ବେଲଗୁଣ୍ଠାରେ ଧୂମଧାମରେ ଚାଲିଛି ଦୂର୍ଗାପୂଜା ; ମେଢ଼ରୁ ମେଢ଼ ବୁଲି ଭକ୍ତଙ୍କ ଆଶୀର୍ବାଦ ଭିକ୍ଷା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆରମ୍ଭ ହୋଇଛି ଜଗଜ୍ଜନନୀ ମାଆ ଦୁର୍ଗାଙ୍କର ଦଶହରା ଉତ୍ସବ I ପୀଠ ଗୁଡିକରେ ମହାଷ୍ଟମୀ ପୂଜା ସରିଥିବା ବେଳେ ମୃଣ୍ମୟୀ ଦେବୀଙ୍କର ମହାସପ୍ତମୀ ପୂଜା ସରିଛି I ଏହି ପ୍ରରିପ୍ରେକ୍ଷୀ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଦେବୀ ପୀଠ ଏବଂ ଅସ୍ଥାୟୀ ପୂଜା ମଣ୍ଡପ ଗୁଡ଼ିକ…

ଶିକ୍ଷକ ମନୋଜ କୁମାର ମହାପାତ୍ର ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବ୍ରାହ୍ମଣସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ରଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନିତ କରାଯାଇଛି. ରାୟଗଡା ଜିଲ୍ଲା ପରିଷଦ ସଂନ୍ମିଳନୀ କକ୍ଷରେ ଆୟୋଜିତ ଆକାଂକ୍ଷୀ ଜିଲ୍ଲା…

ସିଦ୍ଧିଦାତ୍ରୀ ବେଶରେ ମାଁ ଦୁର୍ଗା

ପଦ୍ମପୁର :- ସ୍ଥାନୀୟ ବନଦୁର୍ଗା ମନ୍ଦିରରେ ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜା ର ଆଜି ନବମ ଦିନରେ ମାଁ ଦୁର୍ଗା ସିଦ୍ଧିଦାତ୍ରୀ ବେଶ ରେ ପୂଜା ପାଉଛନ୍ତି । ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀ…

ବିଶ୍ୱ ଅଣ୍ଡା ଦିବସ ୨୦୨୪ ସମଗ୍ର ବିଶ୍ୱରେ ଖାଦ୍ୟରେ ଅଣ୍ଡାର ମହତ୍ତ୍ୱ, ଅନୁକୂଳତା ଏବଂ ପୁଷ୍ଟିକର ଯୋଗ୍ୟତାକୁ ସ୍ମରଣ…

ବିଜେପୁର :ସୁଶାନ୍ତ ସାହୁ (ସାଶକ ପ୍ରଶାସକ ): ବିଶ୍ୱ ଅଣ୍ଡା ଦିବସ ୨୦୨୪ ସମଗ୍ର ବିଶ୍ୱରେ ଖାଦ୍ୟରେ ଅଣ୍ଡାର ମହତ୍ତ୍ୱ, ଅନୁକୂଳତା ଏବଂ ପୁଷ୍ଟିକର ଯୋଗ୍ୟତାକୁ ସ୍ମରଣ କରିଥାଏ | ଏହି ଦିନ ଅଣ୍ଡାର ସୁଲଭ ପ୍ରୋଟିନ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଯୋଗାଣରେ ଅଣ୍ଡା ଦେଇଥିବା ଅବଦାନକୁ…

ଆର୍ ଏସ ଏସ୍ ପକ୍ଷ ରୁ ବିଜୟା ଦଶମୀ ପାଳନ।

 ବାସୁଦେବପୁର - ବାସୁଦେବପୁର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳନ କରା ଯାଇଛି। ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ରୁ ଆର୍ ଏସ ଏସ ର ସଞ୍ଚଳନ ବାହାରି ନଗର ପରିକ୍ରମା କରିଥିଲା। ପରେ ସ୍ଥାନୀୟ ଏ ବି ହାଇସ୍କୁଲ ପଡିଆ ଠାରେ ବିଜୟା ଦଶମୀ ଉତ୍ସବ ପାଳନ କରା…

ବିଭିନ୍ନ ସ୍ଥାନ ରେ ଦୁର୍ଗାପୂଜା ପାଳନ।

ବାସୁଦେବପୁର - ଶାରଦୀୟ ଦୁର୍ଗାପୂଜା ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ପାଳନ ହୋଇ ଯାଇଛି। ସକାଳୁ ସକାଳୁ ସମସ୍ତ ପୂଜା ମଣ୍ଡପ ରେ ଭକ୍ତ ମାନଙ୍କ ର ଗହଳ ଚହଳ ଲାଗି ରହିଛି। ବାସୁଦେବପୁର ପୌର ପରିଷଦ ଓ ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ମା ଙ୍କ ପୂଜା ମଣ୍ଡପ ରେ ଧୁମ୍ ଧାମରେ ମା ପୂଜା ପାଉ…

ଭଞ୍ଜନଗର ସହରର ଅଷ୍ଟଵେତାଳ ପୂଜା ଅନ୍ୟତ୍ର ଦେଖିବାକୁ ବିରଳ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହରର ଅଷ୍ଟଵେତାଳ ପୂଜା ଅନ୍ୟତ୍ର ଦେଖିବାକୁ ବିରଳ। ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଗାପୂଜା ଅବସରରେ ପ୍ରଥମେ ଏହି ପୂଜା ଆରମ୍ଭ ହୋଇଥିଲା। ଏହି ପୂଜା ଉକ୍ତ ସ୍ଥାନର ଅତି ପୁରାତନ ଅଟେ। ବ୍ରିଟିଶ ଶାସନ କାଳରୁ ଘୁମୁସର ଅଞ୍ଚଳର ଏହା ପ୍ରଥମ…

ମା’ ଓ ପିଲାଙ୍କ ପାଇଁ ଉତ୍କଳ ଆଲୁମିନାର ‘ପ୍ରୋଜେକ୍ଟ ଉର୍ମି’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ନିକଟରେ ‘ପ୍ରୋଜେକ୍ଟ ଉର୍ମି’ ପ୍ରଚଳନ କରିଛି । ଏହା ରାୟଗଡାର କାଶୀପୁର ବ୍ଲକ ଏବଂ କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟ ରଖୁଛି ।…

ଶାରଦୀୟ ରଙ୍ଗମଞ୍ଚରେ ରଞ୍ଜିତା ଉଦ୍ଘାଟିତ।

ପଦ୍ମପୁର :- ସ୍ଥାନୀୟ ରାଜବାଟୀ ପଡ଼ିଆ ଶାରଦୀୟ ରଙ୍ଗମଞ୍ଚ ରେ ରଞ୍ଜିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ପ୍ରତାପ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ ଯୋଗ…

ଗୁଣୁପୁର ସଦର ହସ୍ପିଟାଲ ରେ ତାଲୁକ ଲିଗାଲ କମିଟି ଦ୍ୱାରା ବିଶ୍ୱ ମାନସିକ ଦିବସ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କାର୍ଯ୍ୟାଳୟ ଅଧୀନ ରେ ଥିବା ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ବିଶ୍ୱ ମାନସିକ ଦିବସ ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ…