Sign in
Sign in
Recover your password.
A password will be e-mailed to you.
ମେଡିକାଲ୍ ଥୋରାକୋସ୍କୋପି ଉପରେ ସମ୍ମମ୍ରେ ସିଏମ୍ଇ ଓ କର୍ମଶାଳା
ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ରବିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।…
ଓଲା ୟୁବେର କୁ ଟକ୍କର ଦବ “ଓଡିଶା ଯାତ୍ରୀ”
ଭୁବନେଶ୍ୱର : ଓଡିଶା ରେ ଟ୍ରାଏଲ ଲଞ୍ଚ ହେଲା "ଓଡିଶା ଯାତ୍ରୀ" ଆପ, ଆଜିଠୁ ଅନବୋର୍ଡ ହେଲା | ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖୁବଶୀଘ୍ର ବିଧିବଦ୍ଧ ଭାବେ ହେବ ଲୋକାର୍ପିତ | ଓଲା ୟୁବେର ଭଳି ମିଳିବ ଯାତ୍ରୀ ସେବା | ମୋବାଇଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ ଏହି ଆପ | ପ୍ରଥମ ପର୍ଯ୍ୟାୟରେ …
ବାତ୍ୟା “ଦାନା”ର ମୁକାବିଲା ପାଇଁ ଟିପିଏସ୍ଓଡିଏଲର ଯୋଜନାବଦ୍ଧ ପ୍ରସ୍ତୁତି
-- ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ଉପଭୋକ୍ତା ମାର୍ଗଦର୍ଶିକା ଜାରି
-- ୨୪x୭ କଲ୍ ସେଣ୍ଟର ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫-୬୭୯୭ରେ ଉପଭୋକ୍ତା କଲ୍ କରିପାରିବେ
-- ବାତ୍ୟାଜନିତ କ୍ଷୟକ୍ଷତି ରୋକିବା ପାଇଁ ସରକାରୀ କଳ ସହ ସମନ୍ବୟରେ କାମ କରୁଛି କମ୍ପାନୀ
ବ୍ରହ୍ମପୁର:…
ସ୍ୱଚ୍ଛତାକୁ ଗୁରୁତ୍ୱ: ପର୍ଯ୍ୟଟକ ମାନଙ୍କୁ ସଚେତନ କରିବାପାଇଁ କାର୍ଯ୍ୟକ୍ରମ କରୁଛି ଇକୋ ପ୍ରୋଟେକ୍ଟ ଫାଉଣ୍ଡେସନ
ବିଜେପୁର :ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବର୍ତ୍ତମାନ ସାରା ଭାରତ ବର୍ଷରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ସରକାରଙ୍କ ଠାରୁ ଆରମ୍ଭ କରି ଆମ ଜନତା ସମସ୍ତେ ଅଣ୍ଟା ଭିଡି ଥିବବେଳେ ପ୍ରକୃତି ଓ ପ୍ରାକୃତିକ ପରିବେଶକୁ ପ୍ରଦୂଷଣ ମୁକ୍ତ ଓ ତୀର୍ଥସ୍ଥଳୀ ମାନଙ୍କୁ ସ୍ୱଚ୍ଛ,ନିର୍ମଳ ଓ ସୁନ୍ଦର କରି…
ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେଲେ ଘୁ.ଉଦୟଗିରିର ଦୁଇ ଝିଅ ଏନ ପଲ୍ଲବୀ ଓ ବ୍ଲୁଚୁମ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ରୀରାମ ପଦାର ଏନ ପଲ୍ଲବୀ ଓ ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ବିଲାବାଡ଼ା ଗ୍ରାମର ବ୍ଲୁଚୁମ ପ୍ରଧାନ ଦୁଇଟି ଜଣ ଝିଅ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ…
ରେକର୍ଡ: କିସ୍ର ୧୫ ଛାତ୍ରଛାତ୍ରୀ ଓସିଏସ୍ ପାଇଲେ
ଭୁବନେଶ୍ୱର,୨୦ ।୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍)ରେ କିସ୍ର ୧୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କୌଣସି ଗୋଟିଏ ଜନଜାତି ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓସିଏସ୍ ପାଇବା ଓଡ଼ିଶାରେ ରେକର୍ଡ…
ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା
ସଜାଗ ରହିବା ସହିତ ସମସ୍ତ ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ
ଭୁବନେଶ୍ୱର, ତା ୨୦/୧୦/୨୦୨୪: ଭାରତୀୟ ପାଣିପାଗ ବିଭାଗଆଗାମୀ ୨୪ ଘଣ୍ଟାମଧ୍ୟରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର…
ରାଜ୍ୟପାଳଙ୍କ ଦ୍ବାରା ଆଦିବାସୀ ସାହିତ୍ୟ ଉପରେ ନୂତନ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର/ଓଡ଼ଗାଁ, ୨୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ରାଜ ଭବନ ପରିସରରେ ଆଦିବାସୀ ସାହିତ୍ୟ ଉପରେ ଆଧାରିତ ଏକ ନୂତନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ରାଜଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ…
ଦେଶୀ ପିସ୍ତଲ୍ ଜବତ; ଜଣେ ଗିରଫ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ରବିବାର ରାତ୍ର ଆଠ ଘଣ୍ଟା ତିରିଶ ମିନିଟ୍ ସମୟରେ ଜିଟି ହାଇସ୍କୁଲ୍ ନିକଟରେ ଜଣେ ଯୁବକ ପିସ୍ତଲ୍ ଧରି ବୁଲୁଥିବାର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ୍ ବାହିନୀ…
ବର୍ଜ୍ୟବସ୍ତୁକୁ ହସ୍ତଶିଳ୍ପରେ ପରିଣତ କରିବା: ରେଳ ପରିସରରେ ସ୍ୱଚ୍ଛତା ପାଇଁ ଏକ ନୂତନ ପଦକ୍ଷେପ |
ଭୁବନେଶ୍ୱର, 19.10.2024: ଅବିରତ ଭାବେ ସ୍ୱଚ୍ଛତା ଅଭିଯାନକୁ ବଜାୟ ରଖିବା ପାଇଁ ପୂର୍ବତଟ ରେଳପଥ ନେଇଥିବା ପ୍ରତିବଦ୍ଧତାର ଏକ ଅଂଶ ଭାବରେ ବର୍ଜ୍ୟବସ୍ତୁ ଏବଂ ସ୍କ୍ରାପକୁ ଚମତ୍କାର ହସ୍ତଶିଳ୍ପରେ ପରିଣତ କରିବାକୁ ଲକ୍ଷ୍ୟ ରଖି ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟିକରି ନିଜକୁ ଗର୍ବିତ କରିପାରିଛି…