗଷ୍ଟ ୨୯, ୨୦୨୪: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି। ଖୁବ୍ ଶୀଘ୍ର କମ୍ପାନୀ ଏହାର ଗ୍ରାହକମାନଙ୍କୁ ୧୦୦ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରିବ। ଫଟୋ, ଭିଡିଓ କିମ୍ବା ଡକ୍ୟୁମେଣ୍ଟ ଭଳି ଯେକୌଣସି ଜିନିଷ ଏହି ଷ୍ଟୋରେଜରେ ରଖାଯାଇପାରିବ। ରିଲାଏନ୍ସ …

ଜିକିତ୍ସା ହେଲ୍ଥକେୟାର ଲିମିଟେଡ ପକ୍ଷରୁ ହସ୍ପିଟାଲଗୁଡିକୁ ୧୦ଟି ଅଟୋମାଟିକ ବ୍ଲଡପ୍ରେସର ମେଶିନ ବିତରଣ

ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ‘କମିଟେଡ ଟୁ କେୟାର’ ଅଭିଯାନର ଶୁଭାରମ୍ଭ ଭୁବନେଶ୍ୱର: ଅଗ୍ରଣୀ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନକାରୀ ସଂସ୍ଥା ଓ ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳକ, ଜିକିତ୍ସା ହେଲ୍ଥକେୟାର ଲିମିଟେଡ ଏହାର ନୂଆ ସାମାଜିକ…