Sign in
Sign in
Recover your password.
A password will be e-mailed to you.
ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠିତ
ଉପ-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ସ୍ୱତନ୍ତ୍ର ଟାସ୍କଫୋର୍ସ
ଦାଦନଜନିତ ବିସ୍ଥାପନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାମଗ୍ରିକ ପ୍ରୟାସ
ଭୁବନେଶ୍ୱର,୧୪/୧୦/୨୦୨୪:ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଦିଗ୍ଦର୍ଶନ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ…
କେନ୍ଦୁଝରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ସର୍କିଟ ହାଉସ ଓ ମଣ୍ଡୁଆ ଅଭିଯୋଗ ଶୁଣାଣି କ୍ୟାମ୍ପ ରେ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରହିଛି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ମଧ୍ୟ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଓ ସମସ୍ୟା…
ବେଦାନ୍ତ ଝାରସୁଗୁଡା ଏକତା ଏବଂ ପରମ୍ପରା ସହିତ ଦଶହରା ପାଳନ କରିଛି
ଝାରସୁଗୁଡା, ୧୨ ଅକ୍ଟୋବର ୨୦୨୪ - ବେଦାନ୍ତ ଝାରସୁଗୁଡା ଅନ୍ୟାୟ ଉପରେ ନ୍ୟାୟର ବିଜୟବାର୍ତାକୁ ପାଥେୟ କରି ଦଶହରା ପାଳନ କରିଥିଲା। ଏହି ବହୁ ଦିବସିୟ ପାଳନ ଉତ୍ସବରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ଏକତ୍ରିତ ହୋଇ ପାରମ୍ପାରିକ ରୀତିନୀତି, ସାଂସ୍କୃତିକ ପ୍ରଦର୍ଶନ ତଥା ସମ୍ପ୍ରଦାୟ ନିର୍ମାଣ…
ସମ୍ବଲପୁରରେ ଦୁର୍ଗାପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ
ଦୁର୍ଗାପୂଜା ଆମର ସଂସ୍କୃତି ଏବଂ ସାମୂହିକ ସଦଭାବନାର ଅବିଚ୍ଛେଦ୍ୟ ଅଙ୍ଗ - ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ଦର୍ଶନ କଲେ • ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ• ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ;…
ବର୍ଷା ପାଇଲେ ପ୍ରଥମ ପୁରସ୍କାର : ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ଉପହାର ଯୋଜନା ।
ପଦ୍ମପୁର :- ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ଉପହାର ଯୋଜନା ର ଲକି ଡ୍ର ମାଧ୍ୟମରେ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବମୋଟ ୨୩ ଜଣ ଭାଗ୍ୟଶାଳୀ ବିଜେତା ମଧ୍ୟରୁ ପ୍ରଥମ ଭାଗ୍ୟଶାଳୀ ବିଜେତା ପଦ୍ମପୁର ର ବର୍ଷା ପଟେଲ ଙ୍କୁ ମିଳିଛି ବଜାଜ ପଲସର୍ ମୋଟର ସାଇକେଲ। ସେହିପରି…
ଘନାନ୍ତ୍ରୀ ରେ ଶାରଦୀୟ ବନ୍ଧୁ ମିଳନ:ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ଗୁଣପୁର ବ୍ଲକ ଘନାନ୍ତ୍ରୀ ଗ୍ରାମରେ ଶାରଦୀୟ ବନ୍ଧୁ ମିଳନ ସହ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ଗ୍ରାମ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ବହୁଳ ମଫସଲ ଗାଁ ଘନାନ୍ତ୍ରୀ ର ଶିକ୍ଷା,…
ପଦ୍ମପୁର ବ୍ଲକ ସଦର ମହକୁମାଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୧୪.୧୦.୨୦୨୪ ରିଖ ଦିନ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ପଦ୍ମପୁର ବ୍ଲକ ସଦର ମହକୁମା ସଦ୍ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର,…
ଅତିରିକ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ପଦ୍ମପୁର :- ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ଵାନ, ପଦ୍ମପୁର, ଶ୍ରୀମତୀ ମଧୁଛନ୍ଦା ସାହୁ, ବରଗଡ଼ ଏବଂ…
ବିଜେପୁର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଶାରଦୀୟ ଦୁର୍ଗାପୂଜା ସମ୍ପନ୍ନ
ବିଜେପୁର :ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବିଜେପୁର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଶାରଦୀୟ ପୂଜା ଦିର୍ଘ ୧୧ ଦିନ ଧରି ମାଁଙ୍କ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା,କାତ୍ୟାୟିନୀ, କାଳରାତ୍ରୀ,ମହାଗୈାରୀ ଏବଂ ସିଦ୍ଧିଦାତ୍ରୀ ବେଶରେ ବିଧିବିଧାନ ମୁତାବକ…
ବିଜେପୁର ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡି ପଡିଆ ପରିସରରେ ମିଠାଅନ୍ନ ଭୋଗର ଆୟୋଜନ
ବିଜେପୁର :ସୁଶାନ୍ତ ସାହୁ (ଶାସକ ପ୍ରଶାସକ ):ବିଜେପୁର ଦୁର୍ଗାପୂଜା କମିଟି ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦୃଷ୍ଟିରେ ରଖି ବିଜେପୁର ରାବଣ ପୋଡି ପଡିଆ ପରିସରରେ ମିଠାଅନ୍ନ ଭୋଗର ଆୟୋଜନ କରାଯାଇଛି। ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ…