ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ବିଶ୍ୱ ମଧୁମେହ ଦିବସ ପାଳନ କରିଛି

ଝାରସୁଗୁଡା, ଓଡିଶା, ୨୮ ନଭେମ୍ବର, ୨୦୨୪: ଆଲୁମିନିୟମର ବୃହତମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଝାରସୁଗୁଡାର ଗ୍ରାମଗୁଡିକରେ ବିଶ୍ୱ ମଧୁମେହ ଦିବସ ପାଳନ କରିଥିଲା। “ବ୍ରେକିଙ୍ଗ୍ ବ୍ୟାରିୟରସ୍‌, ବ୍ରିଜଙ୍ଗ ଗ୍ୟାପ୍ସ” ଥିମ୍ ସହିତ ସଜ୍ଜିତ ଏହି ସ୍ୱାସ୍ଥ୍ୟ…

ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆଲୋଚନା

ଭୁବନେଶ୍ୱର, ନଭେମ୍ବର ୨୮: ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିଦେ୍ର୍ଧଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଗୁରୁବାର ଏଠାରେ ଶିକ୍ଷା ଓ ଅନୁସନ୍ଧାନର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ ନାୟକଙ୍କ ସହ ସୋ÷ଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି । ଓଡ଼ିଶାରେ ଗୁଣାତ୍ମକ…

ସୋଆ ଓ ୱିପ୍ରୋ ଲିମିଟେଡ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର, ନଭେମ୍ବର ୨୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ଅଗ୍ରଣୀ ଆଇ.ଟି କମ୍ପାନୀ ୱିପ୍ରୋ ଲିମିଟେଡ୍ ମଧ୍ୟରେ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନଙ୍କର ପ୍ରଶିକ୍ଷଣ ନିମନ୍ତେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ଏହି ବୁଝାମଣା ପତ୍ର…

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ହୀରାକୁଦରେ ଶୁଭାରମ୍ଭ କଲା ଡିଜିଟାଲ କ୍ଲାସ୍‍ରୁମ ପ୍ରୟାସ ‘ପ୍ରୋଜେକ୍ଟ ଅନଭିଶା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ‘ପ୍ରୋଜେକ୍ଟ ଅନଭିଶା’ ଅଧୀନରେ ଏକ ଡିଜିଟାଲ କ୍ଲାସରୁମ୍‍ ପ୍ରୟାସ ନିକଟରେ ଉଦ୍‍ଘାଟିତ ହୋଇଯାଇଛି । ଏହା କମ୍ପାନୀର ସମ୍ବଲପୁର ଜିଲ୍ଲାରେ ହୀରାକୁଦ ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳର ୭ଟି…

ଓଡ଼ିଶା ବଜାରରେ ପ୍ରବେଶ କଲା ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର/ପୁରୀ, ନଭେମ୍ବର ୨୮, ୨୦୨୪: ନୂତନତା ଓ ଉଚ୍ଚମାନର ଗୁଣବତ୍ତା ପାଇଁ ଜଣାଶୁଣା ଜିନ୍ଦଲ ପାନ୍ଥର୍ ସିମେଣ୍ଟ ଗତକାଲି ପୁରୀରେ ଆୟୋଜିତ ଏକ ଉନ୍ମୋଚନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ସିମେଣ୍ଟ ବଜାରରେ ପଦାର୍ପଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସହିତ ପୂର୍ବ ଭାରତର ନିର୍ମାଣ…

ବାହାର ରାଜ୍ୟର ଧାନ ଗାଡି ଉପରେ ନଜର:ବିଭିନ୍ନ ଜିଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ

ଭୁବନେଶ୍ୱର-ତା.୨୮.୧୧.୨୦୨୪: ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର…

ଶିଳ୍ପ ବିଭାଗ ସାଂସ୍କୃତିକ ପରିଷଦର ୪୪ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,୨୮/୧୧/୨୦୨୪: ଶିଳ୍ପ ବିଭାଗର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଏହାର ୪୪ତମ ବାର୍ଷକ ଉତ୍ସବ ପାଳିତ ହୋଇଯାଇଛି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ,…

ଜାଡ଼ରେ ଅସ୍ତବ୍ୟସ୍ତ ଓଡିଶାର ଡାର୍ଜୀଲିଙ୍ଗ ଘୁ.ଉଦୟଗିରି: ତାପମାତ୍ରା 6.2 ରେକର୍ଡ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡିଶାର ଡାର୍ଜିଲିଙ୍ଗ ଭାବେ ବେଶ ପରିଚିତ ଘୁ.ଉଦୟଗିରିରେ ଦିନକୁ ଦିନ ତଳ ମୁହାଁ ହେବାରେ ଲାଗିଛି l ଆଜି ପାରଦ ଖସି 6.2ରେ ପହଞ୍ଚିଥିବା ସ୍ଵଚନା ଦେଇଛି କ୍ରୁଷି ଗବେଷଣା କେନ୍ଦ୍ର। ସେହି ପରି ଆଜି ଫୁଲବାଣୀରେ 8.5 ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ…

୨୯ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟକୁ ଆସିବେ ପ୍ରଧାନମନ୍ତ୍ରୀ: ମନମୋହନ ସାମଲ

ଭୁବନେଶ୍ୱର, ତା.୨୭/୧୧: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ବିଜେପି ଏକାକୀ ରାଜ୍ୟରେ ପ୍ର୍ରଥମ ଥର ଲାଗି ସରକାର ଗଠନ କରିବା ପରେ ଶ୍ରୀ ମୋଦିଜୀ ୨ୟ ଥର ଲାଗି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୯ ତାରିଖ ଅପରାହ୍ନରେ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ

https://youtu.be/0aRYXkH3c-s ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର , ଏନ୍ ଏମ୍ ୱାଇ ସି ଏସ୍ ଶକ୍ତିସଦନ ର ମିଳିତ ଆନୁୁୁକୂଲ୍ୟରେ ଆଜି (ବୁଧବାର) ଜିଲ୍ଲାପାଳ ସମ୍ମେଳନ କକ୍ଷ ଠାରେ ଆନ୍ତର୍ଜାତୀୟ ମହିଳା ଓ…