ଦଳର ନେତା ଓ କର୍ମକର୍ତ୍ତାଙ୍କୁ ମନମୋହନଙ୍କ ତାଗିଦ :”ନିଜ ଆଚରଣ ଓ ଉଚାରଣକୁ ଠିକ ରଖ”

ରାଜ୍ୟ ଶୃଙ୍ଖଳା କମିଟି ବୈଠକ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ବିଚାର କରାଯାଇ ବିହୀତ ପଦକ୍ଷେପ ନେବା ପାଇଁ ବୈଠକରେ ନିଷ୍ପତି ଭୁବନେଶ୍ୱର, ତା.୦୧/୦୯: ନିର୍ବାଚନ ଏବଂ ନିର୍ବାଚନ ପରବର୍ତୀ ସମୟରେ ଦଳୀୟ ଅନୁଶାସନ ଭଙ୍ଗ ଓ…

ସ୍ୱାୟତ ଶାସନ ଦିବସରେ ଭାଗ ନେଲେନାହିଁ କୌଣସି କାଉନସିଲର

ବିକାଶ କାମକୁ ନେଇ ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ଛକାପଞ୍ଜା ଯାଜପୁର ୦୧/୦୯(ବ୍ୟୁରୋ): ବ୍ୟାସନଗର ପୌର ପରିଷଦ ବିବାଦ ଘେରରେ। ଅଞ୍ଚଳର ବିକାଶ ନା ରେ ଭୁଆଁ ବୁଲାଉଛନ୍ତି ଅଧିକାରୀ। ବ୍ୟାସନଗର ପୌରା ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପ ଯୋଗୁଁ ଗୋଟିଏ ପରେ ଗୋଟିଏ ବିବାଦ ଦେଖାଦେଉଛି l ।…

ବରଗଡ଼ ଜିଲ୍ଲା ପ୍ରଶାସନର କର୍କଟ ରୋଗ ନିରାକରଣ ଅଭିଯାନ

ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସାମାଜିକ ସଙ୍ଗଠନ କର୍ମୀଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକ ବରଗଡ଼:- ରାଜ୍ୟର କର୍କଟ ପ୍ରବଣ ସ୍ଥାନ ଭାବେ ପରିଚିତ ବରଗଡ଼ ଜିଲ୍ଲାରେ କର୍କଟ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ମାର୍ଗ ଦର୍ଶନରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ନିଜସ୍ୱ…

ନୂଆଖାଇ ଭେଟଘାଟ ପାଇଁ ଏ ବି ସି ଡି ର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ୨୬ ତମ ବୋଡାସମ୍ବର ନୁଆଁଖାଈ ଭେଟ ଘାଟ ଉପଲକ୍ଷେ ରଙ୍ଗୋଲି, ଝୋଟି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀ ଅନିଲ କୁମାର ବେହରା ମା ସମଲେଶ୍ୱେରୀ ଙ୍କ ଦୀପ ପ୍ରଜ୍ବଳନ କଲାପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ସହ ସମ୍ପାଦକ…

ରାଜବୋଡାସମ୍ବର ବ୍ଲକ୍ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ।

ପଦ୍ମପୁର :- କେ ଆର୍ ପି ହାଇସ୍କୁଲ ବାଜେନମୁଣ୍ଡା ପରିସର ମଧ୍ୟରେ ରାଜବୋଡାସମ୍ବର ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ବ୍ଲକ ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବରଗଡ଼ ଜିଲ୍ଲା ଓଷ୍ଟା ସଭାପତି ଶ୍ରୀ ନନ୍ଦଲାଲ ନାଏକ, ଉପ ସଭାପତି ଶ୍ରୀ…

ଗୁଣପୁରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣପୁର ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛିl ଦିବା ସମୟରେ ସହର ମଧ୍ୟରେ ଭାରୀଯାନ ପ୍ରବେଶ ଦ୍ୱାରା ଜନସାଧାରଣଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛିl ସହର ମଧ୍ୟରେ ଥିବା ବ୍ୟବସାୟିକ…

ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ.

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଗ୍ରାମଦୋୟ ପ୍ରୋଜେକ୍ଟ ତରଫରୁ ନବରଙ୍ଗପୁର ଜିଲ୍ଲା କୋର୍ଟକୁ ହେଲ୍ପ ଏ ଚାଇଲଡ NGO ସଂସ୍ଥା ତରଫରୁ ନବରଙ୍ଗପୁର ବ୍ଲକ ଓ ପାପଡାହାଣ୍ଡି ବ୍ଲକ ର ଦୁଇଟି ଛାତ୍ରଛାତ୍ରୀ ଦଳ ଜିଲ୍ଲା କୋର୍ଟକୁ ପରିଭ୍ରମଣରେ ଆସିଥିଲେ l କୋର୍ଟ କାର୍ଯ୍ୟ…

ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂ ପକ୍ଷରୁ କୁରୁଗୁଡା ଗ୍ରାମରେ ପିଏମ- ଜନମନ କାର୍ଯକ୍ରମ

୧୧ଟି ମୌଳିକ ସୁବିଧା ପାଇବେ ପିଭିଟିଜି : ସ୍ଵତନ୍ତ୍ର ଅଧିକାରୀ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପିଏମ୍-ଜନମନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମର ଦଶମ ଦିନରେ ଚିନାସାରି ଗ୍ରାମ ପଞ୍ଚାୟତର କୁରୁଗୁଡା ଚର୍ଚ୍ଚ ଠାରେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଥିରେ ଆଖପାଖ ୬ଟି ଗ୍ରାମର…

ଓଡ଼ିଶା ଡ୍ରାଇଭର ମହାସଂଘର ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ।

ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ ।/ଶାସକ ପ୍ରଶାସକ: ଓଡ଼ିଶା ଡ୍ରାଇଭର ମହାସଂଘ ସେପ୍ଟେମ୍ବର ଏକ ତାରିଖରେ ରାଷ୍ଟ୍ରୀୟ ଡ୍ରାଇଭର ଦିଵସ ସାରା ରାଜ୍ୟରେ ପାଳନ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ସାରସକଣା ଠାରେ ସାରସକଣା ବ୍ଳକ ଡ୍ରାଇଭର ମହାସଂଘ ତରଫରୁ…

ବାଣପୁର ସତସଙ୍ଗ ବିହାରର ସଭାପତିଙ୍କ ପରଲୋକ: ଶେଷ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ

ବାଣପୁର: (ସେକ କୌସର) :ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବାଣପୁର ସତସଙ୍ଗ ବିହାରର ସଭାପତି ତଥା ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ବଡ଼ ଦାଦା ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ଆଜି ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ଅଗ୍ରୱାଲ ଜଣେ ଧର୍ମ ପରାୟଣ…