“ନାରୀ ସର୍ବଦା ବନ୍ଦନୀୟ,ନାରୀ ର ସ୍ଥାନ ଖୁବ ଉଚ୍ଚରେ”

ପଦ୍ମପୁର :- ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ 'ପ୍ରୟାସ ' ପଦ୍ମପୁରରେ ନିର୍ଦ୍ଧାରିତ ପ୍ରସ୍ତାବ କ୍ରମେ ଶକ୍ତିସ୍ୱରୂପା, ନାରୀ ଯେ ସର୍ବଦା ବନ୍ଦନୀୟ, ନାରୀର ସ୍ଥାନ ଖୁବ ଉଚ୍ଚରେ ଝିଅଟିଏ ଜନ୍ମନେଲେ ଘର ଦୁଃଖ ନୁହେଁ ବରଂ ଖୁସି ଓ ଆନନ୍ଦରେ ଉତ୍ସବ ମୁଖର ହେବା ଉଚିତ। ସଭାପତି ପ୍ରକାଶ ମେହେରଙ୍କ…

“ସଖୀ” ୱାନ ଷ୍ଟପ ସେଣ୍ଟର ତରଫରୁ “ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର , ଗଜପତି ତରଫରୁ "ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଉତ୍କଳ ବାଳାଶ୍ରମ , ପାରଳାଖେମୁଣ୍ଡି ଠାରେ ଅନୁଷ୍ଠାନର ଶିଶୁ କନ୍ୟାମାନଙ୍କୁ ନେଇ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ "ସଖୀ" ୱାନ ଷ୍ଟପ…

ବସନ୍ତପୁର ସାଇ ମନ୍ଦିରରେ ମହାସମlଧି ଦିବସ ପାଳିତ

ଗରଦପୁର: ପବିତ୍ର ଦଶହରା ଆଜିର ଦିନରେ ସାଇବାବା ମହସମାଧି ନେଇଥିଲେ।।। ଶିରିଡି ରେ ମହସମାରୋହରେ ଏହି ଦିବସ ପାଳନ ହେଉଥିବା ବେଳେ ସମସ୍ତ ସାଇ ମନ୍ଦିର ମାନଙ୍କରେ ଏହି ଦିବସକୁ ବେଶ୍ ଧୁମ୍ ଧାମ ରେ ପାଳନ କରା ଯାଉଛି।। ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରାଣ…

ତୋପ ସଲାମି ସହ ଭାବପୂର୍ଣ୍ଣ ବିଦାୟ ନେଲେ ବୀର ଜବାନ ବସନ୍ତ କୁମାର ଦଳେଇ।

ବାସୁଦେବପୁର - ବାସୁଦେବପୁର ଠାରୁ ପଦ୍ମପୁର ଦୀର୍ଘ ୧୪ କିଲୋମିଟର ରାସ୍ତା ରେ ଶୁଭୁଥିଲା ଗୋଟିଏ ସ୍ବର ଅମର ରହେ ବୀର ଜବାନ ବସନ୍ତ କୁମାର ଦଳେଇ। ସମସ୍ତ ଙ୍କ ଆଖି ରୁ ଝରୁ ଥିଲା ଅଶ୍ରୁ । ଘଟଣା ଟି ଥିଲା ଏହି ପରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପଦ୍ମପୁର ପଞ୍ଚାୟତର ଶରତରପୁର ଗ୍ରାମ ର…

ଗୁଣୁପୁର ବାଉରୀ ସାହି ଦଶହରା ଶ୍ରଦ୍ଧାଳୁଙ୍କ ମନ ମୋହୁଛି, କଳାକୁଞ୍ଜ ପ୍ରତିକୃତି ଦେଖିବାକୁ ଜମୁଛି ଭିଡ଼

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଷାଠିଏ ସତୁରୀ ଦଶକରୁ ଆୟୋଜନ ହେଉଛି ବାଉରୀ ସାହିର ଦୁର୍ଗା ପୂଜା। ନିଜସ୍ୱ କାରିଗରଙ୍କ ଦ୍ଵାରା କଳାକୃତିକୁ ନେଇ ସର୍ଵଦା ଚର୍ଚ୍ଚାରେ ରହି ଆସୁଥିବା ବାଉରୀ ସାହିର ଦଶହରା ପୂଜା ଏଥର ମଧ୍ୟ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଟି…

