Sign in
Sign in
Recover your password.
A password will be e-mailed to you.
ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲର ୮୬ତମ ପ୍ରତିଷ୍ଠା ଦିବସ ଆନନ୍ଦ ଉଲ୍ହାସରେ ପାଳିତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦାୟଗିରିରେ ଥିବା ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲର ୮୬ତମ ପ୍ରତିଷ୍ଠା ଦିବସ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି l ଏହି ଉତ୍ସବରେ ପୂର୍ବତ୍ତନ ବିଶୋପ ମହାଆଚାର୍ଯ୍ୟ ବାଞ୍ଛାନିଧି ନାୟକ, ବାଇବଲ…
ସମ୍ବାଦ ଖବର କାଗଜ ବିକ୍ରେତାଙ୍କ ଅକାଳ ବିୟୋଗ l
ବାଣପୁର:(ସେକ କୌସର) ମଙ୍ଗଳବାର ବାଣପୁରରେ ଦୀର୍ଘ ୪୦ବର୍ଷ ଧରି ନିରବଛିନ୍ନ ଭାବରେ ସମ୍ବାଦ ଦୈନିକ ଖବରକାଗଜ ବଣ୍ଟନ କରୁଥିବା ମଦନ ମୋହନ ସୁବୁଦ୍ଧିଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଯାଇଛି l ଆଜି ପ୍ରତ୍ୟୁଷରୁ ଖବର କାଗଜ ବଣ୍ଟନ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଂଗେ ସଂଗେ…
ବେଲଗୁଣ୍ଠା ପ୍ରେସ୍ କ୍ଳବ ର ବନ୍ଧୁ ମିଳନ ଓ ସାଙ୍ଗଠନିକ ବୈଠକ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ତଥା ପ୍ରେସ୍ କ୍ଳବ,ବେଲଗୁଣ୍ଠାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୖଠକ ବେଲଗୁଣ୍ଠା ଉପକଣ୍ଠ କିରାପଲ୍ଲୀସ୍ଥିତ ମାଁ କୁମାର ଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ…
ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସଙ୍କୁ ମାହାଙ୍ଗା ବିଧାୟକଙ୍କ ମାଡ
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି: ବିଜେଡି
ଶୋଭାଯାତ୍ରା ବେଳେ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ଧକ୍କା ମାରିଲେ ୩୦୭ ଦଫା ଅଭିଯୁକ୍ତଙ୍କୁ କୋଳେଇ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୪/୦୧/୨୦୨୫: ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ…
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅବସରରେ ଜୁନିଅର ରେଡକ୍ରସ ସଂସ୍ଥା ର ସାମାଜିକ ସେବା ଶିବିର ଉଦଯାପିତ
ବରଗଡ଼: ତା ୦୩/୦୧/୨୦୨୫ ରୁ ୧୩/୦୧/୨୦୨୫ ରିଖ ପର୍ଯ୍ୟନ୍ତ ଏଗାର ଦିନ ଧରି ଚାଲିଥିବା ୭୭ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅବସରରେ ଭାରତୀୟ ରେଡକ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ତଥା ଜିଲ୍ଲା ଶିକ୍ଷlଧିକାରୀ, ବରଗଡ ଏବଂ ଜିଲ୍ଲା ଜୁନିଅର୍ ରେଡକ୍ରସ ସଂସ୍ଥାର…
29 ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ — ଫାଇନାଲ ରେ କଟକ
ପଦ୍ମପୁର :- ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଜି କ୍ୟୁସିଆଇ ୱାରିଅର ଛତିଶଗଡ ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଛତିଶଗଡ ଦଳ ପ୍ରଥମେ ଟସ ଜିଣି ବ୍ୟାଟିଂ…
ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ଵର : ଆଜି ସକାଳେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ (ମକର ସଂକ୍ରାନ୍ତି )ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର ସମ୍ମୁଖରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ସୂଚନା ଓ…
ତାଳପଦର ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ବିଜେପୁର /ସୁଶାନ୍ତ ସାହୁ ତାଳପଦର ଠାରେ ମକରସଂକ୍ରାନ୍ତି ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ l ଏଥିରେ ସୌଭାଗ୍ୟ ପଧାନ ଓ ତାଙ୍କ ଧର୍ମପତ୍ନୀ ମିଳି ପଧାନ କର୍ତ୍ତା କାର୍ଯ୍ୟ ତୁଲାଇଛନ୍ତି l ସକାଳ 11ଟା ରେ ତାଳପଦର ଗ୍ରାମ ର ଶତାଧିକ ମହିଳାଙ୍କ ଦ୍ୱାରା ଭଜନ କୀର୍ତନ ସହ କଳସ ଯାତ୍ରା…
ଡାବୁଗାଁ ରେ ତେଲୁଗୁ ସମ୍ପ୍ରଦାୟ ତରଫରୁ ଭୋଗି ଉତ୍ସବ ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତେଲୁଗୁ ସମ୍ପ୍ରଦାୟ ତରଫରୁ ମକର ସଂକ୍ରାନ୍ତି ଉପ ଲକ୍ଷେ ଭୋଗି ଉତ୍ସବ ପାଳିତ ହୋଇଯାଇଛି। ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ଆୟୋଜିତ ଭୋଗି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ଏଲ ମୋହନ ଆଚାରି ସ୍ଵତନ୍ତ୍ର…
ଏନଡିଆରଏଫ୍ ୩ୟ ବାଟାଲିୟନ ତରଫରୁ ଜାତୀୟ ବିପର୍ଯ୍ୟୟ ସୁରକ୍ଷା ନେଇ ସଚେତନ କାର୍ଯ୍ୟକ୍ରମ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏନଡିଆରଏଫ୍ ୩ୟ ବାଟାଲିୟନ ତରଫରୁ ଜାତୀୟ ବିପର୍ଯ୍ୟୟ ସୁରକ୍ଷା ନେଇ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି।…