ବାସୁଦେବପୁର – ଭାରତୀୟ ଜନତା ପାର୍ଟି ବାସୁଦେବପୁର ପକ୍ଷ ରୁ ପ୍ରବାସୀ ଭାରତୀୟ ଦିବସ ସଫେଇ କାର୍ଯ୍ୟ କର୍ମ ବାସୁଦେବପୁର ରେ ପାଳନ ହୋଇ ଯାଇଛି। ଏହି ଅବସର ରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବାସୁଦେବପୁର ବ୍ଲକ ପରିସର ରେ ବିଜେପି କାର୍ଯ୍ୟ କର୍ତ୍ତା ମାନଙ୍କ ପକ୍ଷ ରୁ ସଫେଇ କାର୍ଯ୍ୟ କରା ଯାଇଛି। ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ନେତୃତ୍ଵ ରେ ଡ ପ୍ରତାପ କୁମାର ନାୟକ, ମଧୁ ସୁଧନ୍ ପାଢ଼ୀ, ପରେଶ୍ ସାହୁ, ନିର୍ମଳ ପଣ୍ଡା , ଆଶୁତୋଷ ସାମଲ, ଲିଙ୍କନ ଦଳାଇ, ଅମର ଦାସ, ବିଜୟ ମାଝୀ, ଜଗବନ୍ଧୁ ମଲିକ,ମାନସ ନାୟକ, ବିଦ୍ୟାଧର ବେହେରା, ବଂଶୀ ଧର ବିଶ୍ଵାଳ, ରାଜା ରାମ ନାୟକ, ରମେଶ ଘଡାଇ ପ୍ରମୁଖ ଉପସ୍ଥିତ ରହି ଥିଲେ। ବିକଶିତ ଭାରତ ଗଠନ ପାଇଁ ନିଜ ଚାରି ପାଖ କୁ ସ୍ୱଚ୍ଛ ଓ ନିର୍ମଳ ରଖିବା ସହ ବିଭିନ୍ନ ରାଷ୍ଟ୍ର ରୁ ଆସିଥିବା ପ୍ରବାସୀ ଭାରତୀୟ ଙ୍କ ର ଏହି ସମାବେଶ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ବିକାସ ର ଶୀର୍ଷ ସୋପାନ ରେ ପହଞ୍ଚାଇବାରେ ଏକ ମାଧ୍ୟମ ବୋଲି ଆଲୋଚନା ହେଉଛି।l
Sign in
Sign in
Recover your password.
A password will be e-mailed to you.