ତନୁଜା ଶତପଥୀ ଇଣ୍ଡିଆନ୍ ଏଣ୍ଡିଭିସୁଆଲ ଏକ୍ସିଲେନ୍ସ ଏୱାର୍ଡ ରେ ପୁରସ୍କୃତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ଵର ସ୍ଥିତ ଜୟଦେବ ଭବନଠାରେ ୩୦ ଅଗଷ୍ଟ ୨୦୨୪ ଦିନ ବିଜେପି ପର୍ଯ୍ୟବେକ୍ଷକ କବି ତଥା ସାରସ୍ଵତ ସାଧକ ଶଙ୍କର ପରିଡ଼ା ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ''ପ୍ରଗତି'' ମହିଳା ସଂଗଠନର ସମ୍ପାଦିକା ତନୁଜା ଶତପଥୀ ସମ୍ବର୍ଦ୍ଧନା…

-କାଶୀପୁର ଠାରେ ଡ୍ରାଇଭର ସଂଘ ପ୍ରତିଷ୍ଠା ଦିବସ ପାଳିତ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ସାରା ଦେଶରେ ଆଜି ଡ୍ରାଇଭର ଦିବସ ପାଳିତ ହେଉଥିବାବେଳେ ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ମଧ୍ୟ ଆଜି ଅଞ୍ଚଳ ର ଶତାଧିକ ମୋଟର କର୍ମଚାରୀ ଙ୍କୁ ନେଇ ବଡ଼ ଜାଖଜଖମ ର ସହ ଡ୍ରାଇଭର ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ କୁ କାଶୀପୁର…

ପୋଡା ପାଢ଼ୀ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ଓ ଉତ୍କଳ ଆଲୁମିନା କମ୍ପାନୀ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକ ର ବିଭିନ୍ନ ସ୍ଥାନରେ ଆଜି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ ହେଇଯାଇଛି । ତେବେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ର ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ଆଜକୁ ୪ ବର୍ଷ ହେବ ଓଡିଶା ଡ୍ରାଇଭର ମହାସଂଘ ର…

ଗଠନ ହେଲା ଗୁଣପୁର ଷ୍ପଟ୍ସ ଏସୋସିଏସନ: ନଭେମ୍ବର ରେ ତୃତୀୟ ଜିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସହରର ଖେଳାଳି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ଥାନୀୟ ଅଞ୍ଚଳରେ କ୍ରିଡା କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା କରାଯିବା ସହ ଏହାର ସମାଧାନ କିପରି କରାଯିବ ସେନେଇ…

ପୁନଃ ନିଯୁକ୍ତି ପାଇଁ ଛଟେଇ/NRBC/RP /ମାନଙ୍କ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ

ନବରଙ୍ଗପୁର, ଅଶୋକ ସାହୁ/ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା, ଡାବୁଗାଁ ବ୍ଲକ୍ ,ଗରୁଡ ଗୁଡ଼ା ଗ୍ରାମ ସ୍ଥିତ ଶ୍ରୀ ରାମକୃଷ୍ଣ ମନ୍ଦିର ପରିସରରେ ସାଧନ କର୍ମୀ ମନୋଜ ନେତାମଙ୍କ ସଭାପତିତ୍ବରେ ଓଡ଼ିଶା ଶିକ୍ଷା ସାଧନ କର୍ମୀ RP ମାନଙ୍କ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ୨୦୦୭…

ସୁଭଦ୍ରା ଯୋଜନାର ୱେବ ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ସୁଭଦ୍ରା ଯୋଜନାର “ୱେବ ପୋର୍ଟାଲ” ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା |ଏହି ୱେବ ପୋର୍ଟାଲର ଲିଙ୍କହେଲା www.subhadra.odisha.gov.in | ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୱେବ ପୋର୍ଟାଲର ଶୁଭାରମ୍ଭ କରି କହିଛନ୍ତି ଯେ…

ସମ୍ ହସ୍ପିଟାଲ ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ

ଭୁବନେଶ୍ୱର, ସେପ୍ଟେମ୍ବର ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡାଇବେଟିସ୍ ଓ ଏଣ୍ଡୋକ୍ରିନୋଲଜି ବିଭାଗକୁ ଅଭିନବ ଗବେଷଣା ନିମନ୍ତେ ନିକଟରେ ଲକ୍ଷେ୍ମା ଠାରେ ଅନୁଷ୍ଠିତ ଆମେରିକାନ୍ କଲେଜ ଅଫ୍ ଫିଜିସିଆନସ୍‌ର ଇଣ୍ଡିଆ…

ପାରଳା ପୌର ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ – ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

https://youtu.be/Cx0DWNMUkgk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ - ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳା ପୌର ପରିଷଦ…

ରେଭେନ୍ସା ବିଶ୍ୱବିଦ୍ୟାଳୟର ଅସଲ ନିର୍ମାତାଙ୍କୁ ସମ୍ମାନ ଦେବାର ସମୟ ଆସିଛି: ଅନିଲ ବିଶ୍ୱାଳ

ଭୁବନେଶ୍ୱର, ତା.୦୧/୦୯: ପାଣ୍ଡିଆନଙ୍କ ଭଳି ନକଲି ଶାସକଙ୍କ ପାଇଁ ଓକିଲାତି କରି ଶାସନରୁ ବିଦା ହୋଇଥିବା ବିଜୁ ଜନତା ଦଳ ଆଜି ଆଉ ପାଦେ ଆଗକୁ ଯାଇ ଜଣେ ବ୍ରିଟିଶ୍ ଅଫିସର ଥୋମାସ୍ ଏଡ୍‌ୱାର୍ଡ ରେଭେନ୍ସା, ଯାହାଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ସମୟରେ ଓଡ଼ିଶାର ୨୦ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା…

ଶିଳ୍ପରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦିଆଯାଉ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ରିସର୍ଜେଂଟ୍ ଓଡ଼ିଶା ୨୦୨୪ ଉଦ୍‌ଯାପିତ ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସଂସ୍ଥା ସ୍ଥାପନ କରୁଥିବା କମ୍ପାନିଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହ୍ୱାନ ଦେଇ ମହିଳାମାନଙ୍କ ନିଯୁକ୍ତି ଉପରେ ଧ୍ୟାନ ଦେବାକୁ କହିଛନ୍ତି । ଉତ୍କଳ ଚାମ୍ବର ଅଫ୍ କମର୍ସ ଆ ଇଷ୍ଟ୍ରି ଲିମିଟେଡ ପକ୍ଷରୁ ଜନତା…