Sign in
Sign in
Recover your password.
A password will be e-mailed to you.
ଗୁଣପୁର ପୋଲିସ ପକ୍ଷରୁ 687 କେ ଜି ଗଞ୍ଜେଇ ଜବତ, ଦୁଇ ଗିରଫ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି l ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅଧୀନ ଅନ୍ତରବା ଗ୍ରାମ ଜୁଶୟ ରାଇତ ଏବଂ ମୁକେଶ ମଣ୍ଡଳ ବୋଲି ଜଣାପଡିଛି l ଦୁହେଁ ଏକ ମ୍ୟlକ୍ସ…
ସାମ୍ବାଦିକଙ୍କ ନିମନ୍ତେ ଯାତ୍ରୀ ପରିବହନ ବସ ରେ ଏକ୍ ସ୍ଵତନ୍ତ୍ର ସ୍ଥାନ ସଂରକ୍ଷଣ ନିମନ୍ତେ ଦାବୀ l
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସଂଘର ଆବାହକ ଶ୍ରୀ ଶକ୍ତି ଦାଶ, ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଓ ସମ୍ପାଦକ ହରିହର ଶତପଥୀ ଙ୍କ ସମେତ ସଂଘର ସଦସ୍ୟ ରଞ୍ଜିତ କୁମାର ପାଢ଼ୀ(ଟୁଟୁ) ଓ ମନୋଜ କୁମାର ନାଲା ରାୟଗଡ଼ା ଜିଲ୍ଲା ଆଞ୍ଚଳିକ…
ହରିଦାସପୁର- ପାରାଦ୍ବୀପ ଦ୍ଵିତୀୟ ରେଳ ଲାଇନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ/ଭୁବନେଶ୍ୱର, ୩୧/୦୮ : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପ-ସଭାପତି ଏବଂ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ଦ୍ଵିତୀୟ ରେଳ ଲାଇନ ପ୍ରକଳ୍ପ ପାଇଁ…
ଗାନ୍ଧୀ ପବ୍ଲିକ ସ୍କୁଲରେ ଆର୍ଯ୍ୟଭଟ୍ଟ ଗଣିତ ପ୍ରତିଯୋଗିତା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସିବିଏସଇ ଦ୍ୱାରା ପରିଚାଳିତ ଗୁଣପୁର ସ୍ଥିତ ଗାନ୍ଧୀ ପବ୍ଲିକ ସ୍କୁଲରେ ଆର୍ଯ୍ୟଭଟ୍ଟ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ବିଦ୍ୟାଳୟର ଅଷ୍ଟମ,ନବମ,ଦଶମ ଶ୍ରେଣୀର ଦୁଇଶହ ପଚାଶ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମହାନ ଗଣିତଜ୍ଞ…
ଚାଲିଛି ରାଜ୍ୟବ୍ୟାପୀ ‘ସୁଭଦ୍ରା’ କାର୍ଯ୍ୟକାରିତାର ତାଲିମ କାର୍ଯ୍ୟକ୍ରମ
-ଲୋକଙ୍କ ପାଖରେ ଠିକ ଖବର ପହଞ୍ଚାଇବାକୁ ଦିଆଯାଉଛି ଗୁରୁତ୍ୱ -ତାଲିମ ମାଧ୍ୟମରେ ସୁଭଦ୍ରା ମାର୍ଗଦର୍ଶିକାକୁ ଘରେ ଘରେ ପହଞ୍ଚାଇବାର ଉଦ୍ୟମ
ଭୁବନେଶ୍ୱର: “ସୁଭଦ୍ରା” ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ତାଲିମ…
ବାଲେଶ୍ବର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଦୁର୍ଭାଗ୍ୟଜନକ : ବିଜେଡି
ସରକାରକୁ ଆସିବାର ତିନି ମାସ ପରେ ବି ମଧୁଚନ୍ଦ୍ରିକା ସମୟ ଶେଷ ହୋଇ ନାହିଁ
ସରକାର ଆଦିବାସୀ ବିରୋଧୀ, ମହିଳା ବିରୋଧୀ ଓ ଶିଶୁ ବିରୋଧୀ
ପକ୍ସୋ ଆଇନ ଅନୁଯାୟୀ ପରିବାରକୁ ତୁରନ୍ତ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯାଉ
ଭୁବନେଶ୍ୱର, ୦୧/୦୯/୨୦୨୪: ବାଲେଶ୍ଵର ଜିଲ୍ଲାର ରେମୁଣା…
ଭିଡିଓ କନଫରେନ୍ସିଂ ଜରିଆରେ ୩ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
• ‘‘ବନ୍ଦେ ଭାରତ ଟ୍ରେନ୍ ର ଆଧୁନିକୀକରଣ ଓ ସମ୍ପ୍ରସାରଣ ସହିତ ଦେଶ ବିକଶିକ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି’’• ‘‘ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷିଣ ରାଜ୍ୟଗୁଡ଼ିକର ଦ୍ରୁତ ବିକାଶ ଜରୁରୀ’’• ‘‘ଆଧୁନିକ ଟ୍ରେନ୍, ଏକ୍ସପ୍ରେସ୍ ୱେର ନେଟୱର୍କ ଏବଂ ବିମାନ ସେବାର…
ମହା ସମାରୋହରେ ପଦ୍ମପୁର ଏନ୍ ଏ ସି ରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ।
ପଦ୍ମପୁର :-ସ୍ଥାନୀୟ ରାଜାଜୀ ଟାଉନ ହଲ୍ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ…
ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳନ।
ଵଲାଙ୍ଗୀର : ଆଜି ଵଲାଙ୍ଗୀର ପୌର ପରିଷଦ ଆନୁକୂଲ୍ୟରେ ସ୍ୱାୟତ ଶାସନ ଦିବସ ମହା ମହାସମାରୋହରେ ପାଳନ ହୋଇଯାଇଛି।ଏନେଇ ଆଜି ଵଲାଙ୍ଗୀର ପୌର ପରିଷଦ କାର୍ଯ୍ୟଳୟ ପରିସରରେ କାର୍ଯ୍ୟଳୟର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ କତୃବୃନ୍ଦ ସଦସ୍ୟ,ବିଭିନ୍ନ ଏସଏଚଜି, ଗ୍ରୁପର ମହିଳା ସହ ସହରର ବୁଦ୍ଧିଜୀବୀ,…
ଭଞ୍ଜନଗର ଏନ୍.ଏ.ସି ରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାଳନ ହୋଇଛି ସ୍ୱାୟତ୍ତ ଶାସନ ଦିବସ ଉତ୍ସବ। ଆଜି ଅର୍ଥାତ୍ ଅଗଷ୍ଟ ମାସ ୩୧ ତାରିଖ ଶନିବାର ୨୦୨୪ ହେଉଛି ସ୍ୱାୟତ୍ତ ଶାସନ ଦିବସ ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବ କୁ ବହୁ ଉତ୍ସାହ ଓ ଉଦ୍ଦୀପନା ରେ ପାଳନ କରିଆସୁଅଛି…