ବଢିଛି ଦାଦନ, ମରୁଛନ୍ତି ଶ୍ରମିକ : ପଳାୟନ ରୋକିବାରେ ବିଫଳ ବ୍ଲକ ପ୍ରଶାସନ

ସେପଟେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବଢିଛି ମନରେଗା ଗାଡିର ଅପବ୍ୟବହାର ବରଗଡ଼ ; ଓଡିଶା ରେ ରହିଥିବା 20 ଗୋଟି ଦାଦନ ପ୍ରବଣ ବ୍ଲକ ଭିତରୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଗୋଟିଏ । ପ୍ରତ୍ୟେକ ବର୍ଷ ଏହି ବ୍ଲକ ରୁ ବହୁ ସଂଖ୍ୟାରେ ଶ୍ରମିକ ଶ୍ରେଣୀର ଲୋକ ସାମାନ୍ୟ କିଛି ରୋଜଗାର କରିବା ପାଇଁ…

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।

 ମୟୂରଭଞ୍ଜ ରୁ ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ । ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଅମୁଲ୍ୟ କୁମ୍ଭକାର ଙ୍କ ସଭାପତିତ୍ବରେ ପାଳନ ହୋଇଥିବା ଏହି…

29 ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ

ବରଗଡ଼/ପଦ୍ମପୁର (13.01.2025) - ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ର ତୃତୀୟ ମ୍ୟାଚ ରେ ଆଜି କ୍ୟୁସିଆଇ ୱାରିଅର ଛତିଶଗଡ ଓ ଗୁଲଵର୍ଗା ସିଟି 11 କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଛତିଶଗଡ ଦଳ ପ୍ରଥମେ ଟସ…

ନବରଙ୍ଗପୁର ସଦରମହକୁମା ଠାରେ ପୁଷପୁନେଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ମହା ସମାରୋହରେ ପୁଷପୁନେଇ ପରବ ପାଳନ ହୋଇଯାଇଛି l ପ୍ରାଚୀନ ଇତିହାସ ରେ ପୁଷପୁନେଇ ପରବରେ ସମଗ୍ର ଉତ୍କଳ ରେ ଖ୍ୟାତି ଅର୍ଜନ କରିଥିଲା l ଏହି ପ୍ରାଚୀନ ଅଞ୍ଚଳ କନ୍ଧ, ପରଜା, ସଉରା, ଭତରା ପ୍ରଭୃତି…

ଚିଲିକାରେ ବିଜେଡିକୁ ବଡ ଝଟକା, ବିଜେପିରେ ସାମିଲ ହେଲେ ସନ୍ତୋଷ ପାଇକରାୟ ଏବଂ ତାଙ୍କ ସମର୍ଥକ

ବାଲୁଗାଁ: (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବିଜେଡି କୁ ଲାଗିଛି ବଡ଼ ଝଟକା। ବର୍ତ୍ତମାନ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପୁତ୍ର ତଥା ବରିଷ୍ଠ ବିଜେଡି ସଂଗଠକ ସନ୍ତୋଷ ପାଇକରାୟ ନିଜର ଶତାଧିକ ସମର୍ଥକଙ୍କ ସହ ପଦ୍ମ…

ମହାକୁମ୍ଭ ମେଳା ଉପଲକ୍ଷେ ଭବାନୀପାଟଣାରୁ ଅଯୋଧ୍ୟା ଗଡ଼ିଲା ସ୍ୱତନ୍ତ୍ର ବସ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ଦୀର୍ଘ ବର୍ଷର ଅନ୍ତରାଳରେ ଅଯୋଧ୍ୟାରେ ଅନୁଷ୍ଠିତ ହେଉଛି ମହାକୁମ୍ଭ ମେଳା। ଏହାକୁ ନେଇ ସାରା ଦେଶରେ ଏକ ମହୋତ୍ସବର ମାହୋଲ ଦେଖାଦେଇଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଯତ୍ନ ଆରମ୍ଭ କରିଛନ୍ତି। ଏ ଦିଗରେ ଓଡ଼ିଶା ସରକାର ଏକ…

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

କଳା, ସଂସ୍କୃତି, କ୍ରୀଡ଼ା କୌଶଳରେ ମଜ୍ଜିଲେ ସହରବାସୀ: ଆଜି ଉଦଘାଟନ କାଲି ଉଦଯାପନୀ ଉତ୍ସବ ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ କ୍ରୀଡ଼ା କୌଶଳର ମହା ମିଳନସ୍ଥଳୀ ପାଲଟିଥିଲା ସଡ଼କପଥ। ନାଚଗୀତ, ପ୍ରଥା, ପରମ୍ପରାର…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିରକୁ ଅନୁଷ୍ଠାନ ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ସଂଯୋଜିକା ଡ଼ି କୁମାରୀ ସଙ୍ଗୀତା ବିନ୍ଧାଣିରା ଉଦ୍ଘାଟନୀ କାର୍ଯ୍ୟକ୍ରମର ଆୟୋଜନ…

ଗୁଣପୁର ର ଗଣେଶ ମାଳି ଙ୍କୁ ଜ୍ୟୋତିଷ ରେ ଡକ୍ଟରେଟ ପ୍ରାପ୍ତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭୁବନେଶ୍ୱର ସ୍ଥିତ ପିପୁଲ ପଦ୍ମଯା ପ୍ରୀମୀୟମ ରେ ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଆନୁକୁଲ୍ୟରେ ଦୁଇ ଦିନିଆ ଅନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀ ର ଆୟୋଜନ ହୋଇଥିଲା ।ଉକ୍ତ ସମ୍ମି ଳନୀରେ ଭାରତର ବିଭିନ୍ନ ରାଜ୍ୟ ତଥା ବିଦେଶ ରୁ…

ବ୍ରହ୍ମପୁର ଠାରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ସଭା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } : ଆଜି ବ୍ରହ୍ମପୁର ସ୍ଥିତ ହରିଡ଼ାଖଣ୍ଡି ଅଞ୍ଚଳର ଦ୍ବାରିକା ନଗର ଠାରେ ଚାଲିଥିବା ବିବେକାନନ୍ଦ ସଂସ୍କୃତି ମେଳା ପରିସରରେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଏବଂ ପ୍ରତିଷ୍ଠିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା, ଗଞ୍ଜାମ…