ବରପାଲି :-ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଜୋଲପିଆପାଲି ଗ୍ରାମର ହରିବୋଲ ଥପାଙ୍କ ୨୩ ବର୍ଷ ବୟସର ପୁଅ ରାଜେଶ ଥପା ଆଜକୁ ୫ ଦିନ ହେବ କେଉଁ ଆଡେ ନିଖୋଜ ହୋଇ ଯାଇଛି। ନିଜ ଘରୁ ଗଲାବେଳେ ଏକ ସାଇକେଲ ଯୋଗେ କେଉଁଆଡେ ଚାଲି ଯାଇଛି ବୋଲି ଘରଲୋକେ କହୁଥିବା ବେଳେ, ଗଲାବେଳେ ଏକ କଳାରଙ୍ଗର ସାର୍ଟ ପିନ୍ଧିଥିବା କହନ୍ତି।ଏ ସଂକ୍ରାନ୍ତରେ ବରପାଲି ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ଯଦି କେହି ସହୃଦୟ ବ୍ୟକ୍ତି ଏହାର ସନ୍ଧାନ ପାଆନ୍ତି ତେବେ ତୁରନ୍ତ ବରପାଲି ଥାନାକୁ ଏବଂ 6371476091 ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
Sign in
Sign in
Recover your password.
A password will be e-mailed to you.