ସୋହେଲା ଦୁର୍ଗା ପୂଜା ଉପଲକ୍ଷେ ରଶିଟଣା ରେ ତାଳପଦର ଦଳ ଚମ୍ପିୟାନ

 ବିଜେପୁର :ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ଆଜି ଜନସାଧାରଣ ବିଜୟ ଉତ୍ସବ ପାଳନ କରୁଛନ୍ତି l କାରଣ ପ୍ରତି ବର୍ଷପରି ଦୁର୍ଗାପୂଜା ସୋହେଲା ଠାରେ ଅନୁଷ୍ଠିତ ହୋଉଥିବା ରଶିଟଣା ପ୍ରତିଯୋଗିତାରେ ଛଅ ଟି ଦଳ କୁ ପରାଜିତ କରି ଆଜି ଚମ୍ପିୟାନ ହୋଇଛନ୍ତି…

ରାଜ ବୋରାସମ୍ବର ଉଚ୍ଚ ବିଦ୍ୟାଳୟ ୮୮ ବ୍ୟାଚ ବା ପ୍ରୟାସର ବନ୍ଧୁ ମିଳନ

ପଦ୍ମପୁର :- ସ୍ଥାନୀୟ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପଠାରେ ସ୍ବେଛାସେବୀ ସଂଗଠନ ପ୍ରୟାସ, ପଦ୍ମପୁର ତରଫରୁ ସଭାପତି ପ୍ରକାଶ ମେହେରଙ୍କର ଅଧ୍ୟକ୍ଷତା ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ସର୍ବ ପ୍ରଥମେ ସମ୍ପାଦକ ସୁମନ୍ତ ସାହୁ ବିବରଣୀ ପଠନ କରିଥିଲେ l ପ୍ରୟାସ''ପଦ୍ମପୁରର…

ତୃତୀୟ ଶାରଦୀୟ ସନ୍ଧ୍ୟାରେ ରାମଲୀଳା

ପଦ୍ମପୁର :- କଳା ଓ ସଂସ୍କୃତିର ସହର ପଦମପୁର ରାଜବାଟୀ ଶାରଦୀୟ ରଙ୍ଗମଞ୍ଚରେ ତୃତୀୟ ସନ୍ଧ୍ୟାର ରଞ୍ଜିତା କାର୍ଯ୍ୟକ୍ରମ ରାମଲୀଳା ନାଟ୍ୟଧାରା ରୁ ଆରମ୍ଭ ହୋଇଥିଲା। ମହାରାଜ ରାବଣଙ୍କ ଦରବାରରେ ରାଜଅତିଥି ଭାବରେ ପଦମପୁର ଏସ୍ ଡି ପି ଓ ଶ୍ରୀ ବିଭୁତିଭୁଷଣ ଭୋଇ ଯୋଗଦେଇ ସମସ୍ତଙ୍କୁ ଶାରଦୀୟ…

ଆଜି କଳାହାଣ୍ଡି ପ୍ରସିଦ୍ଧ ଛତର ଯାତ୍ରା , ଜେନାଖାଲ ରୁ ଉଠିଲା ଛତର , ଭବାନୀ ପାଟଣା ସହର ହୋଇଛି ଭକ୍ତି ମୟ ପରିବେଶ

ଭବାନୀପାଟଣା: ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ଆଜି ମାଁ ମାଣିକେଶ୍ବରୀଙ୍କ ପ୍ରଶିଦ୍ଧ ଛତର ଯାତ୍ରା ।  ଆସ୍ଥା ବିଶ୍ବାସ ଓ  ପରମ୍ପରା  ର ପର୍ବ ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା ।  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ର ନାଗ ବଂଶୀୟ ରାଜ ପରିବାରର ତଥା କଳାହାଣ୍ଡି ବାସିନ୍ଦା ଙ୍କ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ଏକତ୍ରୀକରଣ ଅନୁଷ୍ଠିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ଏକତ୍ରୀକରଣ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ.ଶଙ୍କର ପ୍ରସାଦ ବକ୍ସି…